Search Results for: ପାନ

ମହାମନିଷୀଗଣ

ଓଡିଶା ସଙ୍ଗୀତ ଜଗତର ରାଣୀ ଡଃ ଶ୍ୟାମାମଣି ଦେଵୀ (Dr. Shyamamani Devi)

ପିଲାଟି ଦିନରୁ ସେ ଥିଲେ ସଙ୍ଗୀତ ପ୍ରତି ସମର୍ପିତ, ହେଲେ ରକ୍ଷଣଶୀଳ ସମାଜ କରିଥିଲା ତାଙ୍କର ପଥରୋଧ । ସେ କିନ୍ତୁ ଥିଲେ ଦୃଢନିଶ୍ଚିତ, ସଙ୍ଗୀତ ଥିଲା ତାଙ୍କ ଜୀବନ, ସେ ପଛକୁ ହଟିଥାନ୍ତେ ବା କେମିତି ! ପ୍ରବଳ ଆଗ୍ରହ ଓ ସଙ୍ଗୀତ ପ୍ରତି ନିଷ୍ଠା ସହିତ ଆଶୀର୍ବାଦ ହେଲା ପିତା ଏବଂ କକାଙ୍କ ସୁସମୟ ପ୍ରେରଣା । ଆଉ ଜୀବନରେ ପଛକୁ ଫେରି ନ ଥିବା ସେଇ ଛୋଟ ଝିଅଟି ଦିନେ ବନିଗଲା କେତେ କେତେ କଣ୍ଠଶିଳ୍ପୀଙ୍କ ପ୍ରେରଣା । ସେ ବନିଗଲା ଓଡିଶୀ ସଙ୍ଗୀତ, ପଲ୍ଲୀସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତଜଗତର ଏକ ଶ୍ରଦ୍ଧାଶୀଳ ନାମ . .

ସୃଷ୍ଟିସମଗ୍ର

ଗୀତଗୋବିନ୍ଦ

ଲେଖା: ନିରଞ୍ଜନ ସାହୁ ହେ ମାଧବ ! ରାଗାତ୍ମିକା ଭକ୍ତିର ଏହି ବାରଟି ସର୍ଗ ଭଗବତ୍ ଲୀଳା ମାଧ୍ୟମରେ ଗୀତଗୋବିନ୍ଦ ମହାକାବ୍ୟରେ ପ୍ରକାଶିତ। ତାହାହିଁ ତମର ନିଜ

ସୃଷ୍ଟିସମଗ୍ର

ଗୀତଗୋବିନ୍ଦ

ସେହି ଯୁବକ ବ୍ରାହ୍ମଣ ଜୟଦେବଙ୍କ ଭିତରେ ତମେ କ’ଣ ଦେଖିଥିଲ ନିଜକୁ ! ସେଇଥିପାଇଁ ହେ ବିଦ୍ଗଧ ମାଧବ, ଆପଣେଇ ନେଇଥିଲ କି ପଦ୍ମାବତୀଙ୍କୁ ? ରାଧାରାଣୀ ପଦ୍ମାବତୀ ରୂପେ ଏବଂ ଶ୍ରୀକୃଷ୍ଣ ଜୟଦେବ ରୂପରେ ସତରେ ତେବେ କ’ଣ ଧରାବତରଣ ହୋଇଥିଲେ ନିଜର ଲୀଳା ପ୍ରଚାର ସହ ଅନୁପମ ଶ୍ରୀଗୀତଗୋବିନ୍ଦ ରଚନା କରିବାକୁ ?

ଶ୍ରୀଜଗନ୍ନାଥ

ଗଜପତି

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଆମ ଗଜପତି ଠାକୁର ରାଜାଙ୍କର ଦୈନନ୍ଦିନୀ ପାଇଁ ପ୍ରଚଳିତ ଥିଲା ସ୍ଵତନ୍ତ୍ର ଶବ୍ଦ । ଆଜିକାଲି ରଜା-ପ୍ରଜାଙ୍କ ମଧ୍ୟରେ ସେମନ୍ତ କିଛି

ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୪)

ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ, ଜ୍ଞାନ ହେଉଛି ତାହାର ଉପାୟ। ଭକ୍ତିର ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକ ନଥାଏ। ଭକ୍ତିର ଚରମ ସୋପାନରେ ଜୀବ କେବଳ କୃଷ୍ଣପ୍ରେମ ସୁଖ ସାଗରରେ ଭାସମାନ ଥାଏ . .

ଅନ୍ୟାନ୍ୟ

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଟିପାତ (ଭାଗ ୩)

ଓଡ଼ିଆଜାତି ମହାପ୍ରଭୁ ଜଗନ୍ନାଥଙ୍କ ଭିତରେ ଦେଖିଛି ନିରାକାର ବ୍ରହ୍ମଙ୍କୁ, ପୁଣି କେତେବେଳେ ସେ ତାଙ୍କୁ ଦେଖିଛି ସାକାର ପୁରୁଷୋତ୍ତମ, ଗୋପୀଜନ ବଲ୍ଲଭ, ଯଶୋଦା-ନନ୍ଦନ ବେଣୁଧର କୃଷ୍ଣ ରୂପରେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତର ମହାନାୟକ ହେଉଛନ୍ତି ସେହି ସାକାର ପରଂବ୍ରହ୍ମ ପରମପୁରୁଷ ଅନିନ୍ଦ୍ୟ ସୁନ୍ଦର ଶ୍ୟାମଘନ କୃଷ୍ଣ। “ଜୀବ ସେହି ପରଂବ୍ରହ୍ମ କୃଷ୍ଣଙ୍କ ନିତ୍ୟ ଦାସ”, ଭାଗବତର ପ୍ରତିଟି ପଦାବଳୀରେ ଏହି ଭାବ ପରିସ୍ଫୁଟିତ . .

Scroll to Top