Physical Address
Sai Samarpanam, Satya Vihar, Bhubaneswar

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

ଲେଖା: ରବୀନ୍ଦ୍ର କୁମାର ରଣା ବୈଦେହୀ ମା’ ସୀତା ଓ ଇଶ୍ୱର ପ୍ରଭୁ ରାମଙ୍କ ପବିତ୍ର ନାମକୁ ଧାରଣ କରୁଥିବା ପୁରାଣ ବର୍ଣ୍ଣିତ ତ୍ରିକୂଟ ଧାମ ହେଉଛି ବୈଦେହୀ-ଶ୍ୱର ବା ବୈଦେଶ୍ୱର ଗ୍ରାମ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଏଇ ତ୍ରିକୂଟ ଧାମ । ବୈଦେଶ୍ୱର ଗ୍ରାମରେ ସପ୍ତମ ଶତାବ୍ଦୀରେ…

ଲେଖା: ଶ୍ରୀକାନ୍ତ ସିଂହ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା, ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ କଳିଙ୍ଗ l ପ୍ରାଗ ଐତିହାସିକ ଯୁଗୀୟ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ ବା ତା’ର ଅଙ୍କା ବଙ୍କା ଲିପି ହେଉ ଅବା ଖ୍ରୀଷ୍ଟପୂର୍ବୀୟ ଅନେକ ଗୁମ୍ଫାର…

ଲେଖା: ଶିବାଶିଷ ମହାପାତ୍ର ଗୋପାଳଜୀ ମନ୍ଦିର (Gopaljee Temple) ଐତିହାସିକ ବଲାଙ୍ଗୀର ସହରର ପ୍ରଥମ ଏବଂ ସର୍ବପୁରାତନ ମନ୍ଦିର ଭାବରେ ଗୋପାଳଜୀ ମନ୍ଦିର ପରିଚିତ । ରାଣୀ ଅମୃତ କୁମାରୀ ଦେବୀଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା । ମନ୍ଦିର ତିଆରିର ସଠିକ ସମୟ ଜଣାପଡ଼ିଥିଲେ ମଧ୍ୟ ଏହା ପାଖାପାଖି ୧୮୦୦ ମସିହାର ବୋଲି ଗବେଷକମାନେ ମତ…

ସୌରଭିତ ସୃଷ୍ଟି: ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ~ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶା ~ ପ୍ରାଚୀନ ଯୁଗରୁ ଓଡ଼ିଶା ଭୂଖଣ୍ଡ ଓଡ୍ର, ଓଡ୍ରବିଷୟ, ଉଡ୍ର, କଳିଙ୍ଗ, ଉତ୍କଳିଙ୍ଗ, ତୋଷଳ, ଓଡ଼ିଶା ପ୍ରଭୃତି ବହୁ ନାମରେ ପରିଚିତ ଥିଲା। ଉତ୍ତରରେ ପୁଣ୍ୟତୋୟା ଗଙ୍ଗା, ଦକ୍ଷିଣରେ ପାପନାଶିନୀ ଗୋଦାଵରୀ, ପୂର୍ଵରେ ମହାତୀର୍ଥ ମହୋଦଧି ଏବଂ ପଶ୍ଚିମରେ ଗିରିତୀର୍ଥ ଅମରକଣ୍ଟକ…

ଲେଖା: ଶିଶିର ମନୋଜ ସାହୁ ~ କନ୍ତିଓ ମଠ ~ ଢେଙ୍କାନାଳରେ ଥିଵା ବାରଗୋଟି ଵୈଷ୍ଣଵ ମଠ ମଧ୍ୟରେ ଆମ ଗାଆଁର #କନ୍ତିଓ_ମଠ ଅନ୍ୟତମ । ୰ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ସଂକଳିତ “ଢେଙ୍କାନାଳ ଭୂଗୋଳ” ପୁସ୍ତକ ଅନୁସାରେ ଢେଙ୍କାନାଳର ପ୍ରମୁଖ ବାରଗୋଟି ମଠଗୁଡି଼କ ହେଲା … କ) ଯାଉଁଳିପୋଖରୀ ମଠ (ନିଜଗଡ଼ ଵିଷୟ) ଖ) ଜୟଗୋପାଳ…

ଲେଖା: ଦେଵ ତ୍ରିପାଠୀ ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ ଆଗକୁ ଯାଇପାରେନା ! କିନ୍ତୁ ଆମ ବୁଦ୍ଧିଜୀବିମାନେ? ସେମାନେ ଭୁଲି ଯାଆନ୍ତି ଯେ, ସୁଦୀର୍ଘ ବେଳାଭୂମି, ସ୍ଥିତପ୍ରଜ୍ଞ ଅର୍କକ୍ଷେତ୍ର, ଶ୍ରୀମୟ ଶ୍ରୀକ୍ଷେତ୍ର ବାହାରେ ରହିଛି ସ୍ନିଗ୍ଧ ଭିତରକନିକା,…

ଲେଖା: ଶିଶିର ସାହୁ ମନୋଜ ଶ୍ରୀମନ୍ଦିରର ଵିଭିନ୍ନ ଉତ୍ସଵ, ପର୍ଵପର୍ଵାଣୀ, ଯାତ୍ରାରେ ଶ୍ରୀଜିଉ’ଙ୍କର ମୁଖ୍ୟ ପ୍ରତିନିଧିତ୍ଵ କରନ୍ତି ଶ୍ରୀମଦନମୋହନ । ଏହାଙ୍କ ସହିତ ଶ୍ରୀରାମ, ଶ୍ରୀକୃଷ୍ଣ, ନୃସିଂହନାଥ ଓ ଭକ୍ତ ହନୁମାନ ଶ୍ରୀମନ୍ଦିର ଦକ୍ଷିଣିଘରେ ଵିରାଜମାନ ଅଛନ୍ତି । ଶ୍ରୀଜଗନ୍ନାଥ’ଙ୍କ ପୂଜା, ଅର୍ଚ୍ଚନା, ଉପାସନା ଓ ରୀତିନୀତି ଅନୁଯାୟୀ ଶ୍ରୀମଦନମୋହନ ଚର୍ଚ୍ଚିତ, ଅର୍ଚ୍ଚିତ, ପୂଜିତ ହେଉଥିଵା…