Search Results for ଭାଷା

ଶୂନ୍ୟ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ “ଶୂନ୍ୟ ‘୦’ ସଂଖ୍ୟା” ~ ଆଜଟେକ୍ସ, ଇନକା ଓ ଇଜିପ୍ଟର ପ୍ରାଚୀନ ମାନଵ ସଭ୍ୟତାରେ ମଧ୍ୟ ଶୂନ୍ୟ ଆକାରର ଵିଭିନ୍ନ ଚିହ୍ନ ଆଵିଷ୍କାର ହୋଇଥିଲା । ପ୍ରାଚୀନ ଇଜିପ୍ଟରେ nfr (?) ବୋଲି ଏକ ଚିହ୍ନ ଵ୍ୟଵହାର ହେଉଥିଲା । ପ୍ରାଚୀନ ଇଜିପ୍ଟରେ ଏହାକୁ Nefertiti,…

ବାଘ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଶା, ଓଡ଼ିଆ ଓ ବାଘ ~  ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ‘ବାଘଡୁମ୍ମା’ ବୋଲି ଏକ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି, ❛❛ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା…

କୁମ୍ଭାରଚକ

ସୌରଭିତ ସୃଷ୍ଟି: କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ~ ତିଗିରିଆ ଗଡ଼ (କୁମ୍ଭାରଚକ) ~ ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ ।…

ଦିନବନ୍ଧୁ ଓ ଦୀନବନ୍ଧୁ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଦିନବନ୍ଧୁ ଓ ଦୀନବନ୍ଧୁ ~ ଓଡ଼ିଆ ସାହିତ୍ୟାକାଶରେ ବିଜୁଳି ଓ ଇନ୍ଦ୍ରଧନୁ କଳିର ସୁତ୍ରପାତ ହୋଇଯାଇଥାଏ । ଗୋଟିଏ ପଟେ ଇନ୍ଦ୍ରଧନୁରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମର୍ଥନରେ ଲେଖା ବାହାରୁଥିଵା ବେଳେ ବିଜୁଳୀ ପକ୍ଷରୁ ଆଧୁନିକ ସାହିତ୍ୟିକ କଵିଵର ରାଧାନାଥ ରାୟଙ୍କ ସମର୍ଥନରେ ଲେଖା ପ୍ରକାଶିତ…

ବାଡି଼ଡିଆଁ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଶାର ନିଆରା ବାଡି଼ଡିଆଁ ଵା ବାଡି଼ ଡେଗେନ୍ ଖେଳ ~ ବାଡି଼ଡିଆଁ ଖେଳ ଓଡ଼ିଶାର ଏକ ପାରମ୍ପାରିକ ମୁକ୍ତପ୍ରାଙ୍ଗଣର କ୍ରୀଡ଼ା। ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ବାଡି଼ଡିଆଁ ଖେଳକୁ ବାଡ଼ିଡେଗେନ୍ କୁହାଯାଉଥିଵା ବେଳେ ନୂଆପଡ଼ା ଜିଲ୍ଲାରେ ଏ ଖେଳକୁ ବାଡି଼ଡେଙ୍ଗାନୀ କୁହାଯାଇଥାଏ ବୋଲି କଥିତ ଓଡ଼ିଆ…

ଶ୍ରାଵଣ ଅମାଵାସ୍ୟା

ଲେଖା: ଶିଶିର ସାହୁ ମନୋଜ  ~ ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା ~ ଶ୍ରାଵଣ ଅମାଵାସ୍ୟା ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ “ଦେହରେ ଚନ୍ଦନ ବୋଳି ହେଵା” କିନ୍ତୁ ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର…

ଆମ ଲୋକସାହିତ୍ୟ

ଲେଖା: ଶୁଭ ରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ “ଆ ଜହ୍ନ ମାମୁଁ ଶରଦଶଶୀ ମୋ କୁନା ହାତରେ ପଡ଼ ତୁ ଖସି . . “, ମା’ର ପିଲାକୁ କୋଳରେ ଝୁଲେଇ ଜହ୍ନ ଦେଖେଇ ଖୋଇଦେବାର ଦୃଶ୍ୟ ! ଆହା ! ଏଥିରେ ମା’ର ମମତା ଯେତିକି ପରିଦୃଶ୍ୟ, ଜହ୍ନକୁ ନେଇ ତାର…

ଆମ ଲୋକସାହିତ୍ୟ

ଲେଖା: ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ (ଭାଗ ୩) “ନଣନ୍ଦ ଗୋରୀ, ଚଉ ପାହାରୀ ବସିଥାଏ ପାଆ ଭାଗେ, ଟିକିନିଖି କରି ଫୋଡ଼ି ଦେଉଥାଏ ଭାଇ ଘଇତାର ଆଗେ !” ଇସ ! କି ଅବାଗିଆ କଥାଗୁଡ଼ା ! ! ସାଧାରଣତଃ ଏଇଭଳି ଘୃଣାଭରା ମନ୍ତବ୍ୟ ମିଳେ ଆମ ଶିକ୍ଷିତ ଓଡ଼ିଆଙ୍କ ଠାରୁ…

ଆମ ଲୋକସାହିତ୍ୟ

ଗବେଷଣା ଓ ଉପସ୍ଥାପନା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ (ଭାଗ ୨) ଆମେ ଜାଣୁ ଆମ ଲୋକସାହିତ୍ୟ ଅବା ଲୋକଗୀତର ରଚୟିତା ଜଣେ ନୁହେଁ, ଅଗଣିତ । ପୁଣି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ବା ସମ୍ପ୍ରଦାୟର ନୁହେଁ । ଏହା ଅନେକ ଗ୍ରାମ୍ୟ ଅଶିକ୍ଷିତ ଜନତାଙ୍କ ବିଚକ୍ଷଣ…

ଆମ ଲୋକସାହିତ୍ୟ

ଗବେଷଣା ଓ ଲେଖା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ ଓଡ଼ିଆ ଭାଷାରେ ବିଧିବଦ୍ଧ ସାହିତ୍ୟ ଲିଖିତ ହେବାର ବହୁପୂର୍ବରୁ #ଢଗଢ଼ମାଳି, ନୀତିବଚନ, #କାନ୍ଦଣା, #କୃଷକଗୀତ, #ଦୋଳିଗୀତି, ନାନା ପ୍ରକାର #ଲୋକକାହାଣୀ ଇତ୍ୟାଦି ଲୋକମୁଖରେ ପ୍ରଚଳିତ ହୋଇ ଆସୁଥିବାରୁ ଏସବୁକୁ ମୌଖିକ ସାହିତ୍ୟ, କଥିତ ସାହିତ୍ୟ ବା #ଲୋକସାହିତ୍ୟ ଭାବରେ ଗ୍ରହଣ…