Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଆମ ମାଟିର ସଂସ୍କୃତି, ପରମ୍ପରା, ଲୋକକଳା ଆଦି ବୁଡି ଯାଉଥିବା ଦେଖି ଆମେ ଓଡ଼ିଆଏ ଯେ କେତେ ଛାତି ଫଟାଇ କାନ୍ଦିବାର ଅଭିନୟ କରୁ, ସଂସ୍କୃତିର ଦାହ ସଂସ୍କାର କରୁ କରୁ କୁମ୍ଭୀର ଲୁହ ଝରାଇ ନିଜ ଓଡ଼ିଆମିର ପରିଚୟ ଦେଉ ! ସଂସ୍କୃତି, ଐତିହ୍ୟକୁ ଅଣଦେଖା କରିବାର ଦୋଷଟି ସରକାର…

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ ଜୀବନ ଅବହେଳା ଓ ଅବସାଦ ଜନିତ ବ୍ୟର୍ଥତାରେ ପାଣ୍ଡୁର । ନଅଙ୍କ ଦୁର୍ଭିକ୍ଷର ଚପେଟାଘାତ ଫଳରେ ଅର୍ଦ୍ଧାଧିକ ଓଡ଼ିଶା ଶ୍ମଶାନିତ । ଶତାବ୍ଦୀର ଶେଷାଂଶରେ ଓଡ଼ିଆ ଜାତି ମୋହନିଦ୍ରାରୁ ଉତ୍ଥିତ, ଆତ୍ମଚେତନା ଉଦବୁଦ୍ଧ, ଆତ୍ମଗଠନରେ…

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି । ଏହି ପର୍ବରେ ଅନେକ ପ୍ରକାରର ରଙ୍ଗକୁ ନେଇ ଜାତି, ଧର୍ମ, ସବୁ ଭୁଲି ଆମେ ସମସ୍ତେ ଏହି ପର୍ବକୁ ପାଳନ କରିଥାଉ, ସମସ୍ତ ଶତ୍ରୁତାକୁ ଭୁଲି ଭାଇଚାରର ସମ୍ପର୍କ ଆମେ ସୃଷ୍ଟି କରିଥାଉ…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ! ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ…

~ ବୈଷ୍ଣବ ଚରଣ ମହାନ୍ତି ~ ଉପସ୍ଥାପନା: ଦେଵ ତ୍ରିପାଠୀ ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ ଦିବ୍ୟ ଆଲୋକ । ସେମାନଙ୍କ ବିନା କ୍ଷୁଦ୍ର ମାନବର ଏ ଜଡ଼ସମାଜ…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (୬ଷ୍ଠ ପର୍ବ) ~ ଆପଣମାନଙ୍କ ସଦିଚ୍ଛା ସ୍ପର୍ଶରେ ସଙ୍ଘାତ ଓ ସଂଘର୍ଷର ଦିନଗୁଡ଼ିକ ଗୋଟିଏ ବୈଶାଖର ଝାଞ୍ଜି ଭଳି ତା ଭିତରେ ଗତି କରି ସାରିବା ପରେ ସୁଦ୍ଧା ବ୍ୟଗ୍ର ଗୋଧୂଳିର ମଧୁର ସଞ୍ଜ ପହରର ମଲ୍ଲୀଫୁଲ ପରି ପୁଣି ଆମ ଉଦ୍ୟମର ସାର୍ଥକ ସୁରଭି ମହକି ଉଠିଛି…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଚତୁର୍ଥ) ~ ଆମ ମାଟିର ଅଗଣିତ ପ୍ରେରଣାପ୍ରଦ ମଣିଷଙ୍କୁ ପୂଜା କରିବାର ଧାରାରେ ଆମେ ଆଗେଇ ଚାଲିଛୁ ! ସେମାନଙ୍କ ଉନ୍ମୁଖ ଚେତନା, ଉତ୍ସର୍ଗୀକୃତ ଆତ୍ମା, ମୌଳିକ ବିଚାର ଓ ପ୍ରେରଣାର ତାଡ଼ନାରେ ଅଭିଭୂତ ଅନ୍ତରଙ୍ଗ କଳିଙ୍ଗ ! ସେଇ ପ୍ରତିଭାଧର ମନୁଷ୍ୟଗଣଙ୍କ ସମ୍ମାନରେ ଅନ୍ତରଙ୍ଗ କଳିଙ୍ଗ ନେଇଛି…

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ଦ୍ଵିତୀୟ) ~ ୧୫ ମଇ ୨୦୨୨: ପଦ୍ମ ଫୁଟେ ନୀଳ ଶରତର ନିବିଡ଼ ଲଗ୍ନରେ । ପୌଷର ଶିଶିରସ୍ନାତ ସକାଳରେ କୁହୁଡ଼ିଘେରରେ ଜଳିଯାଏ ପଦ୍ମବନ ! ଆବର୍ଜନାର ପଚାମାଟିରୁ ମୁଣ୍ଡ ଟେକେ ଯେଉଁ ଶାଶ୍ବତ ସୁବାସିତ ପଙ୍କଜ, ସିଏ ଏତେ ଶୁଦ୍ଧ ପବିତ୍ର କରିଥାଏ ନିଜକୁ ଯେ ଆକାଶରୁ…

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି ନାହିଁ ଯେ ନିଜ ଭାଷା ଜାଣେ ନାହିଁ ତାହାର ବା ନିଜର ଠିକଣା କାହିଁ । ଏମିତି ଜଣେ ବୁଢୀ ମାଆ ଥରେ କହିଲେ । ପ୍ରଥମ ପ୍ରଶ୍ନ ଥିଲା “ତୋର ପିଲାମାନେ ମାତୃଭାଷା ଶିଖିଛନ୍ତି ନା ?…

~ ଉଦବୋଧନ ~ ଲେଖା: ଅମୃତେଶ ଖଟୁଆ ସ୍ଵଭାବକବି ଗଙ୍ଗାଧର ମେହେର ନିଜ ମଧ୍ୟରେ ଜଣେ ଐଶୀପ୍ରେରଣାର ସ୍ଵତଃ ନିଃସୃତ ହୋଇଥିବା ଉତ୍ସ ସଦୃଶ ଅନିବାର ଓଡ଼ିଆ ସାହିତ୍ୟର ବିଭୋର ସାଗରରେ ଅବଗାହନ କରି ସେ ସଂଗ୍ରହ କରି ଆମ୍ଭମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ଅସଂଖ୍ୟ ଚରିତ୍ରମାନଙ୍କ ରୂପରେ ଆମ ଜାତୀୟ ଐଶ୍ଵର୍ଯ୍ୟ । ସର୍ବଦା…