Category ଆମ ଭାଷା ଓ ସାହିତ୍ୟ

ବାଇନ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଆ ଭାଷାର ନିଆରା ଶବ୍ଦ ବାଇନ~  ଓଡ଼ିଆ ଭାଷାରେ ବାଇନ ବୋଲି ଶବ୍ଦଟିଏ ଅଛି କିନ୍ତୁ ଏ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇନାହିଁ କି ପୁରାତନ ସାହିତ୍ୟରେ ମଧ୍ୟ ବାଇନ ଶବ୍ଦ ଵ୍ୟଵହାର ହୋଇଥିଵା ଜଣାଯାଏ ନାହିଁ । ସମ୍ଭଵତଃ ପ୍ରାୟ ଶହେ ଵର୍ଷ…

କ୍ତ ଓ ତ୍କ

ଉପସ୍ଥାପନା: ଶିଶିର ସାହୁ ମନୋଜ ~ କ୍ତ ଓ ତ୍କ; ଦ୍ଵନ୍ଦ୍ଵ ଓ ଭେଦ ~ ‘କ୍ତ ଓ ତ୍କ’କୁ ନେଇ ଓଡ଼ିଆ ଲୋକଙ୍କ ମନରେ ଅନେକ ସମୟରେ ଦ୍ଵନ୍ଦ୍ଵ ଜାତ ହୁଏ । ଵିଶେଷତଃ ଓଡ଼ିଆ ଭାଷା ଓ ଲିପିଠାରୁ ଦୂରେଇ ଯାଇଥିଵା ଏଵଂ ହିନ୍ଦୀ ଇଂରାଜୀର ବହୁଳ ଵ୍ୟଵହାର କରୁଥିଵା ଓଡ଼ିଆ ଵଂଶୋଦ୍ଭଵମାନେ…

ଗାଡ଼

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଅଵିଭକ୍ତ କୋରାପୁଟରେ ନଦୀକୁ ଗାଡ଼ କୁହାଯାଏ ସେହିପରି ଯେଉଁଠାରେ ଗଭୀର ଜଳ ଥାଏ ଵା ଗଭୀର ଜଳ ଧାରଣ କରୁଥିଵା ଗର୍ତ୍ତକୁ ମଧ୍ୟ ଏଠାକାର ଲୋକେ ଗାଡ଼ କହିଥାନ୍ତି । ନାରାୟଣପାଟଣା ଅଞ୍ଚଳରେ ଝଞ୍ଜାଵତୀ ଓ ଚମ୍ପାଵତୀ ନାମକ ଦୁଇଟି ନଦୀର ମିଳନ ସ୍ଥଳର ନାମକୁ ‘ଗୋରିଆ ଗାଡ଼’…

ଉଡ଼ିଗଲା ଗେଣ୍ଡାଳିଆ

ଉପସ୍ଥାପନା: ଶିଶିର ସାହୁ ମନୋଜ ଉଡ଼ିଗଲା ଗେଣ୍ଡାଳିଆ ଓଡ଼ିଶାର ପ୍ରସିଦ୍ଧ ଲୋକଗୀତ । ଵିଭିନ୍ନ ଅଞ୍ଚଳରେ ଏହାର ଭିନ୍ନ ଭିନ୍ନ ରୂପ ପ୍ରଚଳିତ ତେବେ ଓଡ଼ିଆ ଗ୍ରାମ୍ୟଗୀତି ପୁସ୍ତକରେ ବଡ଼ମ୍ବା ଅଞ୍ଚଳରେ ପ୍ରଚଳିତ ଏହା ଏହିପରି ରହିଛି । ~ ଉଡି଼ଗଲା ଗେଣ୍ଡାଳିଆ ~ ଉଡ଼ିଗଲା ଗେଣ୍ଡାଳିଆ ଝାଡି଼ଦେଲା ପକ୍ଷୀ ରଜାଝିଅ କାନ୍ଦୁଛନ୍ତି ହୋଇ ନିରିମାଖି…

ମାଇପ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମାଇପ: ଓଡ଼ିଆ ଭାଷାର ଏକ ନିଆରା ଶବ୍ଦ । ତିନି ଅକ୍ଷରେ ଯେ ଅଟଇ ସ୍ତ୍ରୀଙ୍କର ନାମ ପ୍ରଥମ ଅକ୍ଷରେ ମାଆ ପଦ ବ୍ରହ୍ମ ଦୁଇ ଅକ୍ଷରେ ଆଇ ତିଜ ଅକ୍ଷରେ ପୁଅ, ଏ ଵିଧିରେ ସ୍ତିରୀଙ୍କି ଗୋ ଲାଗିଲା ବଡ଼ ସ୍ନେହ ।। (ଵନପର୍ଵ, ମହାଭାରତ)…

ଉତ୍ଥାନ ସଙ୍ଗୀତ

ସୌରଭିତ ସୃଷ୍ଟି: ଵ୍ୟାସକଵି ଫକୀରମୋହନ  ଵ୍ୟାସକଵି ଫକୀରମୋହନ ସେନାପତିଙ୍କ “ଉତ୍ଥାନ ସଙ୍ଗୀତ” ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ । ~ ଉତ୍ଥାନ ସଙ୍ଗୀତ ~ (ନଟଵାଣୀ ଵୃତ୍ତ) ଉଠ…

ଶାମ୍ବ ଦଶମୀ

ଲେଖା: ଶୁଭ ରଞ୍ଜନ ପୃଷ୍ଟି ପୌଷ ଶୁକ୍ଳ ଦଶମୀ ସାଧାରଣତଃ ଓଡ଼ିଶାରେ ସମ୍ବର ଦଶମୀ ବା ଶାମ୍ବଦଶମୀ ହିସାବରେ ପାଳନ କରା ହୁଏ l  ଏଇ ଅବସରରେ ଯୁବକବି ଶୁଭ ରଞ୍ଜନ ପୃଷ୍ଟିଙ୍କ ରଚିତ କବିତା ‘ଶାମ୍ବ ଦଶମୀ‘ I  ଓଡ଼ିଶାର ଇଏ ନିଜସ୍ୱ ପରଵ ଶାମ୍ବ ଦଶମୀ ୟା ନାଆ ପଉଷ ମାସର ଶୁକୁଳ…

ତୁହିମା ଜନମ ଭୂମି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ…

ଅଖିଳ ବ୍ରହ୍ମାଣ୍ଡପତି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବି ମଧୁସୂଦନ ରାଓଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ’ । ଏଠାରେ ଉଲ୍ଲେଖନୀୟ ଯେ, କଟକ ସହରର କାଜୀବଜାର ଠାରେ ଅବସ୍ଥିତ ଭକ୍ତମଧୁ ବିଦ୍ୟାପୀଠଅନୁଷ୍ଠାନଟି ଭକ୍ତକବି ମଧୁସୂଦନଙ୍କ ଦ୍ୱାରା ନିର୍ମିତ ଓ ସେଇ ମହାନୁଭବଙ୍କ ନାମାନୁସାରେ ହିଁ ଆଜି ପର୍ଯ୍ୟନ୍ତ ଏଠାରେ…

ଏକାଳ ଆଉ ନୋହେ ସମ୍ଭାଳି

ସୌରଭିତ ସୃଷ୍ଟି: କର୍ମବୀର ଗୌରୀଶଙ୍କର ରାୟ ଆମ ରାଜ୍ୟର ସାଂସ୍କୃତିକ ବିପର୍ଯ୍ୟୟ ସେ ସମୟରେ କିପରି ହୋଇଥିଲା ତାହାର ଏକ ଉଦାହରଣ ହିଁ ଏଇ କବିତା ‘ଏକାଳ ଆଉ ନୋହେ ସମ୍ଭାଳି’, ସ୍ଥାନ ପାଇଥିଲା ଉତ୍କଳ ଦୀପିକା ପୃଷ୍ଠାରେ, ରଚିଥିଲେ କର୍ମବୀର ଗୌରୀଶଙ୍କର ରାୟ . .  ଉତ୍କଳ ଦୀପିକା ପ୍ରଥମେ ୦୪/୦୮/୧୮୬୬ ମସିହାରେ କଟକ…