Search Results for ଆମେ ଓଡ଼ିଆ

ଗୁରୁ

~ ଗୁରୁ ~ ଲେଖା: ଅମୃତେଶ ଖଟୁଆ ‘ପୁଣି ପଡଇ ଘୋରତମେ । ଗତ ଆଗତ ପଥଶ୍ରମେ ।। ଏ କଥା ବୁଝି ଗୁରୁ ପାଦେ । ଆଶ୍ରେ କରିବ ଅପ୍ରମାଦେ ।। ଉତ୍ତମ ଗୁରୁ ଆଶ୍ରେ କରି । ତାଙ୍କ ବଚନ ଶିରେ ଧରି ।। ସମଦରଶୀ ନିଷ୍ଠାପର । ତପ କଷଣ ସହେ…

ଶ୍ରୀମୁଖଲିଙ୍ଗେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀମୁଖଲିଙ୍ଗେଶ୍ୱର ~ ଅବିଶ୍ରାନ୍ତ ମୋୖସୁମୀ କାଳୀନ ଲଘୁଚାପ ଜନିତ ବର୍ଷା, ଆଉ ତା ସହିତ ଆମର ଐତିହାସିକ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ନିହାତି ଭାବେ ସ୍ମରଣୀୟ ହୋଇ ରହିବ ଆମ ପାଇଁ l ଐତିହାସିକ ଏଇଥି ପାଇଁ କାରଣ ଅଗଷ୍ଟ ତେର, ଚଉଦ ଓ ପନ୍ଦର ତାରିଖ ତିନି…

ପ୍ରଫୁଲ୍ଲ ଦାସ

~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…

କହଇ ଦାସ ଜଗନ୍ନାଥ

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

କର୍ମବୀର ବୈକୁଣ୍ଠନାଥ ପୂଜାରୀ

~ କର୍ମବୀର ବୈକୁଣ୍ଠନାଥ ପୂଜାରୀ ~ ଲେଖା: ଅମୃତେଶ ଖଟୁଆ #ସମ୍ବଲପୁର #ଭାଷା #ଆନ୍ଦୋଳନ କାଳରେ ଯେତେବେଳେ ଜନଗଣନା ଦ୍ୱାରା ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ଗୋପନ ଷଡ଼ଯନ୍ତ୍ର ଆରମ୍ଭ ହୁଏ, ସେତେବେଳେ ସମ୍ବଲପୁରର ବିଭିନ୍ନ ଭାଷାପ୍ରେମୀ ମାନେ ଏହି ଦୁରୂହ କୁଚକ୍ରିକାରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ ଆଗୁସାର…

ନିଆଳି

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ଦାରାକ୍ଷ

ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ   ~ ହଜିଯାଇଥିଵା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ‘ଦାରାକ୍ଷ’ ~ ଅଙ୍ଗୁର କୋଳିକୁ କିଏ ନ ଜାଣେ ? ସାରା ପୃଥିଵୀର ଯେକୌଣସି ହାଟବଜାରରେ ଆଉ କିଛି ମିଳୁ କି ନ ମିଳୁ ଅଙ୍ଗୁର କୋଳି ନିଶ୍ଚୟ ମିଳିଯାଏ । ସାଧାରଣତଃ Vitis ପ୍ରଜାତିର ୮୧ରୁ…

ବାରବାଟୀ ଦୁର୍ଗ

ଲେଖା: ତେଜସ୍ବ ତ୍ରିପାଠୀ ~ ବାରବାଟୀ ~ “ବାରବାଟୀ” ଏ ନାମ ହିଁ ଯଥେଷ୍ଟ l ଏ ନାମ ନିଜେ ହିଁ ନିଜର ପରିଚୟ l ଏ ନାମ ଉଚ୍ଚାରଣ ମାତ୍ରେ ପ୍ରତି ଉତ୍କଳୀୟ ଧମନୀର ପ୍ରତି ରକ୍ତ ବିନ୍ଦୁରେ ଦେଶପ୍ରୀତି ଜାଗ୍ରତ ହୁଏ l ଆଉ ଶତ୍ରୁ ବୁକୁରେ ଖେଳିଯାଏ ଅଜଣା ଭୟର ଆତଙ୍କ…

ହାଣ୍ଡିଧୁଡୁ଼କା

ଲେଖା: ଶିଶିର ମନୋଜ ସାହୁ ~ ହଜିଯାଉଛି ଆମ ପରମ୍ପରା: ହାଣ୍ଡିଧୁଡୁ଼କା~ ଆମ ଅଞ୍ଚଳରେ ଵିଵାହୋତ୍ସଵ ଅଵସରରେ ହାଣ୍ଡିଧୁଡୁ଼କା ବୋଲି ଏକ ପରମ୍ପରା ପୂର୍ଵେ ଵିଶେଷ ଭାବରେ ପ୍ରଚଳିତ ଥିଲା । ହାଣ୍ଡିଧୁଡୁ଼କା ଵିଵାହ ଚତୁର୍ଥୀ ପରଦିନ କରାଯାଇଥାଏ । ଏହିଦିନ ବରର ଭଉଣୀ ଵା ଭାଉଜ ଗୋଟାଏ ହାଣ୍ଡିରେ ଖପରା ଓ ପାଉଁଶ ରଖି…

ବିଛନ୍ଦଚରଣ ପଟ୍ଟନାୟକ

ଲେଖା: ଅମ୍ବରୀଶ ମଙ୍ଗରାଜ ~ ସାରସ୍ୱତ ସ୍ରଷ୍ଟା #ବିଛନ୍ଦଚରଣ_ପଟ୍ଟନାୟକ ~ କୁଳବୃଦ୍ଧ, ଦେଶପ୍ରାଣ, ଜାତୀୟ ଗୌରବ ମଧୁସୂଦନ ଦାସ ଏକଦା ଜଣେ ଉଦୀୟମାନ ଯୁବକଙ୍କୁ କହିଥିଲେ ତୁମେ ହିଁ ମୋର ଯୋଗ୍ୟ ଉତ୍ତରାଧିକାରୀ ହୋଇ ପାରିବ | ସେ ଯୁବକ ଆଉ କେହି ନୁହନ୍ତି ସେ ଥିଲେ ପ୍ରଜ୍ଞାପ୍ରାଣ #ପ୍ରାଚୀ ସମ ପବିତ୍ର ବିଛନ୍ଦଚରଣ ପଟ୍ଟନାୟକ…