Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ, ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ ଅବା ଜାହାଜିଆ ଶବ୍ଦ, ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ରହିଛି ସ୍ଵତନ୍ତ୍ର ଦିକ୍ଵାଚକ ନାମ । ନିମ୍ନରେ ସେହି ଦିକ୍ଵାଚକ ଶବ୍ଦଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା . . ଗାହି…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି…
ଲେଖା: ଶିଶିର ସାହୁ ମନୋଜ ସମା ଓ ଶମା ! ଏ ଉଭୟ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି ତେଣୁ ଉଭୟ ଶବ୍ଦର ଅର୍ଥ ଆଧାରରେ ଏ ଶବ୍ଦର ଵ୍ଯଵହାର ହେଵା ଉଚିତ । ସମା ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୁଏ । ?୧. ସମ୍ବତ୍ସର ଵା ଵର୍ଷ: ଏହାର ପ୍ରାକ୍…
ଲେଖା: ଶିଶିର ସାହୁ ମନୋଜ ଆମ ଭାଷାରେ ଇଂରାଜୀର Doctor ଶବ୍ଦଟି ଡାକ୍ତର ହୋଇ ଚଳୁଅଛି । କ’ଣ ଓଡ଼ିଆ ଭାଷାରେ କୌଣସି ଶବ୍ଦ ନାହିଁ ଯେ ଏହି ଵୈଦେଶିକ ଶବ୍ଦଟି ଚଳୁଅଛି ? ନା ! ଆମ ପାଖରେ Doctorର ଭାରତୀୟ ପ୍ରତିଶବ୍ଦ ବହୁତ ଅଛି, ଯଥା: ✓ଅଗଦଂକାର—ଅଗଦଂ ଵା ମନୁଷ୍ଯକୁ ଯେ ନୀରୋଗ…
ଲେଖା: ଶିଶିର ସାହୁ ମନୋଜ ମହରଡା଼କୁ ଢେଙ୍କାନାଳରେ ତାଇ କୁହାଯାଏ ଓ ଏ ଶବ୍ଦ ଦେଓଗଡ଼ ଇତ୍ୟାଦି ଅନ୍ୟ ଗଡ଼ଜାତିଆ ଅଞ୍ଚଳରେ ମଧ୍ୟ ଊଣା ଅଧିକେ ଚଳୁଅଛି । ମହରଡା଼ ଶବ୍ଦର ଅର୍ଥ ଓ ଏହାର ମୂଳ ହଠାତ ଜଣା ପଡୁନଥିଲେ ହେଁ ତାଇ ଶବ୍ଦ ଯେ ଏକ ଓଡ଼ିଆ ଶବ୍ଦ ତାହା ସ୍ପଷ୍ଟ ଉଲ୍ଲେଖ…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆରେ Marriage Engagement କୁ ନିର୍ଵନ୍ଧ କୁହନ୍ତି କିନ୍ତୁ ଏହି ଶବ୍ଦର କେବଳ ଗୋଟିଏ ନୁହେଁ ଅନେକ ଅର୍ଥ ଅଛି । ଚାଲନ୍ତୁ ନିର୍ଵନ୍ଧ ଶବ୍ଦର ସମସ୍ତ ଅର୍ଥ ଆଧାରରେ Marriage Engagement ଅର୍ଥକୁ ପ୍ରକୃଷ୍ଟ ଭାବେ ଏ ଶବ୍ଦ କେମିତି ପ୍ରକାଶ କରିଥାଏ ତାହା ଜାଣିଵା । ନିର୍ଵନ୍ଧ…
ଉପସ୍ଥାପନା: ଶିଶିର ସାହୁ ମନୋଜ ଇୟେ ଆମ ଢଗଢମାଳି କଥା । ■ଯାହାକୁ ନ ଖାଏ ଝିଅ ତାକୁ ଜୋଇଁ ପତରରେ ଦିଅ ।■ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଖୁବ୍ ଚର୍ଚ୍ଚା କରାଯାଇଥାଏ । ତାଙ୍କ ଖାଇଵା ପିଇଵାରେ ଯେମିତି କିଛି ଊଣା ରହି ନ ଯାଏ ସେ ନେଇ ଵିଶେଷ ଦୃଷ୍ଟି ଦିଅାଯାଇଥାଏ। ତେଵେ…
ଉପସ୍ଥାପନା: ଶିଶିର ସାହୁ ମନୋଜ ସାଧଵଵୋହୂ ନହୋଇ ବି ତାକୁ ସମସ୍ତେ ସାଧଵଵୋହୂ କୁହନ୍ତି । କେହି କେହି କେଵଳ ସାଧଵପୋକ କୁହନ୍ତି । କେଉଁଠି କେଉଁଠି ସେମାନଙ୍କୁ ସାଧଵାଣୀ କୁହାଯାଏ । ସାଧଵଵୋହୂଙ୍କ ପାରମ୍ପରିକ ରଙ୍ଗଶାଢି଼ ଯେହେତୁ ଓଡ଼ିଶାରେ ପାଟଵସ୍ତ୍ର ଭାବେ ଲୋକପ୍ରିୟ, ତେଣୁ ତାଙ୍କୁ ଆମ ରାଜ୍ୟରେ ପାଟପୋକ ବି କୁହାଯାଏ ।…
ଲେଖା: ଶିଶିର ସାହୁ ମନୋଜ ଓତ, ଓତା ଓ ହୋତା । ଏସବୁ ଶବ୍ଦ ପରସ୍ପର ସମଦ୍ଧୃତ କି ? ଆମ ଭାଷାରେ ଦୁଇଗୋଟି ଓତ ଶବ୍ଦ ରହିଛି । ଗୋଟିଏ ଶାସ୍ତ୍ରୀୟ ଅନ୍ଯଟି ଦେଶଜ ଅଟେ । ଶାସ୍ତ୍ରୀୟ ‘ଓତ’ ର ନିମ୍ନଲିଖିତ ଅର୍ଥ ରହିଛି— ୧. ଲୁଗାର ଲମ୍ବ ଆଡର ସୂତା; ଲୁଣ୍ଡି;…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆରେ ‘ଖାଇ’ କେତେକ କ୍ଷେତ୍ରରେ ‘ଖାଇବା’ ଅର୍ଥକୁ ସୂଚାଏ ଏଵଂ ଅନ୍ୟ କେତେକ କ୍ଷେତ୍ରରେ ଭିନ୍ନ ଭାଵାର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ l ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖାଇ ଓ ଖାଈ ଶବ୍ଦର ମୁଖ୍ୟତଃ ଦୁଇଗୋଟି ଅର୍ଥର ଉଲ୍ଲେଖ ରହିଛି । ୧. ଖାଇ (trench, Ditch) ଗଡ଼ଖାଇକୁ କେତେକ ଅଞ୍ଚଳରେ…