Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅମୃତେଶ ଖଟୁଆ ଭାରତବର୍ଷରେ ସାମାଜିକ ବିକାଶର ଧାରାରେ ଓଡ଼ିଆ ମାଟିର ତୁଳସୀ ମୁଣ୍ଡା ! ଆଜିର ସମ୍ଭ୍ରାନ୍ତ ବିଶ୍ଵରେ ସମସ୍ତେ ଯେତେବେଳେ ପ୍ରଗତିଶୀଳତାର ବ୍ୟାଖ୍ୟା କରନ୍ତି, ସେତେବେଳେ ତାଙ୍କ ଚାକ୍ଷୁସ ହୁଏ କେବଳ ଆର୍ଥିକ ମେରୁଦଣ୍ଡର ସିଧାସଳଖ ଚିତ୍ର ତ କେତେବେଳେ ଉଚ୍ଚାଟିତ ନଭଶ୍ଚୁମ୍ଭୀ ଅଟ୍ଟାଳିକାମାନ। ଏଥିରେ ଦେଖନ୍ତି ସେମାନେ ଆଧୁନିକତାର ସଚିତ୍ର ପ୍ରଗତିଶୀଳତା, ସ୍ଵାଚ୍ଛନ୍ଦ୍ୟର…
ଲେଖା: ଅମୃତେଶ ଖଟୁଆ ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ। “ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ। ପ୍ରତିବଦ୍ଧ୍ନାତି ହି ଶ୍ରେୟଃ ପୂଜ୍ୟପୂଜାବ୍ୟତିକ୍ରମଃ।।” (ରଘୁବଂଶମ୍, ପ୍ରଥମ ସର୍ଗ,…
ଲେଖା: ନିରଞ୍ଜନ ସାହୁ ଗାନ୍ଧୀବାଦୀ ନେତା, ପରୋପକାରୀ, ଦେଶପ୍ରେମୀ, ଓଡ଼ିଶାର ଉନ୍ନତି ପାଇଁ ସତତ ଚେଷ୍ଟିତ ନେତା, ଓଜସ୍ଵିନୀ ଜ୍ୱାଳାମୁଖୀ ବକ୍ତା, ଦୁସ୍ଥ ଆର୍ତ୍ତଜନତାର ସେବକ, ସାହସୀ, ଖାଣ୍ଟି ଓଡ଼ିଆ, ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀ ରାଜକୃଷ୍ଣ ବୋଷ । ୧୯୨୧ ମସିହା ଜାନୁଆରୀ ମାସ ୨୪ ତାରିଖ। କଟକର କାଠଯୋଡ଼ି ବାଲିରେ ସ୍ଵାଧୀନତା ପାଇଁ…
ଲେଖା: ଅମୃତେଶ ଖଟୁଆ ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ଭକ୍ତକବି ମଧୁସୂଦନ । ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡ଼ିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ। ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ । “ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ଵାମୀ…
ଲେଖା: ଅମୃତେଶ ଖଟୁଆ #ଔପନ୍ୟାସିକ#ଗୋପୀନାଥ#ମହାନ୍ତି ଔପନ୍ୟାସିକ ଗୋପୀନାଥ ମହାନ୍ତି ! ଓଡ଼ିଆ ସାହିତ୍ଯର ଜଣେ ଦିଗ୍ଗଜ ସ୍ରଷ୍ଟା। ମାଟିର ଅବାରିତ ବାସ୍ନାକୁ ସୁରଭିତ କରିଛନ୍ତି ନିଜ ଉପନ୍ୟାସ ମାଧ୍ୟମରେ। “କେବଳ ଭାଗ୍ୟବାଦୀ ନଗଣ୍ୟ ମଣିଷ, ମୂଷା ପରି ମଣିଷ, ବିଲୁଆ ପରି ମଣିଷ। ସେ ଆଶାର ଲଙ୍ଗର ଉଠେଇ ନେଇ ପ୍ରକୃତିର ତୋଡ଼ରେ ଭାସି ଚାଲିଯାଏ,…
ଲେଖା: ଅମୃତେଶ ଖଟୁଆ ଉତ୍କଳୀୟ ମାଟିର ଜଣେ ଉଦଯୋଗଶୀଳ ନିରାସକ୍ତ ଜାତୀୟ ଜୀବନରେ ଜଣେ ଅଗ୍ରଗାମୀ କର୍ମୀପୁରୁଷ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ପୁତ୍ର ଥିଲେ ଆବାଲ୍ଯ ବୀରସୁଲଭ ଦୁଃସାହସିକ ଏବଂ ନିର୍ଭୀକ ଜନନେତୃକାର। ପୁଲିସ୍ ଲାଠି ଖାଇଥିଲେ, ଉଡାଜାହାଜ ଉଡାଇବା ପାଇଁ ପଣ କରିଥିଲେ। ପିତାଙ୍କ ସ୍ପର୍ଶରେ ସେ ପାଇଥିଲେ ଜୀବନରେ ବ୍ୟାପକତାର ସ୍ପର୍ଶ। ପିତା…
ଲେଖା: ଅମୃତେଶ ଖଟୁଆ ଅକୁତୋଭୟ ସାରସ୍ଵତ ଚର୍ଚ୍ଚା, ସଂସ୍କାରଚେତନା, ବୈଜ୍ଞାନିକ ପୁରୋଦୃଷ୍ଟି ସମ୍ମିଳିତ ନିଜର ପ୍ରଜ୍ଞାଦୀପ୍ତ ଜୀବନର ଏକ ସ୍ଵତଃପ୍ରବୃତ୍ତ ଅନୁଷ୍ଠାନ ଜଳନ୍ଧର ଦେବ ସମଗ୍ର ଓଡିଆ ଜାତି ପାଇଁ ଚିରସ୍ମରଣୀୟ । ବାମଣ୍ଡା ଓଡିଆ ସାରସ୍ଵତ କ୍ଷେତ୍ରରେ ଏକ ପ୍ରୀତିପଦ ଉଚ୍ଚାରଣ। #ବୁଧ_ହଂସ_କେଳି_ସର ବାମଣ୍ଡା ଆଧୁନିକ ଓଡିଆ ସାହିତ୍ଯ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ…
ଲେଖା: ନିରଞ୍ଜନ ସାହୁ ଭାରତ ଇତିହାସରେ ଏକ ଘଟଣାବହୁଳ ଓ ଅଭିଶପ୍ତ ଅଧ୍ୟାୟ ରଚିତ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ । ସେହି ସମୟରେ ସାମ୍ରାଜ୍ୟବାଦୀ ଇଂରେଜମାନେ ରବର୍ଟ କ୍ଲାଇବଙ୍କ ନେତୃତ୍ୱରେ ଭାରତରେ ଇଂରେଜ ଶାସନର ମୂଳଭିତ୍ତି ସ୍ଥାପନ କଲେ । ଦେଶ ପାଇଁ କ୍ରମେ କ୍ରମେ ପରାଧୀନତାର ଅମା ଅନ୍ଧାର ମାଡ଼ି ଆସିଲା ।…
ଲେଖା: ନିରଞ୍ଜନ ସାହୁ ୧୮୦୩ ମସିହା ବେଳକୁ ଇଂରେଜମାନେ ସମଗ୍ର ଓଡ଼ିଶା ଦଖଲ କରିନେଲେ । ତା ପୂର୍ବରୁ ସେମାନେ ଓଡ଼ିଶାର ଦକ୍ଷିଣରେ ଆସ୍ଥାନ ଜମେଇ ସାରିଥିଲେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଗଞ୍ଜାମ ଜିଲ୍ଲା ଇଂରେଜ ଶାସନାଧୀନ ହେଲା । ଗଞ୍ଜାମର ଲୋକେ ଥିଲେ ଶୌର୍ଯ୍ୟର ପ୍ରତୀକ । କୌଣସି ଅନ୍ୟାୟ, ଅତ୍ୟାଚାର,…
ଲେଖା: ନିରଞ୍ଜନ ସାହୁ ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଆମ ଓଡ଼ିଶାର ବରୀ ଅଞ୍ଚଳର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ୧୯୪୨ ମସିହା ଅଗଷ୍ଟ ମାସରେ ଗାନ୍ଧିଜୀଙ୍କ ଆହୂତ ‘ଭାରତଛାଡ଼’ ଆନ୍ଦୋଳନ ସାରା ଭାରତରେ ମୁଣ୍ଡ ଟେକି ଉଠିଥାଏ । ବିଦେଶୀ ଇଂରେଜଙ୍କୁ ଏ ଦେଶରୁ ହଟାଇବା ସହ ସ୍ଵରାଜ ପ୍ରତିଷ୍ଠା କରିବାର ସ୍ଵପ୍ନକୁ…