Category ମହାମନିଷୀଗଣ

ଗୋପାଳଚନ୍ଦ୍ର ପ୍ରହରାଜ

ଲେଖା: ଅମ୍ବିକା ପଟ୍ଟନାୟକ ~ ଗୋପାଳ ଚନ୍ଦ୍ର ପ୍ରହରାଜ ~ ୧. ନେତାମାନେ ଓଡିଶା ମାତାକୁ କେତେବେଳେ ପାଟପତନୀ, କେତେବେଳେ ପିଚାପାଡ଼ିଆ ଶାଢ଼ୀ, କେତେ ବେଳେ କେଳୁଣୀ କଛା, କେତେବେଳେ ଗାଉନ, କେତେ ବେଳେ ବାହୁ ଖଡ଼ୁ, କେତେବେଳେ ବ୍ରାସଲେଟ ଏବଂ କେତେ ବେଳେ ଯାହା ମନ ତାହା ପିନ୍ଧେଇ ମଞ୍ଚ ଉପରେ ତାମସା କରନ୍ତି…

ବଳଦେବ ରଥ

ଲେଖା: ଅମ୍ବିକା ପଟ୍ଟନାୟକ ~ କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ~ 1. ସରସ ଶ୍ରୀହର୍ଷାଦି ମହାକବି ମାନେ ବିହରିଲେ ମହୋନ୍ନତ କବନ ବିମାନେ, ସେ ବିମାନେ ତେଜି ସେ ବିମାନ ଅନାତପ କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ (ନମ୍ରତା ଓ ଶାଳୀନତାର ପରିଚୟ) 2. ରଞ୍ଜି ନାୟକ ରଙ୍ଗେ ଚୋପଦାର ଖଞ୍ଜିଲେ ହେଲେ…

ଅଭିରାମ ପରମହଂସ

ଲେଖା: ଅମ୍ବିକା ପଟ୍ଟନାୟକ  ~ ଉତ୍କଳେ ପ୍ରଣିପତ୍ୟ ସନ୍ଥ ଅଭିରାମ ପରମହଂସ ~ ପାଞ୍ଚ ମନଟି ଯାକୁ କହି l ପଞ୍ଚମ ଜର୍ଜ ସେ ଅଟଇ l ଗୋରା ପଲଟନଟି ଯେହି l ପଚିଶ ପ୍ରକୃତି ଅଟଇ l ଏହିଟି ବିଦେଶୀ ଅଟନ୍ତି l ସ୍ୱରାଜ୍ୟ ଉଜାଡିଣ ଦ୍ୟନ୍ତି l ଯେହୁ ଅଟେ ମହତ ଆତ୍ମା…

ପଣ୍ଡିତ କୃପାସିନ୍ଧୁ ମିଶ୍ର

ଲେଖା: ନିରଞ୍ଜନ ସାହୁ ~ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~ ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା । ଜାତି ପରେ ଜାତି, ବଂଶ ପରେ ବଂଶ ଓ ବ୍ୟକ୍ତି ପରେ ବ୍ୟକ୍ତିର କ୍ରମନ୍ଵୟତା ଓ ଘଟଣାର ଆବୃତ୍ତି, ପୁନରାବୃତ୍ତି ମଧ୍ୟରେ ସତ୍ୟ ଓ ପ୍ରାମାଣିକତା ହିଁ ଇତିହାସ । ଯୁଗ କ୍ରମରେ,…

ଉତ୍କଳ ଭାରତୀ କୁନ୍ତଳା କୁମାରୀ

ଲେଖା: ନିରଞ୍ଜନ ସାହୁ ~ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ~ ସମ୍ମାନୀୟା, ପୂଜ୍ୟା ମା’ ମୋର ! ଆପଣଙ୍କ ହାତରେ ନଥିଲା ବୀଣା, ପୁସ୍ତକ ନଥିଲା ଅପର ହସ୍ତରେ । ହେ ଭଗବତୀ ଭାରତୀ ! କୌଣସି ମଣ୍ଡପରେ ସ୍ଥାନିତ ହୋଇ ନା ପାଇଥିଲେ ଆପଣ ପୂଜାର୍ଚ୍ଚନା, ନା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ…

ଅଭିମନ୍ୟୁ ସାମନ୍ତସିଂହାର

ଲେଖା: ନିରଞ୍ଜନ ସାହୁ  ~ ଅଭିମନ୍ୟୁ ସାମନ୍ତସିଂହାର ~   ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି – “In the matters of rhetorical composition he excels…

ଶୁଦ୍ରମୁନି ସାରଳା ଦାସ

ଲେଖା: ଅମ୍ବିକା ପଟ୍ଟନାୟକ ~ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳା ଦାସ ~ ୧. ଦୁର୍ଗତିନାଶିନୀ ମା’ ଦୁର୍ଗା ମହିଷାସୁର ସହ ଯୁଦ୍ଧରେ ବ୍ୟାପ୍ରୁତା l ଭୟଙ୍କର ସମର ଚାଲିଛି l ଦେବୀଙ୍କ ସମସ୍ତ କଳ କୌଶଳ ବ୍ୟର୍ଥ l ମହିଷାସୁର ତଥାପି ଅପରାଜିତ l ଦେବୀ ଦୁର୍ଗା ଉପାୟ ଚିନ୍ତା କରୁଛନ୍ତି l…

ଭଗବତୀ ଚରଣ ପାଣିଗ୍ରାହୀ

ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…

ବ୍ରହ୍ମାନନ୍ଦ ପଣ୍ଡା

ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା :ଅନାଲୋଚିତ ଗାଳ୍ପିକ/ରାଜନୀତିଜ୍ଞ ~ ଜ୍ୟୋତ୍ସ୍ନା ବିଧୌତ ଗଭୀର ଶାରଦୀୟ ରଜନୀ l ଅଭେଦ୍ୟ ଗୁରୁ ନିସ୍ତବ୍ଧତା l ସବିରାମ ମନ୍ଦ ସମୀରଣରେ ନିଶି ପୁଷ୍ପର ଆକୁଳ ପରିମଳ l ରାଜ ପ୍ରାସାଦ ସଂଲଗ୍ନ ପ୍ରମୋଦ ଉଦ୍ୟାନ l ପାରିଧିକ୍ଲାନ୍ତ ମହାରାଜା ଆରାମଦାୟକ ଏକ ବେତ୍ରାସନରେ ବିଜେ କରିଚନ୍ତି l…

ଜାତୀୟକବି ବୀରକିଶୋର

ଲେଖା: ଦେଵ ତ୍ରିପାଠୀ ~ ଜାତୀୟକବି ବୀରକିଶୋର ଦାସ ~ ୧୯୨୧ ମସିହା । #କଟକ । ଲୋକଙ୍କ ମନରୁ ଲିଭିନି #ଜାଲିଆନାୱାଲାବାଗ ର ଅନିର୍ବଚନୀୟ କରାଳ ଯଜ୍ଞର ଦୃଶ୍ୟ ! କଟକଠାରୁ କେତେ ହଜାର କିଲୋମିଟର ଦୂରର ସେଇ ହୃଦୟଥରା ଦୃଶ୍ୟରେ ଓଡ଼ିଆଙ୍କ ହୃଦୟ ମଧ୍ୟ ହୋଇଥିଲା ବହୁଧା ବିଦୀର୍ଣ୍ଣ ! ସେଭଳି ସନ୍ଧିକ୍ଷଣରେ…