Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ ଏକଵିଂଶ ଶତାବ୍ଦୀକୁ ‛ଚଳଭାଷ ଯୁଗ’ (Mobile) କହିଲେ ଅତ୍ଯୁକ୍ତି ହେଵ ନାହିଁ । ଗତ ପନ୍ଦର ଵର୍ଷ ମଧ୍ୟରେ ଏହାର ଵ୍ଯଵହାର ଅନେକ ଗୁଣ ବୃଦ୍ଧି ପାଇଛି । ଚଳଭାଷ ଯନ୍ତ୍ରର ଅନେକ ସହ-ଉପକରଣ ଥାଏ । ଯେପରିକି, Earphone, Bluetooth, Charger, Dongle ଇତ୍ୟାଦି, ତେଵେ ଚଳଭାଷ ପାଇଁ…
ଲେଖା: ଶିଶିର ସାହୁ ମନୋଜ ବନିଶୀ ସୂତାରେ ଲାଗିଥିବା କାଠି ବା ସୋଲଖଣ୍ଡ, ଯାହା ପାଣି ଉପରେ ଭାସେ ଓ ବନିଶୀ କଣ୍ଟାକୁ ମାଛ ଟାଣିଲେ ଏହା ପାଣି ଭିତରକୁ ବୁଡିଯାଏ ତାକୁ ତେରେଣ୍ଡା କୁହାଯାଏ । ଏହାକୁ ତରଣ୍ଡା, ତରଣ୍ଡୀ ମଧ୍ୟ କୁହନ୍ତି । ଆଗେ ଭାରତରେ ସାଧାରଣତଃ ମୟୂର ପକ୍ଷର ଅଂଶ ଓ…
ଲେଖା: ଶିଶିର ସାହୁ ମନୋଜ ପଶ୍ଚିମ ଭାରତରେ ଗୋଦାଵରୀ ଓ ନର୍ମଦା ନଦୀର ମଧ୍ୟଭାଗରେ ପ୍ରଵାହିତ ହେଉଥିଵା ପ୍ରଶିଦ୍ଧ ପଶ୍ଚିମମୁଖା ନଦୀକୁ ତାପ୍ତୀ ନାମରେ ଜଣାଯାଏ । ଏହି ତାପ୍ତୀ ନଦୀକୁ ତପତୀ ଓ ତାପୀ ନଦୀ ମଧ୍ୟ କୁହନ୍ତି । ଏହି ନଦୀ ମଧ୍ଯପ୍ରଦେଶ ରାଜ୍ଯ ଅନ୍ତର୍ଗତ ଵୈତୂଲ୍ ଉପଖଣ୍ଡର ମୁଲତାଈ ନାମକ ସ୍ଥାନରୁ…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ଲକ୍ଷ ଲକ୍ଷ ନିଆରା ଶବ୍ଦ ରହିଛି । ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ଲୁପ୍ତ ହେଵାକୁ ବସିଲାଣି । ସେଇଭଳି ଏକ ଲୁପ୍ତପ୍ରାୟ ଶବ୍ଦ ହେଉଛି ଗଡ଼ଘାଲି । ଗଡ଼ଘାଲି ଶବ୍ଦ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଵିଶେଷ ଭାଵରେ ପ୍ରୟୋଗ ହେଉଥିଲା । ମୁଣ୍ଡକୁ ଭୂମିରେ…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ପେନସିଲ୍ ପାଇଁ ଅନେକ ଶବ୍ଦ ରହିଛି । କଟକ ଓ ଢେଙ୍କାନାଳର ଗ୍ରାମାଞ୍ଚଳରେ ଆମେ ପେନସିଲ୍ ପାଇଁ ଓଢ଼ଣ ଶବ୍ଦ ଚଳୁଥିଵା ଦେଖିଵାକୁ ପାଆନ୍ତି । ଏ ଶବ୍ଦର ମୂଳକୁ ନେଇ କେତେକ ମତ ରହିଛି ! ଯଥା: ✓କିଛି ଭାଷାଵିତଙ୍କ ମତରେ ଏହା ଇଂରାଜୀ wooden…
ଲେଖା: ଶିଶିର ସାହୁ ମନୋଜ ଆଜିକାଲି ଓଡ଼ିଶାରେ ‘ଟାଉଟର’ ଶବ୍ଦ କେତେକ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଚଳୁଅଛି । ସାଧାରଣତଃ ଏହା ଗାଳିଦେଵା ସମୟରେ ଵ୍ଯଵହୃତ ହୋଇଥାଏ । ଏ ଟାଉଟର ଶବ୍ଦଟି ପ୍ରକୃତରେ ଵୈଦେଶିକ ଶବ୍ଦ ଅଟେ । ଏହାକୁ ଇଂରାଜୀରୁ ସିଧାସଳଖ ନିଆଯାଇଛି । ଇଂରାଜୀର Touter ଶବ୍ଦ ହିଁ ପୂର୍ଵଭାରତରେ…
ଲେଖା: ଶିଶିର ସାହୁ ମନୋଜ ଜୟନ୍ତୀ ଶବ୍ଦର ଅନେକ ଅର୍ଥ ରହିଛି । ଆଜି ଏକ ନାମଵାଚକ ଶବ୍ଦ ଭାଵେ ଏହା ଓଡ଼ିଶାରେ ଲୋକପ୍ରିୟ ଅଟେ । ତେଵେ ପୁରାଣରେ ଇନ୍ଦ୍ରଙ୍କ କନ୍ଯା, ପାର୍ଵତୀ ଓ ଦୁର୍ଗାଙ୍କୁ ଜୟନ୍ତୀ କୁହାଯାଇଛି । ପୁରାଣୋକ୍ତ ଆଠଜଣ ଦେଵୀଙ୍କ ମଧ୍ୟରେ ଜୟନ୍ତୀ ଅନ୍ୟତମ । ସେହି ଆଠଜଣ ଦେଵୀ…
ଲେଖା: ଶିଶିର ସାହୁ ମନୋଜ ଆଜିକାଲି କିଛିଲୋକ କହିଛନ୍ତି ଯେ ଓଡ଼ିଆ ଭାଷାରେ ପ୍ରଚଳିତ ‘ରୋକିଵା’ କ୍ରିୟାଶବ୍ଦଟି ହିନ୍ଦୀଭାଷାରୁ ଆନୀତ । ଆଜିକାଲି ପଡୋ଼ଶୀଙ୍କ ଭାଷାରେ ଚଳୁଥିଵା ଆମ ଭାଷାର ଶବ୍ଦ ସହିତ ସମ ସାଦୃଶ୍ୟ ଶବ୍ଦଗୁଡ଼ିକୁ ଅନୁକରଣ ଶବ୍ଦ କହିଵାର ପରମ୍ପରା ଆରମ୍ଭ ହୋଇଛି । ଓଡ଼ିଶାର ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ ଶ୍ରୀ…
ଲେଖା: ଶିଶିର ସାହୁ ମନୋଜ ସମୁଦ୍ରରେ ବିଭିନ୍ନ ପ୍ରକାର ଭୟଙ୍କର ଜୀଵ ରୁହନ୍ତି । ସେଥି ମଧ୍ୟରୁ ସାର୍କ ଏବଂ ଜେଲିଫିସ୍ (Jellyfish) ଅନ୍ୟତମ । ସାର୍କ ତାର ଆକାର ଏବଂ ତୀକ୍ଷ୍ଣ ଦାନ୍ତ କାରଣରୁ ଲୋକମାନଙ୍କ ପାଇଁ ଵିପଦ ହୋଇଥିଵା ଵେଳେ ଜେଲିଫିସ୍ ତାର ଵିଷାକ୍ତ ଡଙ୍କ କାରଣରୁ ଵିଶ୍ୱରେ ପରିଚିତ । ଯଦି…
ଲେଖା: ଶିଶିର ସାହୁ ମନୋଜ ଭୋଜନ କରିଵା ଅର୍ଥକୁ ସୁଚେଇଵା ପାଇଁ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଚଳୁଅଛି । ସାଧାରଣତଃ ଆଦର ଓ ଅନାଦର ଭେଦରେ ଏଗୁଡ଼ିକ ଵ୍ୟଵହାର କରାଯାଉଥିବା ଦେଖାଯାଏ । ● ଖା, ଖାଆ→ଖାଇବା, ଖାଏମା, ଖାଦ୍ୟ (ଖାଦ୍ ଧାତୁ) ● ଭୁଞ୍ଜ→ଭୁଞ୍ଜଇ, ଭୁଜ (ଧାନ), ଭୋଜନ ● ଗିଳ୍→ଗିଳିବା, ଗିଳ୍.ବା…