Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: ନିରଞ୍ଜନ ସାହୁ ~ ମୁଁ ଓଡ଼ିଆରେ କାହିଁକି ଲେଖିବି ~ ସବୁ ଦେଶର ଲେଖକ-ଜାତି ଦରିଦ୍ର ! Suffering is the badge of our tribe! ଲାଞ୍ଛନା ଆମ୍ଭମାନଙ୍କର ଲାଞ୍ଛନ । ଲାଞ୍ଛନା ଓ ଦୁଃଖ, ସାଧନା ଓ ଅନୁଭୂତିର ଜନନୀ ଓ ଧାତ୍ରୀ । ସାଧନା ଓ ଅନୁଭୂତି ସାହିତ୍ୟ-ସୃଷ୍ଟିର ମେରୁଦଣ୍ଡ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ମୃଗତୃଷ୍ଣା ଶବ୍ଦ ଓ ଓଡ଼ିଆ ଭାଷା~ ମୃଗତୃଷ୍ଣା ଶବ୍ଦଟି ଓଡ଼ିଶାର ଅନେକ ଲୋକେ ଜାଣି ନଥାଇ ପାରନ୍ତି କିନ୍ତୁ ଯେଉଁମାନେ ସାହିତ୍ୟିକ ଵା ସାହିତ୍ୟ ସମ୍ବନ୍ଧରେ ଜ୍ଞାନ ରଖନ୍ତି ସେମାନେ ଏ ଶବ୍ଦକୁ ନିଶ୍ଚିତ ଭାବରେ ଜାଣିଥିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କୁଆ ଓ ତତ୍ ସମ୍ବନ୍ଧୀୟ ଅନ୍ୟ ଓଡ଼ିଆ ଶବ୍ଦ ~ କାକ ଵା କାଉର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ କୁଆ । ପୁଣି ଲକ୍ଷଣାର୍ଥ କୁଆ ପରି ଗୋଳମାଳ ଗଣ୍ଡଗୋଳ ହୋହଲ୍ଲା କରିଵା ଵ୍ୟକ୍ତିକୁ ମଧ୍ୟ କୁଆ କୁହାଯାଏ । ଯେଉଁମାନେ ଅଇଁଠା ଓ ଅମେଧ୍ଯ…

ଲେଖା: ଶିଶିର ମନୋଜ ସାହୁ ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ’ଣ ! ୧. ଦୀପାବଳୀ ୨. ଦୀପାବଳି ୩. ଦିପାବଳୀ ୪. ଦିପାବଳି ୫. ଦୀପାୱଳୀ ୬. ଦୀପାୱଳି ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍…

ଉପସ୍ଥାପନା : ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ “ଜହ୍ନିଫୁଲ ଠୋ ଠା, କାକୁଡିଫୁଲ ଠୋ ଠା, ଗୁଣ୍ଡୁଚିମୂଷା କହିଯାଇଛି, ଚାଉଳ ମୁଠେ ରଖିଥା” ।। #କୁଆଁର_ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀଝିଅଙ୍କ ମନ !…

ଲେଖା: ଅମ୍ବିକା ପଟ୍ଟନାୟକ ~ ସାହିତ୍ୟିକ ଚନ୍ଦ୍ରଶେଖର ରଥ ~ “ନୀଳକଣ୍ଠ ତ୍ରିପାଠୀ ୟାପ ପଣ୍ଡିତ ! ମାତ୍ର କି ପଣ୍ଡିତ ସେ ? ସେଇଟା କଣ ଜାଣେ ?… କାହାକୁ ଭଲା ଜଣା ଅଛି?.. ଏ ପରା ଚକ୍ରକୂଟ ମାୟା l ପଣ୍ଡିତ ଅପଣ୍ଡିତ ସମସ୍ତେ ଅଠାକାଠିର ଶୁଆ l ଅଳ୍ପ ବହୁତ ସମସ୍ତେ କାଣ୍ଡିଆ…

ଉପସ୍ଥାପନା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ: ~ ଇଏ କୋଉ ଅସିଆ କାଳର ମସିଆ କଥା ! ଆମ ଓଡ଼ିଆ ଘରର ଝିଅ ବାହାଘର ! ଝିଅ ବିଦା ହବ ! ଏ ଯାଏଁ ବଢ଼ିଆସିଥିବା ଗୋଟେ ଆପଣାର ପରିବେଶ, ଅନ୍ତରଙ୍ଗ ଆସରକୁ ପରକରି ଚାଲିଯିବ ଝିଅ ! ସବୁ ଅଳିଅର୍ଦ୍ଦଳି, ଅଭିଯୋଗ ଶୁଣୁଥିବା,…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଆ ଭାଷାର ମାଣ ଶବ୍ଦ ; ଏକ ଆଲୋଚନା ~ ଓଡ଼ିଶାରେ ଲୋକେ ଵିଶ୍ଵାସ କରନ୍ତି ଯେ #ମାଣ ଶବ୍ଦଟି ସିଂହଭୂମି ଅଞ୍ଚଳର ଶବ୍ଦ ମାଣକି (କୋହ୍ଲ ସମ୍ପ୍ରଦାୟର ଗ୍ରାମମୁଖ୍ୟ ବା ମୁଣ୍ଡା ସର୍ଦ୍ଦାରଙ୍କୁ ମାଣକି କହନ୍ତି) ରୁ ସୃଷ୍ଟି ହୋଇଅଛି । ଅର୍ଥାତ୍ ମାଣକି…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ “ଶୂନ୍ୟ ‘୦’ ସଂଖ୍ୟା” ~ ଆଜଟେକ୍ସ, ଇନକା ଓ ଇଜିପ୍ଟର ପ୍ରାଚୀନ ମାନଵ ସଭ୍ୟତାରେ ମଧ୍ୟ ଶୂନ୍ୟ ଆକାରର ଵିଭିନ୍ନ ଚିହ୍ନ ଆଵିଷ୍କାର ହୋଇଥିଲା । ପ୍ରାଚୀନ ଇଜିପ୍ଟରେ nfr (?) ବୋଲି ଏକ ଚିହ୍ନ ଵ୍ୟଵହାର ହେଉଥିଲା । ପ୍ରାଚୀନ ଇଜିପ୍ଟରେ ଏହାକୁ Nefertiti,…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଶା, ଓଡ଼ିଆ ଓ ବାଘ ~ ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ‘ବାଘଡୁମ୍ମା’ ବୋଲି ଏକ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି, ❛❛ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା…