Category ପର୍ଯ୍ୟଟନ କ୍ଷେତ୍ର

ଭାତପଡ଼ାର ମାଧବ

ଲେଖା: ଶ୍ରୀକାନ୍ତ ସିଂହ ଭାତପଡ଼ାର ମାଧବ ! ସମୟର ପ୍ରବାହରେ ଅନେକ ଇତିହାସ ସୃଷ୍ଟି ହୋଇଛି ଏଇ ମାଟିରେ, ଅନେକ ଅତୀତ ମଧ୍ୟ ଲୁଚି ଯାଇଛି ସମୟର ତନ୍ଦ୍ରାଛାଦିତ କରାଳ ଗର୍ଭରେ ଆଉ ପୁଣି କେବେ କେମିତି ସମୟର ସ୍ରୋତରେ ପ୍ରବାହମାନ ହୋଇ ସେହି ଅତୀତ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି ବର୍ତ୍ତମାନରେ l…

ଲକ୍ଷ୍ମୀନୃସିଂହ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଲକ୍ଷ୍ମୀନୃସିଂହ ମନ୍ଦିର, କଟକ ସହରଠାରୁ ମାତ୍ର ପନ୍ଦର କିଲୋମିଟର ଦୂର ତଥା ଜଗତପୁର ଠାରୁ ମାତ୍ର ସାତ କିଲୋମିଟର ଦୂର ପୂର୍ଵକଚ୍ଛ ଗ୍ରାମରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର l ମନ୍ଦିରରେ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ପ୍ରତିଷ୍ଠିତ ଓ ପୂଜିତ l ବହୁ ପ୍ରାଚୀନ ମନ୍ଦିର ହେଲେ ବି ଏହାର ନିର୍ମାଣ ସମ୍ପର୍କରେ…

ମା’ ସମଲେଶ୍ୱରୀ

ଲେଖା: ବିଶ୍ଵରଞ୍ଜନ ମହାପାତ୍ର  ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଥିବା ମା’ ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର । ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ…

ଲଡ଼ୁକେଶ ମହେଶ

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ ଜିଲ୍ଲାର ଦର୍ଶନୀୟ ସ୍ଥାନ ମଧ୍ୟରେ ସରଣକୂଳର ଲଡ଼ୁବାବା ଓ ଓଡଗାଁର ଶ୍ରୀ ରଘୁନାଥଜୀଉ ପୀଠ ଅନ୍ୟତମ I  ୧ . ଲଡ଼ୁକେଶ ମହେଶ – ଶରଣକୁଳର ମୁଖ୍ୟ ବଜ଼ାରରେ ଅବସ୍ତିତ ପବିତ୍ର ଶୈବପୀଠ ହେଇଛି ଲଡ଼ୁକେଶ ମହେଶ ମହାଦେବଙ୍କ ମନ୍ଦିର I ମୁଖ୍ୟ ମନ୍ଦିରକୁ ଛାଡ଼ି ମଧ୍ୟ ଚତୁଃପାର୍ଶରେ…

Boudh

By: Upendra Prasad Singh, IAS ~ Boudh ~ If you google for ‘Places of Tourist Interest in Odisha’, its highly improbable that the search will lead you to Boudh. Boudh district, carved out of #Kandhamal (Phulbani), is one of the…

ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ଆମ ରାଜ୍ୟର ଆଉ ଏକ ଅନାଲୋଚିତ ଐତିହାସିକ କୀର୍ତ୍ତିରାଜି l ପୁରୀ ଜିଲ୍ଲା ନିମାପଡ଼ାର ଭିଲିଦେଉଳି ଗ୍ରାମରେ ଥିବା ପ୍ରାଚୀନ ଶୈବପୀଠ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର l କୁଶଭଦ୍ରା ନଦୀ ଉପତ୍ୟକlରେ ସବୁଜିମାଭରା ଗାଁ ଭିଲିଦେଉଳିର ଶେଷ ପ୍ରାନ୍ତରେ ଏହି ପ୍ରାଚୀନ ମନ୍ଦିରଟି ସଗର୍ବେ ଦଣ୍ଡାୟମାନ l…

ଦାରିଙ୍ଗବାଡ଼ି

ଲେଖା: ନିରଞ୍ଜନ ସାହୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ମଣ୍ଡଳରୁ ବ୍ରହ୍ମପୁର ମଣ୍ଡଳର କନ୍ଧମାଳ ଜିଲ୍ଲାକୁ ବଦଳି ହେଲା । ତେଣୁ ୨୦୦୭ ମସିହା ମଇ ମାସ ସାତ ତାରିଖରେ ବ୍ରହ୍ମପୁରରୁ ଚିଠି ନେଇ ଯିବାକୁ ହେଲା ଫୁଲବାଣୀ ଆଞ୍ଚଳିକ କାର୍ଯ୍ୟାଳୟକୁ । ସେଠାରୁ ହିଁ ମୋର ନିଯୁକ୍ତି ପତ୍ର (Posting Order )…

ରଥସପ୍ତମୀ

ଲେଖା: ବିଷ୍ଣୁ ମୋହନ ଅଧିକାରୀ ଶ୍ରୀସୂର୍ଯ୍ୟନାରାୟଣଙ୍କ ଅନନ୍ୟ ଉତ୍ସବ ରଥସପ୍ତମୀ । କଳିଙ୍ଗର ସର୍ବପ୍ରାଚୀନ ସୂର୍ଯ୍ୟ ମନ୍ଦିରଟି ହେଉଛି କଳିଙ୍ଗପାଟଣା ଗ୍ରାମର ଅନତି ଦୂରରେ ଥିବା ଶ୍ରୀସୂର୍ଯ୍ୟନାରାୟଣ ଦେଉଳ। ଏହା ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀରେ ଗଙ୍ଗବଂଶୀୟ ନରପତି ଦେବେନ୍ଦ୍ର ବର୍ମାଙ୍କ ଦ୍ଵାରା ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସହରରେ ଅବସ୍ଥିତ। ମନ୍ଦିରର…

ମା’ ଭୀମେଶ୍ୱରୀ

ଲେଖା: ପ୍ରଳୟ ନାୟକ ଏ ଭଗ୍ନ ଅରକ୍ଷିତ ବିଗ୍ରହସମୂହ ଦେଖି ଏହାର କାଳ ନିରୂପଣର ଭୁଲ କରନ୍ତୁନି ସୁଧୀଜନେ । କେବଳ ଅଶ୍ରୁପାତ କରନ୍ତୁ ବିଲୟ ମୁଖୀ ଆପଣାର ଗୌରବାବହ ମହାନ ଅତୀତ ପାଇଁ ଓ ପାରିବେ ତ କିଛି କରନ୍ତୁ । ବର୍ଷଣମୁଖର ଏକ ରାତିରେ ମୋ’ର ଚର୍ଯ୍ୟାଯୁଗ’ର ବିସ୍ମୃତ ବିଭୁତି ମା’ ଭୀମେଶ୍ୱରୀ…