Search Results for ସିଂହନାଥ ମନ୍ଦିର

ନୃସିଂହନାଥ ଗୁଣ୍ଡିଚା ମନ୍ଦିର

ଲେଖା: ଶିବାଶିଷ ମହାପାତ୍ର ତନ୍ତ୍ର, ମନ୍ତ୍ର ଏବଂ ମନ୍ଦିରର ସହର ସୁବର୍ଣ୍ଣପୁର । ଅତି ପୁରାତନ ତଥା ପ୍ରାଚୀନ ଲୋକକଥା ଏବଂ କିମ୍ବଦନ୍ତୀରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲାର ଇତିହାସ । ଐତିହାସିକଙ୍କ ମତ ଅନୁସାରେ ପ୍ରାଚୀନ ସହର କଟକ ଠାରୁ ମଧ୍ୟ ପୁରାତନ ସୁବର୍ଣ୍ଣପୁର ସହରର ସଭ୍ୟତା । ପର୍ଶୁରାମଙ୍କ ଭୂମି ତଥା ପଶ୍ଚିମ ଲଙ୍କା…

ପାରିବାସୁଦେଇପୁର ନୃସିଂହ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପାରିବାସୁଦେଇପୁର ନୃସିଂହ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ…

ଲକ୍ଷ୍ମୀନାରାୟଣ ମନ୍ଦିର

Lakshminarayan Temple, Champatipatna

ଲେଖା: ଶ୍ରୀକାନ୍ତ ସିଂହ ~ ଲକ୍ଷ୍ମୀନାରାୟଣ ମନ୍ଦିର ~ ମହାଭାରତ ଯୁଗରୁ ଏପରିକି ତାହାର ବହୁ ପୂର୍ଵରୁ ବର୍ତ୍ତମାନର କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନବ ସଭ୍ୟତା ସହିତ ନୂତନ ଜନବସତିମାନ ଗଢ଼ି ଉଠିଥିବା ଅନୁମେୟ l ଏ ସମ୍ପର୍କରେ କୌଣସି ଐତିହାସିକ ତଥ୍ୟ ଇତିହାସରେ ଲିପିବଦ୍ଧ ହୋଇ ନଥିଲେ ହେଁ କଟକ…

ନୃସିଂହନାଥ

ଲେଖା: ତ୍ରିଲୋଚନ ସ୍ୱାଇଁ ~ ନୃସିଂହନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ…

ଜଳେଶ୍ବର ମନ୍ଦିର

~ ଜଳେଶ୍ବର ମନ୍ଦିର ~ ଲେଖା: ଅମୃତେଶ ଖଟୁଆ  ସେହି #ସ୍ଵର୍ଣ୍ଣାଦ୍ରି_କ୍ଷେତ୍ର ! ଯାହାକୁ ‘ସାରଳା ମହାଭାରତ’ରେ ବର୍ଣ୍ଣନା କରାଯାଏ ଯେ କୀର୍ତ୍ତି ଓ ବାସଙ୍କ ଦ୍ଵାରା କୁବେରଙ୍କ ସୁବର୍ଣ୍ଣ ଭଣ୍ଡାରକୁ ଏଠାରେ ଠୁଳ କରି ଦେଇଥିଲେ । ଯେଉଁଠି ଦିନେ #ଗନ୍ଧବତୀ ନଦୀ ଧରେ ସ୍ଫୁଟ ସ୍ଥଳପଦ୍ମ ! ଆନତ ଦେଉଳମାନଙ୍କ ବେଢାଙ୍କ ସ୍ମିତହାସ୍ୟ…

ବରାହ ଲକ୍ଷ୍ମୀ ନୃସିଂହନାଥ

ଲେଖା: ଅମ୍ବିକା ପଟ୍ଟନାୟକ “ତୋର ଗର୍ଭୁ ଜାତ ହେଲା ମାତ୍ରେ ସୁତ ମୋର ଇନ୍ଦ୍ର ପଦ ଲୋଡ଼ିବ l ଆଝୁଂ ପେଟ ଚିରି ପକାଇଲେ ମାରି, ଇନ୍ଦ୍ର ପଦୁଁ କିଏ ତଡି଼ବ l “ ସତ୍ୟଯୁଗ, ଯଜ୍ଞବରାହ ହିରଣ୍ୟାକ୍ଷ ବଧ କରି ଭୂଦେବୀଙ୍କୁ ଉଦ୍ଧାର କରିଛନ୍ତି l ସାନଭାଇ ହିରଣ୍ୟ କଶ୍ୟପ ବରପ୍ରାପ୍ତି ନିମିତ୍ତ ତପସ୍ୟା…

ସିଂହନାଥ ପୀଠ (Singhanath Temple)

ଲେଖା: ରବୀନ୍ଦ୍ର କୁମାର ରଣା ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଗୋଟିଏ ଅତି ପରିଚିତ ସ୍ଥାନ ହେଉଛି କଟକ ଜିଲ୍ଲାର ବଡ଼ମ୍ବା ବ୍ଳକ ଗୋପିନାଥପୁରର ସିଂହନାଥ ପୀଠ ବା ବାଲି ସିଂହାସନ ପୀଠ । ମହାନଦୀର ମଝିରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ କୁଦରେ ଏହି ପ୍ରାଚୀନ ଐତିହାସିକ ପୀଠଟି ଅବସ୍ଥିତ ।…

ସିଂହନାଥ

ଲେଖା: ଦେଵ ତ୍ରିପାଠୀ ଇଏ ବୋଧହୁଏ ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶ୍ରୀରାମ, ମା’ ସୀତା ଏବଂ ମହାବୀର ଲକ୍ଷ୍ମଣଙ୍କ ଦ୍ଵାରା ତିନୋଟି ଶିବଲିଙ୍ଗ ସ୍ଥାପନା ହେବାର ଜନଶ୍ରୁତି ରହିଛି ।  କଟକରୁ ନରସିଂହପୁର ଯିବା ରାସ୍ତାରେ ବୈଦେଶ୍ୱର ନିକଟରେ ରହିଛି ଏହି ରାମନାଥ, ବୈଦ୍ୟନାଥ ଓ ସିଂହନାଥ ଶିବମନ୍ଦିର । ପ୍ରଭୁ ରାମଚନ୍ଦ୍ରଙ୍କ…

ଦୁର୍ଗା

ଲେଖା: ଶ୍ରୀକାନ୍ତ ସିଂହ ~ ଦୁର୍ଗା ~ ଶରତର ନିର୍ମଳ ଆକାଶ ଆଉ ଧରଣୀରେ କାଶତଣ୍ଡୀ ଫୁଲର ଶ୍ୱେତସମ୍ଭାର ଇଙ୍ଗିତ କରେ, ମାତୃ ଆବାହନର ସମୟ ଯେ ଉପନୀତ । ଦେବୀ ଉତ୍ଥାପନର ପବିତ୍ର ବେଳାରେ ଜଗତଜନନୀଙ୍କ ଆବାହନ ନିମନ୍ତେ ସହସ୍ରକୁମ୍ଭାଭିଷେକ ସହିତ ଷୋଡଶ ଦିନାତ୍ମକ ପୂଜାର ହୁଏ ଅୟମାରମ୍ଭ । ଏହି ଅବସରରେ, ସହର,…

ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ

~ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~ ଲେଖା:  ଅମୃତେଶ ଖଟୁଆ ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ…