Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ରବୀନ୍ଦ୍ର କୁମାର ରଣା ଯାଜପୁର ନଗରରେ ବିରଜା କ୍ଷେତ୍ର ଠାରୁ ମାତ୍ର ୩କି.ମି. ଦୂରରେ ତ୍ରିଲୋଚନେଶ୍ୱର ମନ୍ଦିର ଅବସ୍ଥିତ । ଏହି ଶୈବପୀଠଟି ପ୍ରାୟତଃ ଦଶମ ଶତାବ୍ଦୀର । ତ୍ରିଲୋଚନେଶ୍ୱର ମନ୍ଦିର ଅତ୍ୟନ୍ତ ମନୋମୁଗ୍ଧକର କାରୁକାର୍ଯ୍ୟ ସମ୍ପନ୍ନ । ଏହି ମନ୍ଦିର ଭାରତୀୟ ପ୍ରତ୍ନତ୍ତତ୍ୱ ସର୍ବେକ୍ଷଣ ଅଧୀନରେ ରହିଛି । ମନ୍ଦିରର ଚତୁଃପାର୍ଶ୍ଵରେ ସୁନ୍ଦର…
ଲେଖା: ଦେଵ ତ୍ରିପାଠୀ ଗୋପଠାରୁ ମାତ୍ର ୩କି.ମି ଦୂରର ବୟାଳିଶବାଟି ଗ୍ରାମ । ସେ ଗ୍ରାମରେ ଅବସ୍ଥିତ ମହାର୍ଘ କାରୁକାର୍ଯ୍ୟରେ ଭରା ଏକ ଭବ୍ୟ ଅଥଚ ଅବହେଳିତ, ଅପାଙ୍କ୍ତେୟ ମନ୍ଦିର ! ପ୍ରାଚୀନଦୀ ଅବବାହିକାରେ ଏହି ସୁନ୍ଦର ମନ୍ଦିରଟି ତତ୍କାଳୀନ ଗଙ୍ଗବଂଶୀ ରାଜାମହାରାଜାଙ୍କ (ଚୋଡ଼ଗଙ୍ଗ, ଲାଙ୍ଗୁଳା ନରସିଂହ ଦେବ ଇତ୍ୟାଦି) ଇଷ୍ଟଦେବୀ ମା’ ଗଙ୍ଗେଶ୍ୱରୀଙ୍କ…
ଲେଖା: ଜଗନ୍ନାଥ ଦୋରା ଐତିହ୍ୟ, କଳା, ସଂସ୍କୃତି ଓ ଧର୍ମସ୍ଥଳୀରେ ଭରା ଗରିମାମୟ ଗଞ୍ଜାମ ଜିଲ୍ଲାର ଅନନ୍ୟ ଏକ ଶକ୍ତିପୀଠ ହେଉଛି “ମା’ ତାରାତାରିଣୀ ମନ୍ଦିର” l ଏହି ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରୁ ମାତ୍ର ୭ କିଲୋମିଟର ଏବଂ ଗଞ୍ଜାମର ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଠାରୁ ୩୦ କିଲୋମିଟର ଦୂରରେ…
ଲେଖା: ରବୀନ୍ଦ୍ର କୁମାର ରଣା ଡମପଡ଼ାର ତଳ ପାଥପୁର ଗ୍ରାମରେ ଦ୍ଵାପର ଯୁଗର ଅତି ପ୍ରାଚୀନ ପାଣ୍ଡବବଖରା ଓ ପାଣି ଗୁମ୍ଫା ଦେଖିବାକୁ ମିଳେ । ପାହାଡ଼ର ତୀଖରେ ଏକ ଛୋଟ ଜାଗାରେ ପାଞ୍ଚଟି ଛୋଟ ଛୋଟ ଗୁମ୍ଫା ଦେଖିବାକୁ ମିଳେ । ଏହି ଗୁମ୍ଫାରେ ପ୍ରାଚୀନ କାଳର ଚିତ୍ରକଳା ଚିତ୍ରିତ ହୋଇଥିବା ଦେଖାଯାଏ ଏବଂ…
ଲେଖା: ଶ୍ରୀକାନ୍ତ ସିଂହ ବିଚିତ୍ରବର୍ଣ୍ଣା ଧରଣୀ ଓ ତାର ଅପରୂପ ସୌନ୍ଦର୍ଯ୍ୟ ମଣିଷ ମନରେ କେତେବେଳେ ଆନନ୍ଦ ସୃଷ୍ଟି କରେ ତ କେତେବେଳେ ତାର ଉଗ୍ର ରୂପ ମନରେ ଭିତ୍ତି ସଂଚାର କରେ, ଆଉ କେତେବେଳେ ଅବା ଅସୁମାରୀ ପ୍ରଶ୍ନବାଚୀ l ମାତ୍ର ପ୍ରକୃତି ଓ ପୁରୁଷ ସବୁବେଳେ ଅଙ୍ଗାଙ୍ଗୀ ଭାବେ ଜଡିତ ଆଉ ସେଇ…
ଲେଖା: ରବୀନ୍ଦ୍ର କୁମାର ରଣା ଗଙ୍ଗବଂଶର ରାଜା ମଦନ ସୁନ୍ଦର ଦେବଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ବଣି ବକ୍ରେଶ୍ଵର ମହାଦେବ ମନ୍ଦିର ଖୋର୍ଦ୍ଧା-ଡେଲାଙ୍ଗ ରାସ୍ତାରେ ଅବସ୍ଥିତ । ପ୍ରବାଦ ଅନୁଯାୟୀ ଭଗବାନ ଶିବ ବଣି ରୂପରେ ରାଜାଙ୍କ ଗାଈଠାରୁ କ୍ଷୀର ପିଇ ଦେଉଥିଲେ ତେଣୁ ଗାଈମାନେ କ୍ଷୀର ନ ଦେବାରୁ ରାଜାଙ୍କର ଗୋପାଳ ପ୍ରତି…
ଲେଖା: ଅମ୍ବିକା ପଟ୍ଟନାୟକ କୋରାପୁଟଠାରୁ ରେଳରେ ରାୟଗଡ଼ା ଅଭିମୁଖେ ଯାତ୍ରାକଲେ ପ୍ରାୟ ୨୦ କି.ମି. ପରେ ଦାମନଯୋଡ଼ି l ଏସିଆର ବୃହତ୍ତମ ଆଲୁମିନା କାରଖାନା l ଦାମନଯୋଡି ଷ୍ଟେସନ ପାଖରେ ଏକର ଏକର ବ୍ୟାପୀ ଏକ କଣ୍ଟାବାଉଁଶ ବଣ l ଲୋକ ବିଶ୍ୱାସରେ ମା’ କଣ୍ଟା ବାଉଁଶୁଣୀ ଠାକୁରାଣୀଙ୍କ ଆସ୍ଥାନ l ସଚରାଚର ଯେମିତି “ଯା…
ଲେଖା: ଅମ୍ବିକା ପଟ୍ଟନାୟକ “ବିଚିତ୍ର ଏଇ ଦେଶ ଭାରତ, ବିଚିତ୍ର ଏହାର ଅଧିବାସୀ” ଏମିତି କିଛି କହିଥିଲେ ଦିଗବିଜୟୀ ଅଲେକଜାଣ୍ଡର l ଏଇଠି ଆମେ ଦେଖୁ ମନ୍ଦିରରେ ଶହ ଶହ ମୂଷା କ୍ଷୀର ପିଅନ୍ତି l ବୁଲେଟ ମଟର ସାଇକେଲ ପୂଜାପାଏ l “ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର” ସବୁର ମୂଳେ ବିଶ୍ୱାସ l…
ଲେଖା: ଅମ୍ବିକା ପଟ୍ଟନାୟକ “ତୋର ଗର୍ଭୁ ଜାତ ହେଲା ମାତ୍ରେ ସୁତ ମୋର ଇନ୍ଦ୍ର ପଦ ଲୋଡ଼ିବ l ଆଝୁଂ ପେଟ ଚିରି ପକାଇଲେ ମାରି, ଇନ୍ଦ୍ର ପଦୁଁ କିଏ ତଡି଼ବ l “ ସତ୍ୟଯୁଗ, ଯଜ୍ଞବରାହ ହିରଣ୍ୟାକ୍ଷ ବଧ କରି ଭୂଦେବୀଙ୍କୁ ଉଦ୍ଧାର କରିଛନ୍ତି l ସାନଭାଇ ହିରଣ୍ୟ କଶ୍ୟପ ବରପ୍ରାପ୍ତି ନିମିତ୍ତ ତପସ୍ୟା…
ଲେଖା: ରବୀନ୍ଦ୍ର କୁମାର ରଣା ନିମାପଡ଼ାରେ ତେରୁଣ୍ଡିଆ ଗ୍ରାମରେ ଦେଖିବାକୁ ମିଳେ ଦଶମ ଶତାବ୍ଦୀରେ ନିର୍ମିତ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ଗ୍ରାମେଶ୍ୱର ମନ୍ଦିର । (ଗ୍ରାମେଶ୍ୱର ମହାଦେବ) ନାଲି ଇଟାରେ ନିର୍ମିତ ଏଇ ସୁନ୍ଦର ପ୍ରାଚୀନ ମନ୍ଦିର ନିମାପଡ଼ା-ଗୋପ ରାସ୍ତାରେ ଧୀରପୁର ଛକରୁ ୫କି.ମି. ଦୂରରେ ଅବସ୍ଥିତ ।ସେହିପରି ନିମାପଡ଼ା-ବଳଙ୍ଗା ରାସ୍ତାରେ…