Physical Address
Sai Samarpanam, Satya Vihar, Bhubaneswar

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ ଜୀବନ ଅବହେଳା ଓ ଅବସାଦ ଜନିତ ବ୍ୟର୍ଥତାରେ ପାଣ୍ଡୁର । ନଅଙ୍କ ଦୁର୍ଭିକ୍ଷର ଚପେଟାଘାତ ଫଳରେ ଅର୍ଦ୍ଧାଧିକ ଓଡ଼ିଶା ଶ୍ମଶାନିତ । ଶତାବ୍ଦୀର ଶେଷାଂଶରେ ଓଡ଼ିଆ ଜାତି ମୋହନିଦ୍ରାରୁ ଉତ୍ଥିତ, ଆତ୍ମଚେତନା ଉଦବୁଦ୍ଧ, ଆତ୍ମଗଠନରେ…

~ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ ~ ୩୦ ଡିସେମ୍ବର ୨୦୨୪: ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମରେ ବହୁ ଜାକଜମକରେ ପାଳିତ ହୋଇଯାଇଛି ଓଡ଼ିଆ ଅସ୍ମିତାର ମହାପର୍ବ ! ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । “ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଝରେ…

~ ଏକାମ୍ରକ୍ଷେତ୍ର ଓ ଉତ୍କଳଗୌରବ ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା; କେତେ ପୁଣି ହୋଇଯାଆନ୍ତି ବିସ୍ମୃତ ଓ ବିଲୁପ୍ତ । କିନ୍ତୁ କିଛି ରହିଯାଇଥାନ୍ତି ନିଜ ଏକକ ଅସ୍ତିତ୍ବକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏଁ । ସେହିମାନେ…

ବେଳଥାଉ ଚେତ ବଞ୍ଚୁ ଉତ୍କଳ ଲେଖା: ସନ୍ତୋଷ ପଟ୍ଟନାୟକ କବି ସନ୍ତୋଷ ପଟ୍ଟନାୟକ I ଆମ ସମୟର ଜଣେ ଉଦୀୟମାନ କବି, ମାଟି ମା’ର ବନ୍ଦନା ଆଉ ତାଙ୍କରି ମନର ବେଦନା ଉତ୍କଳ ମାଟିକୁ ନେଇ ବେଳଥାଉ ଚେତ ବଞ୍ଚୁ ଉତ୍କଳ କବିତାରେ . . ଓଡ଼ିଆର ସ୍ପର୍ଦ୍ଧା ପାଇଁ ନିଖୋଜ ସୁଭାଷ କୁଟ…

ଲେଖା: ତେଜସ୍ୱ ତ୍ରିପାଠୀ ~ ଉତ୍କଳୀୟ ଶାକ୍ତମୂର୍ତ୍ତି ~ ଭୂମା ରେ ଛିଣ୍ଡା ଛିଣ୍ଡା କଳାମେଘର ମେଲଣ ! ଆଉ ଭୂମିରେ ଶୁଭ୍ର କାଶତଣ୍ଡିର ଦୋଳନ ! ଶାକ୍ତ ପୀଠରୁ ସ୍ୱତ୍ରୀୟ ବ୍ରାହ୍ମଣଙ୍କ ସପ୍ତସତୀର ସଚ୍ଛନ୍ଦ ଉଚ୍ଚାରଣ ଶରୀରରେ ସୃଷ୍ଟି କରୁଛି ଅପୂର୍ଵ ସିହରଣ ! ସବୁଆଡେ ଶରତର ସୁନ୍ଦର ପରିବେଶ ! ସବତ୍ର ସବୁଜିମା…

ଉପସ୍ଥାପନା: ଅମୃତେଶ ଖଟୁଆ ~ ବନ୍ଦେ ଉତ୍କଳ ଜନନୀ ~ ଔପଚାରିକ ରୂପେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି କାନ୍ତକବିଙ୍କ “ବନ୍ଦେ ଉତ୍କଳ ଜନନୀ”। ସମଗ୍ର ଓଡିଶା ଓ ବିଭିନ୍ନ ସ୍ଥାନରେ ୩୧ ମଇ, ୨୦୨୦ ରେ ଏହାର ଏକତ୍ର ଗାନ ପରେ ଏହାର ଗାରିମା ନଭଶ୍ଚୁମ୍ଭୀ ହୋଇଛି । ଯେପରି ବ୍ରିଟିଶ ଶାସନକ୍ରମେ ଅତ୍ୟାଚାରରେ…

ଲେଖା: ରବିନାରାୟଣ ସାହୁ ସୁନ୍ଦର ଭାଷା ଭାବପୂର୍ଣ୍ଣ ପୂଣ୍ୟତୋୟା ମା’ ଉତ୍କଳ ଜନନୀଙ୍କ ବର୍ଣ୍ଣନା, ଉତ୍କଳ ମାତାର ପଦପଙ୍କଜରେ ଅପୂର୍ବ ଶବ୍ଦଭେଟି, ସୁନ୍ଦର ଦେଶପ୍ରେମ ସଂଗୀତ ‘ତୁଙ୍ଗ ଶିଖରୀ ଚୁଳ କୁଞ୍ଜ କାନନ ମାଳ’ ବୃତ୍ତରେ ଅମ୍ଳାନପ୍ରତିଭା କବି ରବିନାରାୟଣ ସାହୁଙ୍କ ମନଛୁଆଁ ଆତ୍ମ ବିଭୋର ସୃଜନୀ ‘ବନ୍ଦେ ଉତ୍କଳ ଭାରତୀ’ . . ~…

ଉପସ୍ଥାପନା: ଅରକ୍ଷିତ ପୃଷ୍ଟି ~ ଉତ୍କଳ ଇତିହାସ ~ ଉତ୍କଳମାତାଙ୍କର ସୁଯୋଗ୍ୟ ସନ୍ତାନ ଜାତିପ୍ରାଣ ବରେଣ୍ୟ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଅମର ଆତ୍ମାଙ୍କୁ କୋଟି ପ୍ରଣିପାତ ଜଣାଇ ଆସନ୍ତୁ ତାଙ୍କ ପ୍ରଣୀତ “ଉତ୍କଳ ଇତିହାସ”ରେ କଳିଙ୍ଗ ବୀରପୁତ୍ରମାନଙ୍କର ମହାଭାରତ ଯୁଦ୍ଧରେ ଅଂଶ ଗ୍ରହଣ ତଥା ବିରତ୍ୱ ପ୍ରଦର୍ଶନର ସୁନ୍ଦର ବର୍ଣ୍ଣନାକୁ ପାଠ କରିବା । ମହାଭାରତ…

ଲେଖା: ନିରଞ୍ଜନ ସାହୁ ~ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ~ ସମ୍ମାନୀୟା, ପୂଜ୍ୟା ମା’ ମୋର ! ଆପଣଙ୍କ ହାତରେ ନଥିଲା ବୀଣା, ପୁସ୍ତକ ନଥିଲା ଅପର ହସ୍ତରେ । ହେ ଭଗବତୀ ଭାରତୀ ! କୌଣସି ମଣ୍ଡପରେ ସ୍ଥାନିତ ହୋଇ ନା ପାଇଥିଲେ ଆପଣ ପୂଜାର୍ଚ୍ଚନା, ନା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ…

ଲେଖା: ଅଂଶୁମାନ ମହାରଣା ~ ସାମ୍ପ୍ରଦାୟିକ ପନ୍ଥବାଦୀ ଚେତନା ଓ ଉତ୍କଳଗୌରବ ମଧୁସୂଦନ ଦାସ ~ ଓଡ଼ିଆ ଜାତୀୟତାବାଦର ଭୀଷ୍ମ ପିତାମହ ଭାବରେ ପରିଚିତ ଶ୍ରଦ୍ଧେୟ ମଧୁବାବୁ ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀକୁ ଏକତ୍ର କରାଇବା ଲାଗି ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ସେଇ ସଂଗ୍ରାମ କାରଣରୁ ଜୀବିତ ଅଛି ଓଡ଼ିଆ ବିଶେଷଧାରୀ ଜାତି । ଅସ୍ତିତ୍ୱ…