Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅମ୍ବିକା ପଟ୍ଟନାୟକ “ତୋର ଗର୍ଭୁ ଜାତ ହେଲା ମାତ୍ରେ ସୁତ ମୋର ଇନ୍ଦ୍ର ପଦ ଲୋଡ଼ିବ l ଆଝୁଂ ପେଟ ଚିରି ପକାଇଲେ ମାରି, ଇନ୍ଦ୍ର ପଦୁଁ କିଏ ତଡି଼ବ l “ ସତ୍ୟଯୁଗ, ଯଜ୍ଞବରାହ ହିରଣ୍ୟାକ୍ଷ ବଧ କରି ଭୂଦେବୀଙ୍କୁ ଉଦ୍ଧାର କରିଛନ୍ତି l ସାନଭାଇ ହିରଣ୍ୟ କଶ୍ୟପ ବରପ୍ରାପ୍ତି ନିମିତ୍ତ ତପସ୍ୟା…

ଉପସ୍ଥାପନା: ଆଫ଼ତାବ ହୋସେନ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଲଡୁବାବା ଅନ୍ୟତମ। ଏହିଠାରେ ଭଗବାନ ଶିବ ଲଡୁକେଶ୍ବର ନାମରେ ପୂଜା ପାଆନ୍ତି। ଏହି ମନ୍ଦିର ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଅବସ୍ଥିତ। ଏହି ମନ୍ଦିରର ଭାସ୍କର୍ଯ୍ଯକଳା ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀର ସମିଶ୍ରଣ । ଶିବରାତ୍ରିରେ ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି। ଲଡ଼ୁକେଶ୍ବର…

ଲେଖା: ବନ୍ଧନ ଦଳାଇ ପ୍ରାଚୀନ ପୁରାଣ ଶାସ୍ତ୍ରାଦିରେ ଉଲ୍ଲେଖ ଅଛି ଯେ, ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ ସଦୃଶ ପୂଣ୍ୟ କ୍ଷେତ୍ର ବିରଳ। ଉତ୍କଳ ଭୂଖଣ୍ଡର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥିତି ଯୋଗୁଁ ଏହି କ୍ଷେତ୍ର ଏକ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ଭାବେ ବିଶ୍ୱବ୍ରହ୍ମାଣ୍ଡରେ ସୁପରିଚିତ। ଏପରିକି ଦାରୁବ୍ରହ୍ମସ୍ୱରୁପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବଜନାଦୃତ ହୋଇ ଅତ୍ୟନ୍ତ…

ଲେଖା: ଅରବିନ୍ଦ ମହାନ୍ତି ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ସହିତେ ଏକାମ୍ରକ୍ଷେତ୍ର, କନକପୁରର ଦେବୀ ଶାରଳାଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଏ । ଏହା ହେଉଛି ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଶ୍ରୀକ୍ଷେତ୍ରେ ଚନ୍ଦନ ଯାତ୍ରା ଏହା ଅକ୍ଷୟ…

ଲେଖା: ହରି କୀଙ୍କର ଜଗୁ “ନରେନ୍ଦ୍ର ସରକୁ କରିଣ ମନ ଚାପ ଖେଳନ୍ତି ମଦନମୋହନ” ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରୁ ନରେନ୍ଦ୍ର ପୁଷ୍କରିଣୀ ସୃଷ୍ଟି ହୋଇନଥିଲା । ଜନଶୃତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନଯାତ୍ରା ଉତ୍ସବରେ ଜରକବର ଗ୍ରାମ ନିକଟସ୍ଥ ବିଶାଳ ପୁଷ୍କରିଣୀରେ ସମ୍ପନ୍ନ ହେଉଥିଲା। ସେହି ପୁଷ୍କରିଣୀ ଉତ୍ତର ପଶ୍ଚିମ ସୀମାରେ ଚନ୍ଦନପୁର…

~ ନିମାଇଁ ଚରଣ ~ ଲେଖା: ଅମୃତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ…