Physical Address
Sai Samarpanam, Satya Vihar, Bhubaneswar

ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ସାରସ୍ବତ ସାଧକ ହେଉଛନ୍ତି ଦାଶରଥୀ ପଟ୍ଟନାୟକ ବା ଦାସିଆ ଅଜା। ସେ ଥିଲେ ‘ଦଶ ପଇସାର ରଜା’ ବା ‘ଖୁଣ୍ଟାତଡ଼ା ରଜା’ କିନ୍ତୁ ‘ଦାସିଆ ଅଜା’ ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ପରିଚିତ ଥିଲେ । ମାତ୍ର…

ଲେଖା: ରବୀନ୍ଦ୍ର କୁମାର ରଣା ବୈଦେହୀ ମା’ ସୀତା ଓ ଇଶ୍ୱର ପ୍ରଭୁ ରାମଙ୍କ ପବିତ୍ର ନାମକୁ ଧାରଣ କରୁଥିବା ପୁରାଣ ବର୍ଣ୍ଣିତ ତ୍ରିକୂଟ ଧାମ ହେଉଛି ବୈଦେହୀ-ଶ୍ୱର ବା ବୈଦେଶ୍ୱର ଗ୍ରାମ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଏଇ ତ୍ରିକୂଟ ଧାମ । ବୈଦେଶ୍ୱର ଗ୍ରାମରେ ସପ୍ତମ ଶତାବ୍ଦୀରେ…

ଲେଖା: ରବୀନ୍ଦ୍ର କୁମାର ରଣା କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ରଗଡ଼ି ଗ୍ରାମର ମହିମାମଣି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ। ଇତିହାସର ତଥ୍ୟ ଅନୁସାରେ ବାଙ୍କୀରେ ଧଳବଂଶୀୟ ରାଜାମାନେ ଓ ଶ୍ରୀଚନ୍ଦନ ବଂଶୀୟ ରାଜାମାନେ ଶାସନ କରୁଥିଲେ। ବଲଭଦ୍ର ଧଳଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ଶ୍ରୀଚନ୍ଦନଙ୍କ ପର୍ଯ୍ୟନ୍ତ ବାଙ୍କୀର…

ଲେଖା: ରବୀନ୍ଦ୍ର କୁମାର ରଣା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଗଡ଼ମାଣତିର ଗ୍ରାମରେ ଅବସ୍ଥିତ ମା’ ରାମଚଣ୍ଡୀ ପୀଠ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ ଓ ବଣଭୋଜି ସ୍ଥଳୀ । ଖୋର୍ଦ୍ଧାରୁ ୨୫କିମି ଏବଂ ବେଗୁନିଆରୁ ୧୨ କିମି ଦୂରରେ ଅବସ୍ଥିତ ଏହି ସ୍ଥାନ। ବର୍ଷ ତମାମ ଏଠାରେ କିଛି ନା କିଛି ଯାନିଯାତ୍ରା, ବିବାହବ୍ରତ,…

ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ଭୁବନ । ଏକ ପରିଚିତ ନାମ ଓଡ଼ିଆଙ୍କ ପାଇଁ । କୁହାଯାଏ ଏହି ଭୁବନ ହେଉଛି ଏସିଆ ମହାଦେଶର ସବୁଠାରୁ ବଡ ଗାଁ । କଂସା ଓ ପିତଳ ବାସନ ପାଇଁ ଓଡ଼ିଶା ପ୍ରସିଦ୍ଧ। କେବଳ ସେତିକି ନୁହେଁ ଏହି ଗ୍ରାମ ମଧ୍ୟ “ବଳଦଯାତ୍ରା” ପାଇଁ ଓଡ଼ିଶା…

ଲେଖା: ରବୀନ୍ଦ୍ର କୁମାର ରଣା ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନ ଠାରୁ ମାତ୍ର ୩ କି.ମି. ଦୂର ଡ଼ିଆ ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ କପିଳେଶ୍ଵର ମହାଦେବ ମନ୍ଦିର । ଗାଁ ଠାରୁ ଟିକେ ଦୂରରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ । ମନ୍ଦିର ପରିବେଶ ଯେତିକି ସୁନ୍ଦର ଏହାର…

ଲେଖା: ରବୀନ୍ଦ୍ର କୁମାର ରଣା ଗଞ୍ଜାମ ଜିଲ୍ଲାର ଭଞ୍ଜନଗରଠାରୁ ୫ କି.ମି. ଦୂରରେ ଅବସ୍ଥିତ କୁଲାଡ଼ଗଡ଼ରେ ଥିବା ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କିର୍ତ୍ତୀ । ତେବେ ଏହି ଅଞ୍ଚଳ ଘୁମୁସର ଗଡଜାତ ରାଜ୍ଯ ଭାବେ ଜଣା । ଇଂରେଜମାନଙ୍କ ବିରୋଧରେ ଘୁମୁସରର କନ୍ଧବିଦ୍ରୋହ ମଧ୍ଯ ଇତିହାସ ପ୍ରସିଦ୍ଧ ।…

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ଼ ଜିଲ୍ଲା ରଣପୁର ବଜାରରୁ ୩୦ କି.ମି. ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ୧୦୦୦ ବର୍ଷରୁ ଉର୍ଦ୍ଧ୍ବ ସମୟର ପ୍ରାଚୀନ କିର୍ତ୍ତିରାଜି ଦେଖିବାକୁ ମିଳେ। ରଣପୁର-ଟାଙ୍ଗି-ଚାନ୍ଦପୁର ରାସ୍ତାର ଗୋପାଳପୁର ବଜାର ଛକରୁ ଡାହାଣକୁ ମଝିଆଖଣ୍ଡ ଦେଇ ଜାମୁଗଣ୍ଡକୁ ଯାଇଥିବା ରାସ୍ତାରେ ଏହି ପ୍ରାଚୀନ ମନ୍ଦିର ଅବସ୍ଥିତ। ମନ୍ଦିର କହିଲେ କେବଳ…

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଜଙ୍ଗଲ ମଧ୍ୟରେ ରହିଛି ଅତୀବ ସୁନ୍ଦର ମନମୁଗ୍ଧକର ଜଳପ୍ରପାତ ଟିଏ, ନାମ ରାଜଗିରି ଜଳପ୍ରପାତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜାଗାଟି । ଜନଗହଳି ଠାରୁ ଦୂରରେ ପ୍ରକୃତି କୋଳରେ କିଛି ସମୟ କଟାଇବାକୁ ଚାହୁଁଥିଲେ ଏହି ମନୋରମ ଜଳପ୍ରପାତଟିକୁ ଦେଖିବାକୁ ନିଶ୍ଚିତ ଯାଆନ୍ତୁ,…

ଲେଖା: ରବୀନ୍ଦ୍ର କୁମାର ରଣା ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା…