Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଉପସ୍ଥାପନା: ଶିଶିର ସାହୁ ମନୋଜ ସାଧଵଵୋହୂ ନହୋଇ ବି ତାକୁ ସମସ୍ତେ ସାଧଵଵୋହୂ କୁହନ୍ତି । କେହି କେହି କେଵଳ ସାଧଵପୋକ କୁହନ୍ତି । କେଉଁଠି କେଉଁଠି ସେମାନଙ୍କୁ ସାଧଵାଣୀ କୁହାଯାଏ । ସାଧଵଵୋହୂଙ୍କ ପାରମ୍ପରିକ ରଙ୍ଗଶାଢି଼ ଯେହେତୁ ଓଡ଼ିଶାରେ ପାଟଵସ୍ତ୍ର ଭାବେ ଲୋକପ୍ରିୟ, ତେଣୁ ତାଙ୍କୁ ଆମ ରାଜ୍ୟରେ ପାଟପୋକ ବି କୁହାଯାଏ ।…
ଲେଖା: ଶିଶିର ସାହୁ ମନୋଜ ଓତ, ଓତା ଓ ହୋତା । ଏସବୁ ଶବ୍ଦ ପରସ୍ପର ସମଦ୍ଧୃତ କି ? ଆମ ଭାଷାରେ ଦୁଇଗୋଟି ଓତ ଶବ୍ଦ ରହିଛି । ଗୋଟିଏ ଶାସ୍ତ୍ରୀୟ ଅନ୍ଯଟି ଦେଶଜ ଅଟେ । ଶାସ୍ତ୍ରୀୟ ‘ଓତ’ ର ନିମ୍ନଲିଖିତ ଅର୍ଥ ରହିଛି— ୧. ଲୁଗାର ଲମ୍ବ ଆଡର ସୂତା; ଲୁଣ୍ଡି;…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆରେ ‘ଖାଇ’ କେତେକ କ୍ଷେତ୍ରରେ ‘ଖାଇବା’ ଅର୍ଥକୁ ସୂଚାଏ ଏଵଂ ଅନ୍ୟ କେତେକ କ୍ଷେତ୍ରରେ ଭିନ୍ନ ଭାଵାର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ l ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଖାଇ ଓ ଖାଈ ଶବ୍ଦର ମୁଖ୍ୟତଃ ଦୁଇଗୋଟି ଅର୍ଥର ଉଲ୍ଲେଖ ରହିଛି । ୧. ଖାଇ (trench, Ditch) ଗଡ଼ଖାଇକୁ କେତେକ ଅଞ୍ଚଳରେ…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ “ବାରମାସୀ” ନାମରେ ଏକ ଜାତୀୟ ଗୀତର ପ୍ରଚଳନ ଥିଲା । ବାରମାସୀ ଗୀତ ଭାଵ, ସ୍ଥିତି, ଵ୍ଯକ୍ତି ଓ ଵିଷୟ ଆଧାରରେ ଵିଭିନ୍ନ ପ୍ରକାରର ହୋଇଥାଏ । ଵର୍ଷରେ ଵା ଵର୍ଷକର ପ୍ରତ୍ଯେକ ମାସରେ ଵିରହିଣୀର ଵିରହ ଅନୁଭୂତିଜ୍ଞାପ କଵିତା, ଵର୍ଷର ପ୍ରତିମାସର ଵର୍ଣ୍ଣନା ଉଲ୍ଲେଖ କରି…
ଲେଖା: ଶିଶିର ସାହୁ ମନୋଜ ଭଗଵାନ । ତାଙ୍କୁ ଜଗତଯାକରେ ଅନେକ ନାମରେ ଡକାଯାଇଥାଏ ଏଵଂ ଭାରତରେ ତ ଭଗଵାନ ଶବ୍ଦର ଅନେକ ତତ୍ସମ, ତଦ୍ଭଵ ଓ ଦେଶଜ ପ୍ରତିଶବ୍ଦ ରହିଛି । ନିମ୍ନରେ “ଭଗଵାନ”ଙ୍କର କେତେକ ଶାସ୍ତ୍ରୀୟ ନାମର ଉଲ୍ଲେଖ କରାଗଲା… ଦେଵ, ଈଶ୍ଵର, ଯଜ୍ଞଭାଗ, ନଭଶ୍ଚର, ତ୍ରିଦିଵେଶ, ଵିଶ୍ଵାଧାୟସ, ଦୈତ୍ଯାରି, ନିଲିମ୍ପ, ଦନୁଜଦ୍ଵିଷ,…
ଲେଖା: ଶିଶିର ସାହୁ ମନୋଜ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନ୍ଯ ନାମ ଜାଣିଛନ୍ତି କି ? ଆମ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷା ଅନେକ ନାମର ଅଧିକାରୀ । ଏହି ଭାଷାର ସମ୍ବଲପୁରୀ, ଦେଶିଆ, ବାଥୁଡୀ଼, ଭତ୍ରୀ, ହଲଵୀ, ସାଦ୍ରୀ, ଅଘରିଆ, ଗଞ୍ଜାମୀ, ଢେଙ୍କାନାଳୀ, ସୁନ୍ଦରଗଡୀ, ଷଡ଼ଶୀ, ବାଲେଶ୍ଵରୀ, ମେଦିନୀପୁରୀ, କୁପିଆ,…
ଲେଖା: ଶିଶିର ସାହୁ ମନୋଜ “ନେ + ଅନ = ନୟନ”, ଏହି ନୟନ ଶବ୍ଦ ଏହିପରି ଦ୍ଵନ୍ଦ୍ଵ ସମାସ ଦ୍ଵାରା ଠିକ୍ “ଜାୟା+ପତି = ଦମ୍ପତି” ଭଳି ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ତେଵେ କଳ୍ପଦ୍ରୁମ, ଵାଚସ୍ପତ୍ଯ ଓ ଶବ୍ଦସାଗର ଆଦି ଅଧିକାଂଶ ସଂସ୍କୃତ ଶବ୍ଦକୋଷରେ ନୟନ ଶବ୍ଦର ନିରୁକ୍ତି…
ଲେଖା: ଶିଶିର ସାହୁ ମନୋଜ ଆମସ୍ ସଟନ୍ ୧୮୩୧ ମସିହାରେ ପ୍ରଥମେ ଓଡ଼ିଆ ଵ୍ଯାକରଣ ସମ୍ବନ୍ଧୀୟ ପୁସ୍ତକ ‘Introductory Grammar of Oriya Language’ ଲେଖିଥିଲେ ! ଏଥିରେ ସେ ଆମ ଓଡ଼ିଆ ଭାଷା ଏବଂ ବଙ୍ଗାଳି ଭାଷା ମଧ୍ଯରେ ପ୍ରଭେଦ ଦର୍ଶେଇଵାକୁ ଯାଇ କହିଛନ୍ତି: “ବଙ୍ଗାଳୀ ପାଟି ଲଗେଇ ସ୍ତ୍ରୀ ଲୋକଙ୍କ ପରି ଶବ୍ଦ…
ଉପସ୍ଥାପନା: ଶିଶିର ସାହୁ ମନୋଜ ହିଆ ଶବ୍ଦଟି ଓଡ଼ିଆଭାଷାର ପ୍ରାଚୀନ ଶବ୍ଦ ମଧ୍ୟରୁ ଅନ୍ଯତମ ଏଵଂ ଏହା ପୁରାତନ ସାହିତ୍ୟରେ ବହୁଳ ଭାବରେ ଵ୍ଯଵହୃତ ହୋଇଛି । ପ୍ରାଚୀନ ପ୍ରାକୃତ ଭାଷାରେ “ହୃଦୟ” ପାଇଁ “ହିଅଅ” ଓ “ହିଅୟ” ଶବ୍ଦ ଚଳୁଥିଲା । ଓଡ଼ିଆ ଭାଷାରେ ସେଇ ପ୍ରାକୃତ ଶବ୍ଦରୁ ହିଆ ଶବ୍ଦ ହୋଇଥିଵା ଵେଳେ…
ଲେଖା: ଶିଶିର ସାହୁ ମନୋଜ ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରାଯାଉଛି । ର+ଜ=ରଜ *‘ର’ ର ଅର୍ଥ ସଂସାର, *‘ଜ’ ର ଅର୍ଥ ଯୋଚିଵା ତେବେ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ, ଯଥା: *‘ର’ ର ଅର୍ଥ ରଚନା *‘ଜ’ ର ଅର୍ଥ ଜଳ କିନ୍ତୁ ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ…