Category କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ଜନତା ରଙ୍ଗମଞ୍ଚ

ଲେଖା: ଦେଵ ତ୍ରିପାଠୀ ୧୯୫୨ ମସିହା, ବାଙ୍କାବଜାର, କଟକ । କୌଣସି ଏକ କାମରେ ତରବର ହୋଇ ଚାଲିଯାଉଥିଲେ ବିଜୁବାବୁ । ସୁମଧୁର ସଙ୍ଗୀତ ଓ ବାଦ୍ୟ ଶୁଣି ଗୋଟେ ଚାଳଘର ଭିତରକୁ ଆସିଗଲେ ସେ । ନୃତ୍ୟସଙ୍ଗୀତ ସହ କେଉଁ ଏକ ନାଟକର ରିହରସାଲ୍ ଦେଖିଥିଲେ ସେଇ ଚାଳଘର ଭିତରେ, ସେଇ ଚାଳଘରଟି ଥିଲା…

ପ୍ରଥମ ରଙ୍ଗମଞ୍ଚ

ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା ! ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ସଂହତ ରଖିବା ଲକ୍ଷ୍ୟରେ ତଥା ମୂଲ୍ୟବୋଧର ବାର୍ତ୍ତା ସଂଚରିତ କରିବା ଉଦ୍ଦେଶ୍ୟରେ ରାମାୟଣ ଅଭିନୟ ପାଇଁ ଉତ୍କଳୀୟ ଗ୍ରାମାଞ୍ଚଳରେ ଦିନେ ସୃଷ୍ଟି ହୋଇଥିଲା ଆଖଡ଼ାଘର ! ‘ମହାଭାରତ’ର ପଟ୍ଟଭୂମି ଓ ଚରିତ୍ର ବଡ଼ ବ୍ୟାପକ ଓ ଜଟିଳ ଥିବାରୁ ତା’ର…

ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ

ଲେଖା: ଶିବାଶିଷ ମହାପାତ୍ର ଆମ ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ ! ଅସୁମାରୀ ପରମ୍ପରାର ନାୟକ !  ସମ୍ବଲପୁର ତଥା ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ଵରୀ । ଦୂତୀବାହନ ଓଷା ବା ପୁଅ ଜିଉଁତିଆ ପୂଜାରୁ ଆରମ୍ଭ ହୋଇଥାଏ ଶାରଦୀୟ ଦୁର୍ଗାପୂଜା । ଏହାପର ଷୋହଳ ଦିନ ଧରି ହୋଇଥାଏ ଷୋଡ଼ଶ ଉପଚାର । ବିଭିନ୍ନ…

ସାପସାପୁଆଣୀ ନାଟ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ସାପସାପୁଆଣୀ ନାଟ, ମୁକ୍ତାକାଶ ପ୍ରଦର୍ଶନୀରେ । ଏହା ପୁଣ୍ୟପୀଠ ପାରଳାରେ ରାଜାରାଜୁଡା ଅମଳରୁ ଚାଲି ଆସୁଥିଲା । ଏହାକୁ କୌଣସି ପର୍ବ, ତଥା ଶୋଭାଯାତ୍ରାରେ କତଲକଇଠା ବାଦ୍ୟ ତାଳେ ତାଳେ ପରିବେଷଣ କରାଯାଏ। ଆଜି ଏହା ଲୁପ୍ତପ୍ରାୟ ହେବାକୁ ବସିଲାଣି। ଦକ୍ଷିଣ ଓଡିଶାର ଏହି ପରମ୍ପରାଟି ପ୍ରଚାର ପ୍ରସାର…

କୋରାପୁଟର ଜୈନ ସ୍ଥାପତ୍ୟ (Jain Sculpture of Koraput)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୈନକ୍ଷେତ୍ର କୋରାପୁଟରେ ଅଛି କେତେଗୁଡ଼ିଏ ସୁଦୃଶ୍ୟ ଐତିହାସିକ ଜୈନପୀଠ ! ~ ରୋହିଣୀ ଦେବୀ (Rohini Devi) କୋରାପୁଟ ~ The  thousand year old sculpture of Rohini Devi is one of the rare sculpture of Jainism in india. This typical…

ମାଣିଆବନ୍ଧ ଶାଢ଼ୀ

ଲେଖା: ଦେଵ ତ୍ରିପାଠୀ ~ ମାଣିଆବନ୍ଧ ଶାଢ଼ୀ ~ ଇଏ କେଉଁ କାଳର କଥା ! ଏକଦା ନିର୍ବାଣ ପ୍ରାପ୍ତିପରେ ଭଗବାନ ବୁଦ୍ଧଙ୍କୁ ମଧୁପିଷ୍ଟକ ଆହାର ଯୋଗାଇଥିଲେ ବଲ୍ଲିକ ଓ ତପସ୍ୱୀ ନାମକ ଉତ୍କଳୀୟ ବଣିକଦ୍ଵୟ ! ସେମାନେ ଥିଲେ ପ୍ରଭୁଙ୍କ ପ୍ରଥମ ଶିଷ୍ୟ । ସାଧବ ବଣିକଙ୍କର ସେ କାଳରେ ମୁଖ୍ୟ ବିପଣନ ଥିଲା…

ଚାନ୍ଦି ତାରକସି

ଲେଖା: ଦେଵ ତ୍ରିପାଠୀ ଚାନ୍ଦି ତାରକସିର କଳାକାରୀ ! ଷାଠିଏ ଦଶକର କଥା । ମହମ୍ମଦିଆ ବଜାରର ଗଳିରାସ୍ତାରେ ବୁଲୁଥିଲେ କେଇଜଣ ବିଦେଶୀ ପର୍ଯ୍ୟଟକ । ଆଶା, କିଛି ନୂଆ ଜିନିଷ ନେଇ ଦେଶକୁ ଫେରିଯିବେ । ସେମାନେ ଖୋଜୁଥାନ୍ତି ‘ରୋଜ୍’ (Rose) – ପ୍ରେମର ପ୍ରତୀକ ! କିନ୍ତୁ, ୟୁରୋପୀୟମାନଙ୍କ ପାଇଁ ରୋଜ୍ କି ଅପୂର୍ବ…

ନବଗୁଞ୍ଜର 

ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା . .

ଗଞ୍ଜପା

ଗଡ଼ଜାତ ଅଞ୍ଚଳର କ୍ଷୁଦ୍ରନଗରୀ ସୁବର୍ଣ୍ଣପୁରକୁ ୟୁରୋପ ଏବଂ ଆମେରିକାର କଳାପ୍ରେମୀଙ୍କ ମଧ୍ୟରେ ପରିଚିତ କରାଇଥିଲା ଗଞ୍ଜପା । ଘୁମେଇ ପଡ଼ିଥିବା ଏଇ ସ୍ବର୍ଣ୍ଣମୟୀ ସୁବର୍ଣ୍ଣପୁର ସମୁଜ୍ଜ୍ୱଳ ହୋଇ ଉଠିଥିଲା ବିଦେଶିନୀ କଳାଗବେଷକ ଜୋଆନା ଉଇଲିଅମସଙ୍କ ଆନ୍ତରିକ ଉଦ୍ୟମରେ . .