Physical Address
Sai Samarpanam, Satya Vihar, Bhubaneswar

By: Dev Tripathy Saura Art – The Story of an Ancient Indian Tribe through Their Captivating Art. With simple forms and figures that come together to compose intricate narratives in very few colours, the captivating art of the Sauras, has…

ଲେଖା: ଶୁଭ୍ରଶିତ ସାହୁ #ଓଳକଣା_ମେଳଣ ଓ #ହରିହର_ଭେଟ କଥାରେ ଅଛି “ଓଳକଣା ମେଳଣ, ଆଳି ରାଜା ଝୁଲଣ ଅସୁରେଶ୍ୱର ରାମ ନବମୀ, ପୁରସ୍ତମ ଚନ୍ଦନ”ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା…

ଲେଖା: ବନ୍ଧନ ଦଳେଇ ରୁତୁରାଜ ବସନ୍ତର ଆଗମନରେ ଧରା ଧରିତ୍ରୀ ଧରଣୀରାଣୀ ନବମଲ୍ଲୀ, ଆମ୍ବବଉଳ, ରଜନୀଗନ୍ଧାର, ପ୍ରସ୍ପୁଟତାରେ ତା’ର ଅପୂର୍ବ ଭୁରୁ ଭୁରୁ ସୁଗନ୍ଧରେ ମହକିଉଠେ ପ୍ରକୃତି। ମଳୟ ପବନର ଶିହରଣ ସୃଷ୍ଟି କରେ ଏକ ରୋମାନ୍ଚ ! ସକାଳ ସୃଷ୍ଟି ହୁଏ ଏକ ନୂତନ ସୁନେଲି ଉଦ୍ଭାସିତ ସୂର୍ଯ୍ୟଦେବଙ୍କ ପହିଲି କିରଣରେ ଯିଏ ପଳାସ…

ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ପ୍ରଥମାଷ୍ଟମୀ ପାଳନ ଏକ ସାଂସ୍କୃତିକ ତଥା ସାମାଜିକ ପରମ୍ପରା । ଏହା ପରିବାର, ସମାଜ, ସାମୁହିକ ଭାବରେ ପାଳିତ ହୋଇଥାଏ । ଧନୀଗରିବ ନିର୍ବିଶେଷରେ ସମସ୍ତେ ଏହି ପର୍ବ ପାଳନ କରିଥାନ୍ତି । ଗାଁ ଉତ୍ସବ ମୁଖର ହୁଏ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖସମୃଦ୍ଧି ଓ ଦୀର୍ଘଜୀବନ…

ଲେଖା: ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ। କଥାରେ ଅଛି ୧୨ ମାସରେ ୧୩ ପର୍ବ। ଦୀପାବଳି ପରେ ବର୍ତ୍ତମାନ ଛଠ ପୂଜା ପାଳନ କରାଯାଉଛି। ଛଠ ପୂଜା ପରେ ଅଁଳା ନବମୀ ପାଳନ କରାଯିବ। ଅଁଳା ନବମୀ ପରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କରାଯିବ। ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ…

ଲେଖା: ବିଷ୍ଣୁ ମୋହନ ଅଧିକାରୀ ମାଲକାନଗିରି ତଥା ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବୀ ହେଉଛନ୍ତି ମା’ ମୁକ୍ତାହାରମୟୀ। ଲୋକମୁଖରେ ସେ ମୁତ୍ୟାଲୁ ମା’ ନାମରେ ପରିଚିତ। ଅଭିଭକ୍ତ କୋରାପୁଟ, ଛତିଶଗଡ଼ ଓ ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ସ୍ଥାନେ ସ୍ଥାନେ ମା’ ମୁତ୍ୟାଲୁଙ୍କ ମନ୍ଦିର ଦେଖାଯାଏ । ତେବେ ମାଲ୍ୟବନ୍ତଗିରି ହେଉଛି ମା’ ମୁତ୍ୟାଲୁଙ୍କ…

ଲେଖା: ଦେଵ ତ୍ରିପାଠୀ କଳା, ଭାସ୍କର୍ଯ୍ୟ, ସଂସ୍କୃତିରେ ଉର୍ବରା ଆମ ଓଡ଼ିଶାର ମାଟି । ନିପଟ ପଲ୍ଲୀର ନିରୀହ, ନିରନ୍ନ, ନିରକ୍ଷର ମଣିଷ ନିଜର ଅଭାବୀ ଦୁନିଆକୁ ଅଣଦେଖା କରି ଜୀବନ୍ୟାସ ଦିଏ ନିର୍ଜୀବ ପଥର, ନିର୍ବାକ ତାଳପତ୍ର, ପିଣ୍ଡୁଳାଏ ମାଟି, କମନୀୟ ରୂପାରେ ନିଜ କଳ୍ପନାର ସ୍ବପ୍ନମୟ ଦୃଶ୍ୟ ପଟ । କାଇଁ କେଉଁ…

ଲେଖା: ନିରଞ୍ଜନ ସାହୁ ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି ! ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା…

ଲେଖା: ଅମ୍ବରୀଶ ମଙ୍ଗରାଜ ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ପୋଡ଼ି ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ ବାଟରେ ଦେଖା ହେଇ ବରାଦ ଦେଲା ନାହାକ ଘର ତୋଟାରୁ ଆମ୍ବ ଆଣିବୁ, ଆଜି ପଖାଳ ଟେ ହବ…

ଲେଖା: ନିରଞ୍ଜନ ସାହୁ ସେଦିନ ଥିଲା ଦୋଳପୂର୍ଣ୍ଣିମା ପରଦିନ । ଗଣକବି ବୈଷ୍ଣବ ପାଣିଙ୍କ ସାଧନା କ୍ଷେତ୍ର ମାଳିହତା ଠାରେ ଗଣକବିଙ୍କ ଆରାଧ୍ୟା ଦେବୀ କ୍ଷେତ୍ରପାଳିନୀଙ୍କ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥାଏ । ନିମନ୍ତ୍ରଣ କ୍ରମେ ସେଠାରେ ପହଞ୍ଚିବାକୁ ହେଲା । ରାତ୍ର ନଅ ଘଟିକା ବେଳକୁ ପୂର୍ଣ୍ଣାହୁତି ହୋଇ ଶେଷ ହେଲା…