Category କଳିଙ୍ଗର କାହାଣୀ

ବାରବାଟୀ ଦୁର୍ଗ

ଲେଖା: ତେଜସ୍ବ ତ୍ରିପାଠୀ ~ ବାରବାଟୀ ~ “ବାରବାଟୀ” ଏ ନାମ ହିଁ ଯଥେଷ୍ଟ l ଏ ନାମ ନିଜେ ହିଁ ନିଜର ପରିଚୟ l ଏ ନାମ ଉଚ୍ଚାରଣ ମାତ୍ରେ ପ୍ରତି ଉତ୍କଳୀୟ ଧମନୀର ପ୍ରତି ରକ୍ତ ବିନ୍ଦୁରେ ଦେଶପ୍ରୀତି ଜାଗ୍ରତ ହୁଏ l ଆଉ ଶତ୍ରୁ ବୁକୁରେ ଖେଳିଯାଏ ଅଜଣା ଭୟର ଆତଙ୍କ…

ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ

ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ~ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ପ୍ରତୀକ l ତାଙ୍କ ମନ୍ଦିର ଶ୍ରୀମନ୍ଦିର, ଦାଣ୍ଡ ବଡ଼ଦାଣ୍ଡ, ପ୍ରସାଦ ମହାପ୍ରସାଦ, ବାନା ପତିତପାବନ l ଧର୍ମଶାସ୍ତ୍ର, କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ଆଦ୍ୟ ମନ୍ଦିର ନିର୍ମାତା ଥିଲେ ହେଁ ବର୍ତ୍ତମାନ ଆମେ ଯେଉଁ ଶ୍ରୀବତ୍ସ ଖଣ୍ଡାଶାଳ ପ୍ରାସାଦ ଶ୍ରୀମନ୍ଦିର ଦେଖୁଛୁ…

ନବତଳ ପ୍ରାସାଦ

ଲେଖା: ରୁଦ୍ର ନାରାୟଣ ସାହୁ ~ ନବତଳ ପ୍ରାସାଦ ବାରବାଟୀ ଦୁର୍ଗ ~ ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବ ଗୋଟିଏ ପ୍ରକାଣ୍ଡ ନବତଳ ପ୍ରାସାଦ ନିର୍ମାଣ କରାଇ ତହିଁରେ ବାସ କରୁଥିଲେ ଏବଂ ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରାସାଦଟି ଏଡ଼େ ପ୍ରକାଣ୍ଡ ଏବଂ ତାହା ପୁଣି ଧଳାମୁଗୁନି ପଥରରେ ନିର୍ମିତ ହୋଇଥିଲା ।…

ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି

ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି ~ ଓଡ଼ିଆ ଭାଇଭଉଣୀମାନେ ଜାଣିଛନ୍ତି ସେ ଅନ୍ୟାୟର କାହାଣୀ ଯାହା ଏ ଦେଶରେ ଓଡ଼ିଆଙ୍କ ସହିତ ହୋଇଥିଲା ? ଜାଣିଛନ୍ତି ସୁପ୍ରିମ କୋର୍ଟର ପ୍ରଥମ ମକଦ୍ଦମା ଥିଲା ଓଡ଼ିଶା ସମ୍ବନ୍ଧୀୟ, କିନ୍ତୁ ଅନ୍ୟାୟ କରି ଓଡ଼ିଆଙ୍କୁ ସେମାନଙ୍କ ନାର୍ଯ୍ୟ ଦାବି ଦିଆଯାଇ ନଥିଲା  ?…

ଷଢେ଼ଇକଳା ଓ ଖରସୁଆଁ

ଦୀନବନ୍ଧୁ ମିଶ୍ର ~ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣ ~ ବହୁଵର୍ଷ ଧରି ଓଡ଼ିଶାଵାସୀ ଷଢେ଼ଇକଳା ଓ ଖରସୁଆଁ ମିଶ୍ରଣର ଦାବି ଆଗତ କରି ଆସୁଛନ୍ତି। ଵର୍ତ୍ତମାନ ‘ଵନାଞ୍ଚଳ ରାଜ୍ୟଗଠନ ପ୍ରସଙ୍ଗରେ ଏହି ଦାବୀ ପୁନର୍ଵାର ଉତ୍ଥାପିତ ହୋଇଅଛି । ୧୯୪୭ ମସିହା ଡିସେମ୍ବର ଦଶ ତାରିଖ ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କ ଉପସ୍ଥିତିରେ ଗଡଜାତ…

କୁଜଙ୍ଗ

ଲେଖା: ଜିତ ରାଉତ ~ କୁଜଙ୍ଗ ଗଡ଼ ~ ଅତୀତରେ ଉପକୂଳ ଓଡିଶାରେ ଖଣ୍ଡାୟତମାନଙ୍କ ଦ୍ୱାରା ଅନେକ ସାମୁଦ୍ରିକ ଗଡ଼ ଗୁଡିକ ନିର୍ମାଣ ହେଇଥିଲା । ଏହା ଦ୍ୱାରା ଶତ୍ରୁର ଆକ୍ରମଣକୁ ପ୍ରତିହିତ କରିବା ସହିତ ନିଜ ଶକ୍ତିଶାଳୀ ନୌବାହିନୀ ସାହାଯ୍ୟରେ ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ରଗୁଡିକ ଉପରେ ଉପନିବେଶ ସ୍ଥାପନା କରିପାରୁଥିଲେ। ଏହି ସାମୁଦ୍ରିକ ଗଡ଼ମାନଙ୍କ…

କୁରୁମବେଡ଼ା

ଲେଖା: ଅମ୍ବିକା ପଟ୍ଟନାୟକ ~ ଗଗନେଶ୍ୱର ଓ କୁରୁମବେଡ଼ା : ଅତୀତ ଐତିହ୍ୟ ~ ହିନ୍ଦୀରେ ଗୋଟିଏ ଢଗ ଅଛି “ସମୟ ସେ ପେହେଲେ ଔର ଭାଗ୍ୟ କେ ଆଗେ କୁଛ ନହିଁ ମିଲତା” l ଖଡ଼ଗପୁରରୁ ମାତ୍ର ୨୪ କିଲୋମିଟର ଦୂରେ ଐତିହାସିକ “କୁରୁମବେଡ଼ା” ଦୁର୍ଗ l ଦୁଇ ବର୍ଷ ଧରି ଯିବି ଯିବି…

ଆମ୍ବିଳିଝରିର ପ୍ରାଚୀନ କୂଅ

ଲେଖା: ଶ୍ରୀକାନ୍ତ ସିଂହ ~ ଆମ୍ବିଳିଝରିର ପ୍ରାଚୀନ କୂଅ ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…

କନିକା

ଲେଖା: ଦେଵ ତ୍ରିପାଠୀ ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ #କନିକା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରି ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ବ୍ରିଟିଶ ଐତିହାସିକ #ହାମିଲଟନଙ୍କ ପ୍ରଶଂସମୁଖରିତ ବିବରଣୀରୁ ଜଣାପଡ଼େ ! କନିକା ମାଟିର ବୀରତ୍ବର…

କନିକା

ଲେଖା: ଦେଵ ତ୍ରିପାଠୀ ୧୬୦୦ ଖ୍ରୀଷ୍ଟାବ୍ଦ ! ଦୁର୍ଗ-ଜାଲ ଜଡ଼ିତ ଓଡ଼ିଶା ପ୍ରଦେଶ ଭ୍ରମଣରେ ଆସିଥିଲେ ବିଦେଶୀ ପରିବ୍ରାଜକ #ଆବୁଲ_ଫାଜଲ ! ଭୂଖଣ୍ଡର ବିଭିନ୍ନ ସ୍ଥାନରେ ସେ ଦେଖିଥିଲେ ଛୋଟବଡ଼ ଗଡ଼ସବୁ ! ପ୍ରତ୍ୟେକ ଗଡ଼ ଥିଲା ଏକ ଏକ ଗଡ଼ଜାତ ରାଜ୍ୟର ଆଭିଜାତ୍ୟପୂର୍ଣ୍ଣ ରାଜଧାନୀ ! ସୈନ୍ୟସାମନ୍ତ ଅଧ୍ୟୁଷିତ ସେଇ ଗଡ଼ଗୁଡ଼ିକର ଅଧିପତିମାନେ ଥିଲେ…