Physical Address
Sai Samarpanam, Satya Vihar, Bhubaneswar

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଆଜକୁ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ବାଘଶଳା ମଠର ମଠାଧୀଶଙ୍କ ଦ୍ଵାରା ଏକ ତ୍ରିଫଳୀ ତାମ୍ରଶାସନ ହସ୍ତଗତ ହୋଇଥିଲା, ଯେଉଁଥିରେ ଆମେ କଳିଙ୍ଗରେ ତୈଳପ ରାଜବଂଶ କଥା ଜାଣିବାକୁ ପାଉ। ତୈଳପମାନେ ଏକ ଶକ୍ତିଶାଳୀ ଶାସକ ଥିବା ଇତିହାସରୁ ଜଣାଯାଏ। ଏହି ମଠରୁ ମିଳିଥିବା ପଟା ଅନୁସାରେ…

ଲେଖା: ଦେଵ ତ୍ରିପାଠୀ ୧୪୩୫ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ପ୍ରାୟ ୧୫୪୦ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିବା ଓଡିଶା ଇତିହାସର ଗାରିମାମୟ ସୂର୍ଯ୍ୟବଂଶୀ ରାଜାମାନଙ୍କ ଶାସନକାଳର ବହୁ ଅନୁଶାସନ ବା ଖୋଦିତ ଲେଖା ଦକ୍ଷିଣ ପଶ୍ଚିମବଙ୍ଗରୁ ଆରମ୍ଭ କରି ଦକ୍ଷିଣରେ ତାମିଲନାଡୁର ଦକ୍ଷିଣ ଆର୍କଟ ଜିଲ୍ଲା ପର୍ଯ୍ୟନ୍ତ ଏବଂ ଆନ୍ଧ୍ରପ୍ରଦେଶର Warangal, କୁର୍ଣ୍ଣୁଲ ଆଦି ଜିଲ୍ଲାମାନଙ୍କରେ ଆବିଷ୍କୃତ…

ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଶାର ପ୍ରଖ୍ୟାତ ଭୌମକର ରାଜବଂଶରେ ଶୁଭକର ଦେବ ଅପୁତ୍ରିକ ଭାବରେ ପ୍ରାଣତ୍ୟାଗ କଲେ । ତାଙ୍କର ଏକମାତ୍ର ସନ୍ତାନ ଦଣ୍ଡିଦେବୀଙ୍କର ଜନନୀ ଗୌରୀ ଦେବୀ ଉତ୍କଳର ଶାସନଦଣ୍ଡ ଦକ୍ଷତାର ସହିତ ପରିରଳନା କରିଥିଲେ । ଏହି ବଂଶରେ ଏଥିପୂର୍ବରୁ ତ୍ରିଭୂବନ ମହାଦେବୀ ଏବଂ ପୃଥୀ ମହାଦେବୀ ନାମକ ଦୁଇଜଣ ରାଣୀ ଶାସନଦଣ୍ଡ…

ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…

ଲେଖା: ଦେଵ ତ୍ରିପାଠୀ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରଥିପୁର ଗଡ଼ । ଗଙ୍ଗ ଓ ଗଜପତି ରାଜତ୍ୱର ଗୌରବମୟ ଇତିହାସ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଶାଳ ଭୂଖଣ୍ଡ ଏବେ ବି ଅନେକ ପୁରାତନ ଗଡ଼ ଓ କଟକମାନଙ୍କୁ ଧାରଣ କରି ପ୍ରାଚୀନ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଗଜପତି…

ଲେଖା: ଦେଵ ତ୍ରିପାଠୀ ଐତିହାସିକ ନଗର ଯାଜପୁରର ଅନତିଦୂରର ପବିତ୍ର ବୈତରଣୀ ନଦୀ । ନଦୀ ଅପରପାର୍ଶ୍ବରେ ସେଇ ଗୋହିରାଟିକିରି ଗାଁ’ଟି ସିନା ଓଡ଼ିଶା ମାନଚିତ୍ରରେ ଏକ ସାଧାରଣ ରାଜସ୍ୱ ଗ୍ରାମ ଭାବେ ପରିଚିତ, କିନ୍ତୁ ଏ ରାଇଜର ଐତିହାସିକଗଣ ସେ ଗ୍ରାମକୁ ଦେଇଛନ୍ତି ଏକ ଅତୂଲ୍ୟ ସ୍ଥାନ, ଓଡ଼ିଶା ଇତିହାସରେ ! ଯୋଡ଼ହସ୍ତରେ ପ୍ରଣାମ…

ଲେଖା: ଦେବ ତ୍ରିପାଠୀ ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ ରାଜା ହସ୍ତୀପୃଷ୍ଠରେ ବସି ପାରିଧି କରିବା ଥିଲା ପରମ୍ପରା । କଳିଙ୍ଗର ଅରଣ୍ୟ ଥିଲା ବିଶାଳକାୟ ଦନ୍ତୀ (ମାଈ ଦନ୍ତାହାତୀ) ପାଇଁ ପ୍ରସିଦ୍ଧ । ଉତ୍କଳୀୟ ଧର୍ମ,…