Category ଓଡ଼ିଶାର ବରପୁତ୍ର

ଲେଖା: ଅମୃତେଶ ଖଟୁଆ ~ କ୍ଷୀରୋଦ ଚନ୍ଦ୍ର ପୋଥାଳ ~ “ଅକଲ ମକଲ ଟକଲ ଟିଆଁ, ହନୁ ମାଙ୍କଡ଼ ହୋଇଛି ଠିଆ। ବିଲେଇ ନାନୀ ହେଉଛି ବାହା, ଗଧିଆ ଭାଇ ପିଉଛି ଚାହା। ଠେକୁଆ ଭାଇ ଭରିଛି ରାହା, ଅଜା ଘର ଯିବ ଆମ ଠେକୁଆ। ଅକଲ ମକଲ ଟକଲ ଟିଆଁ ଚିଁ ଚିଁ କରେ…

କର୍ମବୀର ବୈକୁଣ୍ଠନାଥ ପୂଜାରୀ

ଲେଖା: ଅମୃତେଶ ଖଟୁଆ ~ କର୍ମବୀର ବୈକୁଣ୍ଠନାଥ ପୂଜାରୀ ~ #ସମ୍ବଲପୁର #ଭାଷା #ଆନ୍ଦୋଳନ କାଳରେ ଯେତେବେଳେ ଜନଗଣନା ଦ୍ୱାରା ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ଗୋପନ ଷଡ଼ଯନ୍ତ୍ର ଆରମ୍ଭ ହୁଏ, ସେତେବେଳେ ସମ୍ବଲପୁରର ବିଭିନ୍ନ ଭାଷାପ୍ରେମୀ ମାନେ ଏହି ଦୁରୂହ କୁଚକ୍ରିକାରୁ ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ ଆଗୁସାର…

କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ

ଲେଖା: ଅମୃତେଶ ଖଟୁଆ ~ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ~ ପୂର୍ବତନ ଗଡ଼ଜାତ ଖରସୁଆଁ ଠାରେ ୧୮୭୪ ମସିହାରେ ମାର୍ଚ୍ଚ ୪ ତାରିଖରେ ପିତା ଯଦୁନାଥ (ଖରସୁଆଁ ରାଜାଙ୍କ ପୁରୋହିତ) ତଥା ମା ମୈଥିଳୀ ଦେବୀ (ହିନ୍ଦୀ ଓ ସଂସ୍କୃତ ଭାଷାରେ ପ୍ରବୀଣା ସାଧିକା)ଙ୍କ କୋଳମଣ୍ଡନ କରିଥିଲେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ। ପ୍ରଥମେ ଖରସୁଆଁ…

ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର

ଲେଖା: କୁଳମଣି ଷଡ଼ଙ୍ଗୀ ~ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ~ ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ! ସାମନ୍ତ ଚନ୍ଦ୍ରଶେଖରଙ୍କ ମହାଯାତ୍ରାର କିଛି ମହାର୍ଘ ମୁହୂର୍ତ୍ତ ! ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର (ପଠାଣି ସାମନ୍ତ) ଉନବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ଥିଲେ। ତତ୍କାଳୀନ ଗଡଜାତ ଖଣ୍ଡପଡାର ରାଜବଂଶରେ 1835 ମସିହା…

ସାମନ୍ତ ଚନ୍ଦ୍ରଶେଖର

ଲେଖା: ତେଜସ୍ବ ତ୍ରିପାଠୀ ~ ସାମନ୍ତ ଚନ୍ଦ୍ରଶେଖର ~ ଯେଉଁ ଧିର ଧୀମନ୍ତ ମଣ୍ଡଳୀଙ୍କୁ ଧାରଣ କରି ଏ ଧରିତ୍ରୀ ଧନ୍ୟ ହୋଇଛି, ସେମାନଙ୍କ ମଧ୍ୟରେ ସିଦ୍ଧାନ୍ତ ଦର୍ପଣ ସ୍ରଷ୍ଟା ସାମନ୍ତ ଚନ୍ଦ୍ରଶେଖର ଅନ୍ୟତମ l ପିତା ଶ୍ୟାମବନ୍ଧୁ ସିଂହ ଓ ମାତା ବିଷ୍ଣୁମାଳୀ ଦେବୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଥିଲେ ସେ l ୧୮୩୫…

ସୁରମଣି ରଘୁନାଥ ପଣିଗ୍ରାହୀ

ଲେଖା: ତେଜସ୍ବ ତ୍ରିପାଠୀ ~ ସୁରମଣି ରଘୁନାଥ ପଣିଗ୍ରାହୀ ~ ସଂଗୀତର ସାତ ସୁର ଥିଲା ତାଙ୍କ ରସନାଗ୍ର ନର୍ତ୍ତକ l ତାଙ୍କ ଦଶାବତାର ଗାୟନରେ ଶ୍ରୋତା ହୁଅନ୍ତି ସମ୍ମୋହିତ l ସେ ଉତ୍କଳର ଅଳଙ୍କାର ଆଉ ଉତ୍କଳୀୟଙ୍କ ଅଂହକାର l ସେ ଆଉ କେହି ନୁହନ୍ତି ସଙ୍ଗୀତର ମଣି ସୁରମଣି ରଘୁନାଥ ପଣିଗ୍ରାହୀ l…

ବିଛନ୍ଦଚରଣ ପଟ୍ଟନାୟକ

ଲେଖା: ଅମ୍ବରୀଶ ମଙ୍ଗରାଜ ~ ସାରସ୍ୱତ ସ୍ରଷ୍ଟା #ବିଛନ୍ଦଚରଣ_ପଟ୍ଟନାୟକ ~ କୁଳବୃଦ୍ଧ, ଦେଶପ୍ରାଣ, ଜାତୀୟ ଗୌରବ ମଧୁସୂଦନ ଦାସ ଏକଦା ଜଣେ ଉଦୀୟମାନ ଯୁବକଙ୍କୁ କହିଥିଲେ ତୁମେ ହିଁ ମୋର ଯୋଗ୍ୟ ଉତ୍ତରାଧିକାରୀ ହୋଇ ପାରିବ | ସେ ଯୁବକ ଆଉ କେହି ନୁହନ୍ତି ସେ ଥିଲେ ପ୍ରଜ୍ଞାପ୍ରାଣ #ପ୍ରାଚୀ ସମ ପବିତ୍ର ବିଛନ୍ଦଚରଣ ପଟ୍ଟନାୟକ…

ଗୋପାଳଚନ୍ଦ୍ର ପ୍ରହରାଜ

ଲେଖା: ସୁଦର୍ଶନ ଆଚାର୍ଯ୍ୟ ~ ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ~ ପାରଳାଖେମୁଣ୍ଡିର ଅଦ୍ଭୁତକର୍ମା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ରଚନାବଳୀ ସଂଗ୍ରହ ଅବସରରେ ଦିନେ କୌତୂହଳବଶତଃ କଟକ ଫେରିବା ରାସ୍ତାରେ ବାଣପୁରର ସ୍ୱନାମଧନ୍ୟ ସ୍ୱର୍ଗତ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଘରେ ଯାଇ ପହଞ୍ଚିଲି । ସେ ଥିଲେ ପଣ୍ଡିତ ନନ୍ଦଶର୍ମାଙ୍କ ପ୍ରିୟ ଛାତ୍ର ।…

ଦୈତାରୀ ନାଏକ

ଲେଖା: ଦେଵ ତ୍ରିପାଠୀ ~ କର୍ମଯୋଗୀ ଦୈତାରୀ ନାଏକ ~ ଜୀବନ ସାୟାହ୍ନର ପାଣିଚିଆ ଖରାରେ ସତେଜ ହେବା ଚେଷ୍ଟା ରେ ସେ ଥିଲେ ନିୟୋଜିତ । କଙ୍କାଳସାର ଶରୀର, ମସ୍ତକରେ ଶୁଭ୍ରକେଶ, ଭଙ୍ଗା ବୟସର ପେଜୁଆ ଆଖିରେ ନିଷ୍ପ୍ରଭ ଚାହାଣି, ଭଗ୍ନସ୍ବାସ୍ଥ୍ୟ-ସମ୍ପନ୍ନ ଅଶୀତିପର ବୃଦ୍ଧଜଣଙ୍କୁ ଦେଖି କେହି କ’ଣ ବିଶ୍ୱାସ କରିପାରିବ ଯେ ସେଇ…

ଫତୁରାନନ୍ଦ

ଲେଖା: ଅମ୍ବିକା ପଟ୍ଟନାୟକ ~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~ ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?” “ମୁଁ ରାସ୍ତା ଜାଣିନି ବାବୁ l” “ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?” “ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “…