Category ପର୍ଯ୍ୟଟନ କ୍ଷେତ୍ର

ଦ୍ୱିତୀୟ ଶ୍ରୀକ୍ଷେତ୍ର ଓ ଶିମିଳିପାଳର ସମ୍ପର୍କ

ଲେଖା: ଋଷିରାଜ ପଟ୍ଟନାୟକ ଆମ ଭଞ୍ଜଭୂମଣ୍ଡଳ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଜୈବବିବିଧତା ସମଗ୍ର ବିଶ୍ୱର ପ୍ରକୃତିପ୍ରେମୀ ତଥା  ପର୍ଯ୍ୟଟକଙ୍କୁ ସବୁ ସମୟରେ ଆକୃଷ୍ଟ କରିଆସିଛି । ଶିମିଳିପାଳରେ ଥିବା ଅନେକ ଛୋଟ ପାହାଡ଼, ଉପତ୍ୟକା, ଅଧିତ୍ୟକା ଘଞ୍ଚ ଅରଣ୍ୟାନୀ ପରିବେଷ୍ଟିତ । ଜାତୀୟ ସର୍ବେକ୍ଷଣ ସଂସ୍ଥା, ଡେରାଡୁନ ପକ୍ଷରୁ ପ୍ରକାଶିତ ‘ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ’ରେ…

କପିଳମୁନି ପୀଠ

ଲେଖା: ଦେଵ ତ୍ରିପାଠୀ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଐତିହାସିକ ଜ୍ୟୋତିପୁରଗଡ ନିକଟସ୍ଥ ନନ୍ଦପୁର ଗ୍ରାମରେ ବୈତରଣୀ କୂଳରେ ରହିଛି ବହୁ ପ୍ରାଚୀନ କପିଳମୁନି ପୀଠ । ଏହି ପବିତ୍ର ପୀଠରେ କୋଣାର୍କ ସୂର୍ଯ୍ୟମନ୍ଦିରର ସମସାମୟିକ କପିଳମୁନିଙ୍କ ମନ୍ଦିରସମୂହ ବିଦ୍ୟମାନ । ଦଶ ଏକରର ସୁଦୀର୍ଘ ବର୍ତ୍ତୁଳକା‌ର ସେଇ କପିଳେଶ୍ୱର ଚଟାଣ ଉପରେ ବିଦ୍ୟମାନ…

ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ଭିତରକନିକା (Bhitarkanika)

ଲେଖା: ଦେଵ ତ୍ରିପାଠୀ ଶୀତ ଆସିଲେ ଆମେ କେବେ କେବେ ଯୋଜନା କରୁ ଚିଲିକା ବୁଲିବା ପାଇଁ ! ପ୍ରକୃତିର ସେଇ ସନ୍ତାନସନ୍ତତିମାନେ ମଧ୍ୟ ଯୋଜନା କରନ୍ତି ଚିଲିକା ବୁଲିବା ପାଇଁ, କେହି ଅବା ଇଚ୍ଛନ୍ତି ଓଡ଼ିଶା ଭୂଇଁର ଆଉ ଏକ ଅପୂର୍ବ ପ୍ରାକୃତିକ ନୈସର୍ଗିକ ଶୋଭାର ଭଣ୍ଡାର ତଥା ଗୌରବମୟ ଐତିହ୍ୟର ଭଣ୍ଡାର ଭିତରକନିକାକୁ…

ଆଠଗଡ଼ ପାଟଣାର ଐତିହ୍ୟରାଜି (Heritage Sites of Athagadapatna)

ଲେଖା: ରବୀନ୍ଦ୍ର କୁମାର ରଣା ମଧ୍ୟଯୁଗୀୟ ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ଗ୍ରାମ ହେଉଛି ଗଞ୍ଜାମର ଆଠଗଡ଼ପାଟଣା । ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ୧୫ରୁ ଉର୍ଦ୍ଧ୍ବ ପ୍ରାଚୀନ କିର୍ତ୍ତିରାଜି ଏହି ଗ୍ରାମରେ ଦେଖିବାକୁ ମିଳେ । ଇତିହାସର ତଥ୍ୟାବଳୀ ଅନୁଯାୟୀ ତକି ଖାଁର ଜଗନ୍ନାଥ ମନ୍ଦିର ଆକ୍ରମଣ ସମୟରେ ଏହି…

ସେଇ ଦୁଇ ମହଲା କୋଠା

ଲେଖା: ଦେଵ ତ୍ରିପାଠୀ ୧୯୧୭ ମସିହା, କଟକ । ଓଡ଼ିଆ ବଜାରର ସେଇ ଦୁଇ ମହଲା ପ୍ରାସାଦର ନିରୋଳା କୋଠରୀରେ ବସି ପରାଧୀନ ଭାରତର ବାସ୍ତବ ରୂପକୁ ନିରେଖି ଦେଖୁବାକୁ ଚେଷ୍ଟା କରୁଥିଲା ୨୦ ବର୍ଷର ଯୁବକ ଜଣେ ! ଏ ଜତିର ଗତିକୁ ନେଇ ସେ ଥିଲା ବ୍ୟଥିତ, ବିବ୍ରତ ! ପ୍ରଥମ ଥର…

ଐତିହ୍ୟର ଦେବୀ ଶ୍ରୀବିରଜା (Maa Biraja Jajpur)

ଲେଖା: ସୁକାନ୍ତି ସାହୁ ପୁରାଣ ଶାସ୍ତ୍ର ମାନଙ୍କ ମଧ୍ୟରେ ମତ୍ସ୍ୟ ପୁରାଣ, ସ୍କନ୍ଧ ପୁରାଣ, କାଳିକା ପୁରାଣ ଓ ଦେବୀ ଭାଗବତ ଇତ୍ୟାଦି ଗ୍ରନ୍ଥରେ ଏକଶହ ଆଠଗୋଟି ତନ୍ତ୍ରପୀଠର ନାମ ସମ୍ପର୍କରେ ସୂଚନା ଅଛି। କିନ୍ତୁ ତନ୍ତ୍ରସାର ଗ୍ରନ୍ଥରେ ଭାରତବର୍ଷରେ ଏକାବନ ଗୋଟି ତନ୍ତ୍ରପୀଠର ପ୍ରାଧାନ୍ୟ ସ୍ଵୀକାର କରାଯାଇଛି। ଏହି ଏକାବନ ଗୋଟି ତନ୍ତ୍ରପୀଠର ଐତିହାସିକ…

ମା’ ହିଙ୍ଗୁଳାଙ୍କ ପୀଠ (Maa Hingula)

ଲେଖା: Odisha Stories ଅନନ୍ୟ ଭାରତର ଇତିହାସ, ସଂସ୍କୃତି, ପରମ୍ପରା ତଥା ଐତିହ୍ୟ । ମା’ଙ୍କ ଅନେକ ରୂପ ଯଥା ଶକ୍ତି, ସୁନ୍ଦର ତଥା ଭୟଙ୍କର ଭାବରେ ପରିଚିତ । ଓଡ଼ିଶାର ଏକ ପ୍ରସିଦ୍ଧ ଦେବୀ ସିଏ ପୁଣି ପୂଜା ପାଆନ୍ତି ପାକିସ୍ତାନ, ଆଫଗାନିସ୍ତାନ ତଥା ସୁଦୁର ଆସାମରେ । ଓଡ଼ିଶାର ଅନୁଗୋଳ ଜିଲ୍ଲାର ସିଙ୍ଗଡ଼ା…

ପାବନକ୍ଷେତ୍ର ଧବଳେଶ୍ଵର ପୀଠ (Dhabaleswar)

ଲେଖା: ବନ୍ଧନ ଦଳାଇ ଶୈବଧର୍ମ ଓ ଶୈବ ସଂସ୍କୃତି ହେଉଛି ଉତ୍କଳ ଭୂଖଣ୍ଡର ଏକ ଆଧ୍ୟାତ୍ମିକ ଧାରା। ଭଗବାନ୍ ଶିବ ହେଉଛନ୍ତି ସତ୍, ଚିତ୍ ଓ ଆନନ୍ଦର ପ୍ରତୀକ ଓ ସକଳ କାର୍ଯ୍ୟର ମଙ୍ଗଳମୟ ଦେବତା । ମହାରୁଦ୍ରଙ୍କ ସର୍ବ ବ୍ୟାପକତା ଓ ମଙ୍ଗଳମୟ ଲୀଳା ସମ୍ପର୍କରେ ସପ୍ତର୍ଷି କୁହନ୍ତି ,’ସେ ଅନନ୍ତ, ଅବ୍ୟକ୍ତ ଓ…

ମାରଦା

ଲେଖା: ସନ୍ତୋଷ ପଟ୍ଟନାୟକ ~ ମାରଦା ମନ୍ଦିରର ଅନନ୍ୟ ଗାଥା ~ ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ…