Category ସଂସ୍କୃତି ଓ ପରମ୍ପରା

ସାହିଯାତ

ଲେଖା: ଅଶୋକା ନାୟକ ପୁରୀର ସାହିଯାତ। ସାହିଯାତ ଶୁଣିଦେଲେ ହିଁ ଲୋମ ଟାଙ୍କୁରି ଯାଏ। ଏହା ପୁରୀର ଅନନ୍ୟ ଏବଂ ଅଦ୍ୱିତୀୟ ପରମ୍ପରା। ସାହିଯାତ ହେଉଛି ସବୁଠାରୁ ପୁରାତନ, ବ୍ୟାପକ ଆଉ ଭବ୍ୟ ମୁକ୍ତାକାଶ ଯାତ୍ରା। ଏହା ପୁରୀର ସାତ ସାହି ବୟାଳିଶ କନ୍ଦିର ଯାତ୍ରା। ଶ୍ରୀମନ୍ଦିର ଓ ସାତ ସାହିର ଯାଗାଘର ଏଥିରେ ପ୍ରତ୍ୟକ୍ଷ…

ଘଣ୍ଟପାଟୁକା

ଲେଖା: ଅରବିନ୍ଦ ମହାନ୍ତି ଚୈତ୍ର ମାସ। କେବଳ ମାସ ନୁହେଁ ଦେବୀ ଉପାସନାର ପ୍ରକୃଷ୍ଟ ସମୟ। ମହାମାୟୀଙ୍କୁ ଆବହନ କରି ସମସ୍ତ ଆପଦବିପଦରୁ ମୁକ୍ତି ପାଇଁ ସମସ୍ତେ ଚେଷ୍ଟିତ ହୋଇଥାନ୍ତି। ଦେବୀ ଉପାସନା ନିମନ୍ତେ ପ୍ରତେକ ବାର ବିଶେଷ କରି ମଙ୍ଗଳବାର ଦିନ ଦେବୀପୀଠ ମାନ ଲୋକରଣ୍ଯ ହୋଇଉଠେ। ମାନସିକଧାରୀମାନେ ନାନା ଉପାୟରେ ନାନା କାମନା…

ପାରଳାରେ ରାମଉପାସନା

ଲେଖା: ବିଷ୍ଣୁମୋହନ ଅଧିକାରୀ ଗଜପତିଙ୍କ ଗଡ଼ରେ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର ପ୍ରଥମେ ହୁଏ ଶ୍ରୀ ସମ୍ପ୍ରଦାୟ ଦ୍ଵାରା। ଭାରତୀୟ ଚାରି ସମ୍ପ୍ରଦାୟ ହେଲା ଶ୍ରୀ, ବ୍ରହ୍ମ, ସନକ ଓ ରୁଦ୍ର। ମୂଳତଃ ଖେମୁଣ୍ଡି ଅଞ୍ଚଳରେ ବ୍ରହ୍ମ ଓ ଶ୍ରୀ ସମ୍ପ୍ରଦାୟ ଦୁଇଟିର ମଠ ବହୁଳ ଦେଖାଯାଏ। ଏହାର ଆଚାର୍ଯ୍ୟ ହେଲେ ଶ୍ରୀ ରମାନୁଜାଚାର୍ଯ୍ୟ ଓ…

ଆକାଶଦୀପ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଶାରେ କୁମାରପୂର୍ଣ୍ଣିମା ଠାରୁ କାର୍ତ୍ତିକପୂର୍ଣ୍ଣିମା ଯାଏଁ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ । ବୁଦ୍ଧିଜୀବୀ ଗଣଙ୍କ ମଧ୍ୟରେ ଆକାଶଦୀପକୁ ନେଇ ଭିନ୍ନ ଭିନ୍ନ ମତ ପ୍ରଚଳିତ । ~ ଧର୍ମମତ ~ କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ…

ଅଇଘରା ପୁନେଇଁ

ଲେଖା: ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଅଇଘରା ବା ଅଇଘରା ପୁନେଇଁ (ଲୋକମୁଖରେ ଅଗିରା ପୁନେଇଁ ଭାବେ ପରିଚିତ) ଏକ ପାରମ୍ପରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ…

ଯୋରନ୍ଦା ମେଳା

ଉପସ୍ଥାପନା: ଦେଵ ତ୍ରିପାଠୀ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ । ଏଇ ପବିତ୍ର ତିଥିରେ ଉତ୍କଳ ଭୂଖଣ୍ଡର ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ଅନୁଷ୍ଠିତ ହୁଏ ଯୋରନ୍ଦା ମେଳା । ସେଇ ମହାର୍ଘ ବେଳାରେ ଲୋକାରଣ୍ୟ ହୋଇଉଠେ ଏ ମହିମାପୀଠ । ମୁହୁର୍ମୁହଃ ଉଚ୍ଚାରିତ ହୁଏ ଅଲେଖ ମହିମା ଶବ୍ଦ । ଆକାଶର ପୂର୍ଣ୍ଣଚନ୍ଦ୍ର ଏବଂ ଘିଅ ଦୀପାଳିର…

ଜନତା ରଙ୍ଗମଞ୍ଚ

ଲେଖା: ଦେଵ ତ୍ରିପାଠୀ ୧୯୫୨ ମସିହା, ବାଙ୍କାବଜାର, କଟକ । କୌଣସି ଏକ କାମରେ ତରବର ହୋଇ ଚାଲିଯାଉଥିଲେ ବିଜୁବାବୁ । ସୁମଧୁର ସଙ୍ଗୀତ ଓ ବାଦ୍ୟ ଶୁଣି ଗୋଟେ ଚାଳଘର ଭିତରକୁ ଆସିଗଲେ ସେ । ନୃତ୍ୟସଙ୍ଗୀତ ସହ କେଉଁ ଏକ ନାଟକର ରିହରସାଲ୍ ଦେଖିଥିଲେ ସେଇ ଚାଳଘର ଭିତରେ, ସେଇ ଚାଳଘରଟି ଥିଲା…

ମହାଳୟା

ଲେଖା: ଦେଵ ତ୍ରିପାଠୀ “ତସ୍ମିଂ ତୁଷ୍ଟେ ଜଗତସ୍ତୁଷ୍ଟମ୍ !” ଆମ ଧର୍ମରେ ଘନ କୃଷ୍ଣ ପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ହିଁ ବିଧି । ପରଲୋକ ଗତ ପିତୃପୁରୁଷଙ୍କୁ ନିର୍ଦ୍ଦିଷ୍ଟ ତିଥିରେ ଶ୍ରାଦ୍ଧ ଦେବା ବି‌ହିତ କର୍ମ । କିନ୍ତୁ ତିଥି, ବାର, ନକ୍ଷତ୍ର ନିର୍ବିଚାରରେ ଶ୍ରାଦ୍ଧ ଦେବାର ସୁନ୍ଦର ବିଧିଟିଏ ମଧ୍ୟ ରହିଛି ।…

ପ୍ରଥମ ରଙ୍ଗମଞ୍ଚ

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା ! ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ସଂହତ ରଖିବା ଲକ୍ଷ୍ୟରେ ତଥା ମୂଲ୍ୟବୋଧର ବାର୍ତ୍ତା ସଂଚରିତ କରିବା ଉଦ୍ଦେଶ୍ୟରେ ରାମାୟଣ ଅଭିନୟ ପାଇଁ ଉତ୍କଳୀୟ ଗ୍ରାମାଞ୍ଚଳରେ ଦିନେ ସୃଷ୍ଟି ହୋଇଥିଲା ଆଖଡ଼ାଘର ! ‘ମହାଭାରତ’ର ପଟ୍ଟଭୂମି ଓ ଚରିତ୍ର ବଡ଼ ବ୍ୟାପକ ଓ ଜଟିଳ ଥିବାରୁ ତା’ର…