Search Results for: ଉତ୍କଳ

ମହାମନିଷୀଗଣ

ଦିନନାଥ ପାଠୀ

ଲେଖା: ଦେବ ତ୍ରିପାଠୀ ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି […]

ହଜିଲା ଦିନର କଥା

ଢିଙ୍କି

ଲେଖା: ଦେବ ତ୍ରିପାଠୀ ଗାଁ ମାଟିର ତୁଟାଇ ଶିରୀ ସହର ଚାହେଁ ଉଙ୍କି, ବଗଡା ଭାତ ରୁଚୁନି ଆଉ ଅଲୋଡ଼ା ଆଜି ଢିଙ୍କି II ଦିନକୁଦିନ ଯନ୍ତ୍ରସଭ୍ୟତା

ମଧୁ ବାବୁ

ଏ ଜାତି ଗାଲମାଧବ (Part 1)

ଲେଖା: ଦେଵ ତ୍ରିପାଠୀ ଆଜକୁ ୨୦୦ ବର୍ଷ ତଳର କଥା । ଇତିହାସର ଗର୍ଭଗହ୍ଵରରେ ପୋତି ହୋଇଯାଇଥିବା ଏକ ସମୟର କଥା ! କଥା କିନ୍ତୁ କିମ୍ବଦନ୍ତୀ

ଇତିହାସ

ଶିଳାହସ୍ତୀ

ଲେଖା: ଦେବ ତ୍ରିପାଠୀ   ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ

ମହାମନିଷୀଗଣ

ଶୈଳବାଳା ଦାସ

ଲେଖା: ଅମ୍ରିତେଶ ଖଟୁଆ ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣା ହେବା ସହ ମଧୁବାବୁଙ୍କ ସ୍ଵପ୍ନର ରାଇଜରେ ଏକ ସୁଦୃଢ଼ ସମାଜକୁ ଖୋରାକ ଦେଇଥିଲେ

ଆମ ଭାଷା ଓ ସାହିତ୍ୟ

ମାତୃଭାଷା

ଲେଖା: ସୁବ୍ରତ କୁମାର ନାୟକ ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ

ଉତ୍କଳୀୟ ନୌବାଣିଜ୍ୟ

ବୋଇତବନ୍ଦାଣ

ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର

ମହାମନିଷୀଗଣ

ନୀଳମଣି ବିଦ୍ୟାରତ୍ନ

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .

ଜଣା ଅଜଣା

କଟକ କ୍ଲବ୍

ପରାଧୀନ ଭାରତବର୍ଷ । ଶାସନର ଡୋରି ଇଂରେଜମାନଙ୍କ ହାତରେ । ଭାରତୀୟମାନଙ୍କ ଉପରେ ଅତ୍ୟାଚାର କାମରୁ ଟିକିଏ ଫାଙ୍କା ସମୟ ପାଇଲେ କଟକୀ ବ୍ରିଟିଶ ଅଫିସରମାନେ ଏକାଠି ହେଉଥିଲେ ବାରବାଟୀ ଦୁର୍ଗ ପରିସରରେ । ମଉଜମଜଲିସ ପାଇଁ ଚାଳଛପର ଘରେ ଆରମ୍ଭ କଲେ ଏକ କ୍ଲବ୍ । ତେବେ ସେ କ୍ଲବଟି କଳା ଭାରତୀୟମାନଙ୍କ ପାଇଁ ଥିଲା ନିଷିଦ୍ଧାଞ୍ଚଳ !

Scroll to Top