Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ଭୁବନ । ଏକ ପରିଚିତ ନାମ ଓଡ଼ିଆଙ୍କ ପାଇଁ । କୁହାଯାଏ ଏହି ଭୁବନ ହେଉଛି ଏସିଆ ମହାଦେଶର ସବୁଠାରୁ ବଡ ଗାଁ । କଂସା ଓ ପିତଳ ବାସନ ପାଇଁ ଓଡ଼ିଶା ପ୍ରସିଦ୍ଧ। କେବଳ ସେତିକି ନୁହେଁ ଏହି ଗ୍ରାମ ମଧ୍ୟ “ବଳଦଯାତ୍ରା” ପାଇଁ ଓଡ଼ିଶା…
ଲେଖା: ରବୀନ୍ଦ୍ର କୁମାର ରଣା ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନ ଠାରୁ ମାତ୍ର ୩ କି.ମି. ଦୂର ଡ଼ିଆ ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ କପିଳେଶ୍ଵର ମହାଦେବ ମନ୍ଦିର । ଗାଁ ଠାରୁ ଟିକେ ଦୂରରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ । ମନ୍ଦିର ପରିବେଶ ଯେତିକି ସୁନ୍ଦର ଏହାର…
ଲେଖା: ରବୀନ୍ଦ୍ର କୁମାର ରଣା ଗଞ୍ଜାମ ଜିଲ୍ଲାର ଭଞ୍ଜନଗରଠାରୁ ୫ କି.ମି. ଦୂରରେ ଅବସ୍ଥିତ କୁଲାଡ଼ଗଡ଼ରେ ଥିବା ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କିର୍ତ୍ତୀ । ତେବେ ଏହି ଅଞ୍ଚଳ ଘୁମୁସର ଗଡଜାତ ରାଜ୍ଯ ଭାବେ ଜଣା । ଇଂରେଜମାନଙ୍କ ବିରୋଧରେ ଘୁମୁସରର କନ୍ଧବିଦ୍ରୋହ ମଧ୍ଯ ଇତିହାସ ପ୍ରସିଦ୍ଧ ।…
ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ଼ ଜିଲ୍ଲା ରଣପୁର ବଜାରରୁ ୩୦ କି.ମି. ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ୧୦୦୦ ବର୍ଷରୁ ଉର୍ଦ୍ଧ୍ବ ସମୟର ପ୍ରାଚୀନ କିର୍ତ୍ତିରାଜି ଦେଖିବାକୁ ମିଳେ। ରଣପୁର-ଟାଙ୍ଗି-ଚାନ୍ଦପୁର ରାସ୍ତାର ଗୋପାଳପୁର ବଜାର ଛକରୁ ଡାହାଣକୁ ମଝିଆଖଣ୍ଡ ଦେଇ ଜାମୁଗଣ୍ଡକୁ ଯାଇଥିବା ରାସ୍ତାରେ ଏହି ପ୍ରାଚୀନ ମନ୍ଦିର ଅବସ୍ଥିତ। ମନ୍ଦିର କହିଲେ କେବଳ…
ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଜଙ୍ଗଲ ମଧ୍ୟରେ ରହିଛି ଅତୀବ ସୁନ୍ଦର ମନମୁଗ୍ଧକର ଜଳପ୍ରପାତ ଟିଏ, ନାମ ରାଜଗିରି ଜଳପ୍ରପାତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜାଗାଟି । ଜନଗହଳି ଠାରୁ ଦୂରରେ ପ୍ରକୃତି କୋଳରେ କିଛି ସମୟ କଟାଇବାକୁ ଚାହୁଁଥିଲେ ଏହି ମନୋରମ ଜଳପ୍ରପାତଟିକୁ ଦେଖିବାକୁ ନିଶ୍ଚିତ ଯାଆନ୍ତୁ,…
ଲେଖା: ରବୀନ୍ଦ୍ର କୁମାର ରଣା ପଞ୍ଚସଖା ଯୁଗର ମହାନ ସନ୍ଥ ତଥା ଓଡ଼ିଶାର ଘରେ ଘରେ ପରିଚିତ ଓଡିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ (୧୪୯୦-୧୫୫୦) ଜନ୍ମପୀଠ ହେଉଛି ପୁରୀ ଜିଲ୍ଲାର କପିଳେଶ୍ଵରପୁର ଶାସନ। ଗ୍ରାମର ମଧ୍ଯ ଭାଗରେ ଏହ ଛୋଟ ପରିସରରେ ଏହି ମହାନ ସନ୍ଥଙ୍କ ଜନ୍ମସ୍ଥାନକୁ ଏବେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା…
ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ରାକଳ ଗ୍ରାମରେ ପ୍ରାଚୀନ ଶୈବପୀଠ ପୁଳିନ୍ଦେଶ୍ୱର ମନ୍ଦିର ଅବସ୍ଥିତ। ଇତିହାସର ତଥ୍ୟ ଅନୁସାରେ ଏହି ପ୍ରାଚୀନ ଶୈବପୀଠଟି ଭୌମକରମାନଙ୍କ ଶାସନ ସମୟରେ ନିର୍ମିତ । ବର୍ତ୍ତମାନର ମନ୍ଦିରଟି ଯଦିଓ କଳାକାରୁକାର୍ଯ୍ୟ ଦୃଷ୍ଟିରୁ ଏତେ ପ୍ରାଚୀନ ନୁହେଁ, ତେବେ ଏହି ପୀଠର ଐତିହାସିକ ଗୁରୁତ୍ଵ ଅତି ପ୍ରାଚୀନ। ବିଭିନ୍ନ…
ଲେଖା: ରବୀନ୍ଦ୍ର କୁମାର ରଣା ନିମାପଡ଼ା ବଜାରରୁ ଚରିଛକ ରାସ୍ତାରେ ୪ କି.ମି. ଯିବା ପରେ ସେଠାରୁ ୨ କି.ମି. ବାମକୁ ଗଲେ ଭିଲିଦେଉଲି ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ଗଙ୍ଗବଂଶୀ ରାଜତ୍ଵ ସମୟର ପ୍ରାଚୀନ ପୂର୍ଣ୍ଣେଶ୍ୱର ମନ୍ଦିର ଦେଖିବାକୁ ମିଳେ। ରେଖ ଶୈଳୀରେ ନିର୍ମିତ ବିଶାଳ ମୁଖ୍ୟ ମନ୍ଦିର ସହିତ ଜଗମୋହନ ନାଟମଣ୍ଡପ ଓ…
ଲେଖା: ଦେଵ ତ୍ରିପାଠୀ ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ ବିସ୍ତୀର୍ଣ୍ଣ ଆମ୍ବତୋଟା। ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଜାତୀୟକବି ବୀରକିଶୋର, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥ ମହାପାତ୍ର, ସରଳାଦେବୀ, ନୀଳମଣି ପ୍ରଧାନ, ପ୍ରାଣକୃଷ୍ଣ ପଢ଼ିଆରୀ, ଭିକାରୀଚରଣ…
ଲେଖା: ଦେଵ ତ୍ରିପାଠୀ “ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍, କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ II” ଭଗବାନ ମହାବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ‘ବାମଦେବ ସଂହିତା’ ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ନୀଳାଚଳ ପୁରୀକୁ ଭଗବାନଙ୍କ ଆୟୁଧ ଶଙ୍ଖ ସହ ସଂପୃକ୍ତ କରାଯାଇ ଶଙ୍ଖକ୍ଷେତ୍ର, ଏକାମ୍ରନଗରକୁ ଚକ୍ର ସହ ସଂଯୁକ୍ତ…