Category ସଂସ୍କୃତି ଓ ପରମ୍ପରା

ଲଙ୍ଗଳଧୁଆ ପୁନେଇଁ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ   ଲଙ୍ଗଳଧୁଆ ପୁନେଇଁ ଅବା ଗହ୍ମାପୂର୍ଣ୍ଣମୀ ଆମ ଓଡିଶାର ଏକ ପ୍ରାଚୀନ ପର୍ବ। ଏବେ ଜାଣିବା ଦକ୍ଷିଣ ଓଡିଶାର ପୁଣ୍ୟପୀଠ ପାରଳା ସହରର କିଛି ଦୃଶ୍ୟ। ଏହି ଦିନରେ ମହାପ୍ରଭୁ ବଳଭଦ୍ର ଜନ୍ମଗ୍ରହଣ କରିଥିଲେ। ଏହି ଦିନଟି ଭାରତ ବର୍ଷରେ ରକ୍ଷାବନ୍ଧନ ରୁପେ ପରିଚିତ। ତେବେ ଏହି ଦିନ…

ପୋଲରୀ ଅମାବାସ୍ୟା (Polari Amabasya)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ   ପୋଲରୀ ଅମାବାସ୍ୟା, ପତ୍ରପକା ଉଆଁସ, ବଜ୍ରମହାକାଳୀ ବ୍ରତ, ମହାଳୟା ବା ଭିକମଗା ଉଆଁସ ଆମ ଓଡ଼ିଶାର ଏକ ପ୍ରାଚୀନ ପର୍ବ। ଯାହା ଆଶ୍ୱିନ ଅମାବାସ୍ୟାରେ ପାଳନ କରାଯାଏ। ପୁତ୍ର ପୌତ୍ରଙ୍କ ଆୟୁ ଆରୋଗ୍ୟ କାମନା କରି ନାରୀମାନେ ଏହି ବ୍ରତ କରନ୍ତି। ଏହି ଦିନ ଘରର ଛୋଟ…

ଲିଙ୍ଗରାଜଙ୍କ ଦାମୋଦର ବେଶ

ଲେଖା: ଅରବିନ୍ଦ ମହାନ୍ତି କାର୍ତ୍ତିକ ମାସ ଏଭଳି ଏକ ମାସ ଯେଉଁଥିରେ ନିରାକାର ପରମେଶ୍ୱରଙ୍କ ସାକାର ରୂପ ଦର୍ଶନ ମିଳିଥାଏ। କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ସକାଳଧୂପ ଓ ସନ୍ଧ୍ୟାଧୂପ ପରେ ତ୍ରିଭୁବନେଶ୍ୱର ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ତ୍ରିଭୁବନମୋହନ ଶ୍ରୀମୁଖ ସାଙ୍ଗକୁ ତ୍ରିନୟନ…

କୋରାପୁଟର ଜୈନ ସ୍ଥାପତ୍ୟ (Jain Sculpture of Koraput)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୈନକ୍ଷେତ୍ର କୋରାପୁଟରେ ଅଛି କେତେଗୁଡ଼ିଏ ସୁଦୃଶ୍ୟ ଐତିହାସିକ ଜୈନପୀଠ ! ~ ରୋହିଣୀ ଦେବୀ (Rohini Devi) କୋରାପୁଟ ~ The  thousand year old sculpture of Rohini Devi is one of the rare sculpture of Jainism in india. This typical…

କୁଣ୍ଢାକୁଣ୍ଢି ଅମାବାସ୍ୟା

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ କଥାରେ ଅଛି ବାର ମାସେ ତେର ପର୍ବ, କିନ୍ତୁ ଦେଖିବାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆ ଗୃହରେ ପାଳନ ହୋଇଥାଏ ଅତିକମ୍’ରେ ଚାରିଟିରୁ ପାଞ୍ଚଟି ପର୍ବ। ସମଗ୍ର ଓଡିଶାର ପର୍ବପର୍ବାଣି ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ। ଏପରି ଏକ ପର୍ବ…

ଯୋଡ଼ା ଝୁଲଣର କଥା: ମାଳତୀ ଝୁଲଣ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଆମ ଉତ୍କଳରେ ବାରମାସେ ତେର ପର୍ବ। ଏହା ସଭିଙ୍କୁ ଗୋଚର। ମହାପ୍ରଭୁ ଲୀଳାମୟ ଜଗନ୍ନାଥଙ୍କ ଅନେକ ପର୍ବ ମଧ୍ୟରୁ ତ୍ରିରାସ ଅନ୍ୟତମ । ତନ୍ମଧ୍ୟରୁ ଝୁଲଣ ଉତ୍ସବଟି ପ୍ରଧାନ। ବର୍ଷକରେ ଥରେ ଏହା ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ପ୍ରତିପଦା ଯାଏଁ ପାଳନ ହୁଏ। ଏଥିରେ ସୁନ୍ଦର ଯୁଗଳ…

ସପ୍ତପୁରୀ ଅମାବାସ୍ୟା

ଲେଖା: ଶିବାଶିଷ ମ‌ହାପାତ୍ର ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ ଶ୍ରୀମନ୍ଦିରରେ । ଭିନ୍ନ ଭିନ୍ନ…

ଚୈତ୍ର ଶୁକ୍ଳ ପ୍ରତିପଦ ଓ ବାସନ୍ତୀ ଦୁର୍ଗାପୂଜା

ଲେଖା: ଅରବିନ୍ଦ ମହାନ୍ତି ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦ ସନାତନ ନବବର୍ଷ ଓ ବାସନ୍ତୀ ଦୁର୍ଗା ପୂଜାର ପ୍ରଥମ ଦିନ ହିସାବରେ ବିଶେଷ ଭାବରେ ପରିଚିତ। ସତ୍ୟ ଯୁଗର ପ୍ରାରମ୍ଭରେ ଏହି ଦିନୁ ବ୍ରହ୍ମା ସୃଷ୍ଟି ସର୍ଜ୍ଜନା କାର୍ଯ୍ୟ ଆରମ୍ଭ କରିଥିଲେ ତେଣୁ ଏହା ସୃଷ୍ଟାରମ୍ଭ ଦିବସ ଭାବେ ଜଣାଯାଏ। ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମଙ୍କ ରାଜ୍ୟାଭିଷେକ…

ଭାରତଲୀଳା ଦୁଆରୀନାଟ

ତଥ୍ୟ ଓ ଉପସ୍ଥାପନା: ସନ୍ତୋଷ ପଟ୍ଟନାୟକ ଭାରତଲୀଳା ଗାରିମାମୟ ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ (ଲୀଳାନାଟକ ଶୈଳୀ) । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀନାଟ ମଧ୍ୟ କୁହାଯାଏ । ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରାହରଣ ନାଟ…

ଜନ୍ମାଷ୍ଟମୀ (Janmastami)

ଲେଖା:ବନ୍ଧନ ଦଳାଇ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଏହିଦିନ ନିଶାର୍ଦ୍ଧରେ ମଥୁରା ନଗରୀର କଂସ ବନ୍ଦୀଶାଳାରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଚାରିମେଘଙ୍କର ରଣତାଣ୍ଡବ ବେଳେ ଚତୁର୍ଭୁଜ ନାରାୟଣ ମାତା ଦେବକୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠରେ ଅବତରଣ କରିଥିଲେ। ଶ୍ରୀମଦ୍ଭାଗବତ ଗୀତାର ୪ର୍ଥ ଅଧ୍ୟାୟ, ୭ମ ଶ୍ଲୋକରେ ନିଜେ…