Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା ପାଇଁ ସେ ଅଧୀର ଭାବରେ ଘୋର ବନ ମଧ୍ୟରେ ତାଙ୍କ ସନ୍ଧାନ କରି ଚାଲିଛନ୍ତି। ଏହି ସମୟରେ ଜନୈକା ସଖୀ ଶ୍ରୀରାଧାଙ୍କୁ ଏକ ଅଭିନବ ଦୃଶ୍ୟ ଦେଖିବାକୁ ବୃନ୍ଦାବନର ଅଭ୍ୟନ୍ତରକୁ ଡାକି ନେଇଯାଇଛି ଓ…

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି ନାହିଁ ଯେ ନିଜ ଭାଷା ଜାଣେ ନାହିଁ ତାହାର ବା ନିଜର ଠିକଣା କାହିଁ । ଏମିତି ଜଣେ ବୁଢୀ ମାଆ ଥରେ କହିଲେ । ପ୍ରଥମ ପ୍ରଶ୍ନ ଥିଲା “ତୋର ପିଲାମାନେ ମାତୃଭାଷା ଶିଖିଛନ୍ତି ନା ?…

~ ଶରତ ~ ସୌରଭିତ ସୃଷ୍ଟି : ପଲ୍ଲୀକବି ନନ୍ଦକିଶୋର ବଳ ଭାଦ୍ରବ ମାସର ପ୍ରଥମ ରବିବାର । ପୂରି ଉଠିଥିଲା ପୁରପଲ୍ଲୀର ପୁଲକିତ ପାଟ ଅଗଣା । ସକାଳ ସିନ୍ଦୂରା ନ ଫାଟୁଣୁ ଆକାଶରେ ପବନ ପହୁଡା ତାଳଗଛ ଟପି ଦିଶିଥିଲା ଭସା ମେଘ । ଝିପିଝିପି ଅଗଣନ ଟୋପାରେ ତିନ୍ତିଥିବା ନିଶବ୍ଦ ପୃଥିବୀରେ…

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ ପଙ୍ଗୁ ଲଙ୍ଘୟତେ ଗିରିଂ ଯତକୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ…. ବହୁ ଉଚ୍ଚାରିତ ଆଦୃତ ଏ ବନ୍ଦନା ପ୍ରାୟ ଆମେ ସମସ୍ତେ ଶୁଣିଥାଉ ଓ ଆବୃତ୍ତି କରିଥାଉ l ତେବେ କେବେ ଏ କୌତୁହଳ…

ଲେଖା: ବନ୍ଧନ ଦଳେଇ ~ କବି ରାଧାମୋହନ ଗଡ଼ନାୟକ ~ ଆଧୁନିକ ଓଡିଆ କବିତାର ଅନ୍ୟତମ ଦିଗଦର୍ଶକ କବି ରାଧାମୋହନ ଗଡ଼ନାୟକ । ସେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଅନୁଗୋଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ ୧୯୧୧ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୫ ତାରିଖରେ ଭୂମିଷ୍ଠ ହୋଇଥିଲେ। ଛାତ୍ରାବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ଏବଂ…

ଲେଖା: ନିରଞ୍ଜନ ସାହୁ ~ ସତ୍ୟନାରାୟଣ ପାଲା ~ ଓଡ଼ିଶାର ପାଲା ବହୁ ପ୍ରାଚୀନ । ପରବର୍ତ୍ତୀ ସମୟରେ ସତ୍ୟପୀର ପାଲା ଓଡ଼ିଶାରେ ପ୍ରବେଶ କରିଥିବା ସହଜେ ଅନୁମେୟ । କିନ୍ତୁ ସତ୍ୟନାରାୟଣ ପାଲା , ଯାହା ଓଡ଼ିଶାର ଆତ୍ମା, ତାହାର ଉଦ୍ଭବ ଗଂଗବଂଶ ରାଜୁତି ସମୟର । ଗବେଷକ ନୀଳମଣି ମିଶ୍ରଙ୍କ ଏହି ଉକ୍ତିକୁ…

ଲେଖା: ନିରଞ୍ଜନ ସାହୁ ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି ! ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆଜିକାଲି Search ଅର୍ଥଯୁକ୍ତ ଓଡ଼ିଆ ଭାଷାରେ ଅନେକ ଵୈଦେଶିକ ଶବ୍ଦ ଆସି ଚଳୁଅଛି । ଆମ ଭାଷାରେ ଖୋଜିବା ଭଳି ଵୈଦେଶିକ ଶବ୍ଦ ବହୁଳ ଭାବରେ ଵ୍ୟଵହାର ହେଲାଣି। ସେଇଭଳି ହୁଳିଆ, ତଲିସିବା, ସର୍ଚ୍ଚ କରିବା, ତଦାରଖ କରିବା ଆଦି ଵୈଦେଶିକ ଶବ୍ଦ ଊଣା ଅଧିକେ…

ଲେଖା: ଶିଶିର ସାହୁ ମନୋଜ ପ୍ରାଚୀନ କାଳରୁ ଓଡ଼ିଆରେ ପ୍ରଚଳିତ ହିଁ ନୁହେଁ ଵରଂ ଅତି ପ୍ରଚଳିତ ହୋଇ ଆସିଛି ବୋଇତ ଶବ୍ଦ । ଭାରତର ଅନ୍ୟ କୌଣସି ପ୍ରାଦେଶିକ ଭାଷାରେ ଏହି ଶବ୍ଦ ନାହିଁ । ୧. ହିନ୍ଦୀରେ – ନୈହର, ନୟା, କସ୍ତୀ, କିସ୍ତୀ ଶବ୍ଦ ରହିଛି ୨. ବଙ୍ଗଳାରେ ତୋରୀ, ଡୋଙ୍ଗା,…
ଲେଖା: ଦେଵ ତ୍ରିପାଠୀ “ଶ୍ରୀକ୍ଷେତ୍ର ନବରେ ମହାଐଶ୍ୱର୍ଯ୍ୟରେ ଥିଲେ ହେଁ କମଳାସାଇଁ, ବାଇଶି ପାହାଚ ନ ଉଠିବା ଯାଏଁ ଆନନ୍ଦ ନ ପାଏ କାହିଁ II” ଗଜପତି ବୀରକିଶୋର ଦେବଙ୍କ ଏହି ପଦ କେତୋଟିରେ ହିଁ କୋଟି କୋଟି ଜଗନ୍ନାଥପ୍ରାଣ ଓଡ଼ିଆଙ୍କର ଅନ୍ତରର ସଂଗୁପ୍ତ ବାର୍ତ୍ତା ପ୍ରତିଫଳିତ – ବଡ଼ଦେଉଳର ବାଇଶି ପାହାଚକୁ ନେଇ ।…