Category ଓଡ଼ିଶାର ବରପୁତ୍ର

ପଣ୍ଡିତ କୃପାସିନ୍ଧୁ ମିଶ୍ର

ଲେଖା: ଦେଵ ତ୍ରିପାଠୀ “ଉତ୍କଳର ପୂର୍ବ-ସ୍ମୃତି-ପୂତ, ବାରବାଟୀ ଆଜ ସାଜେ ସଜ୍ଜୀଭୂତ। ଐତିହାସିକ ଏ ଦୁର୍ଗ ବାରବାଟୀ, ବୀର ରକ୍ତପିଣ୍ଡେ ଗଢା ଯାର ମାଟି। ବାରବାଟୀ ଯହିଁ ମନ-ସ୍ମୃତି-ପୋତେ, ବାହିଯାଏ ପ୍ରତିଲୋମେ କାଳସ୍ରୋତେ। କାଳେ କାଳେ କେତେ ଦେଖି ଯେ ଆସିଲା, ନଶ୍ଵର ନରର ଗରିମାର ଲୀଳା !” (କବିବର ରାଧାନାଥ ରାୟ କୃତ ‘ଦରବାର’)…

ଭାରତମଣି

ଲେଖା: ଦେଵ ତ୍ରିପାଠୀ ୧୯୨୨ ମସିହା, ଜୁନ ମାସ, ହଜାରିବାଗ ଜେଲ୍, ବିହାର । ନୂଆ କରି ଜେଲ୍’ର ଦାୟିତ୍ଵ ନେବାକୁ ଆସିଲେ ଭାରତୀୟ (ବିହାରୀ) ଜେଲର୍ ଜଣେ । ଦାୟିତ୍ଵ ଗ୍ରହଣ କରିବା ଦିନ ହିଁ ସେ ଦେଖି ଆଶ୍ଚର୍ଯ୍ୟଚକିତ ହେଲେ, ୨୨ ବର୍ଷୀୟ ଓଡ଼ିଆ ପ୍ରହରୀ ପିଲାଟେ ସବୁ ଭଲମନ୍ଦ ବୁଝୁଥାଏ ଜଣେ…

ଲୋକକବି

ଲେଖା ଦେଵ ତ୍ରିପାଠୀ ୧୯୦୩ ମସିହା । ଶ୍ମଶାନିତ ହୋଇ ସରୀସୃପ ନିଦ୍ରାରେ ଶୋଇ ପଡିଥିବା ଇତିହାସ ପ୍ରସିଦ୍ଧ ଜାତିଟି କଡ଼ ଲେଉଟିବାକୁ ଆରମ୍ଭ କରିଥିଲା। ଯୁଗପୁରୁଷ ମଧୁବାବୁଙ୍କ ପ୍ରଭାବରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୂଲକରୁ ଶୁଭୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟଉତ୍ସ ସାମିଲ ଥିଲେ ସେଇ ମହାସ୍ରୋତରେ !…

ProOdia

ଲେଖା: ଶିଶିର ସାହୁ ମନୋଜ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଯେତେବେଳେ ଆଭ୍ୟନ୍ତରୀଣ ବିରୋଧ ହେତୁରୁ ଦିଗହରା ହୋଇଯାଇଥିଲା, ସେତେବେଳେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଏହା ନବପଥରେ ଅଗ୍ରସର ହୋଇଥିଲା । ମଧୁସୂଦନ ଦାସ ଓଡ଼ିଶାରେ ଓଡ଼ିଆ ମାନଙ୍କ ମଧ୍ୟରେ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଓଡ଼ିଆ ସ୍ଵାଭିମାନୀ ସ୍ଵଭାଵ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ଯୋଉ…

ବାଣପୁର ବିଦ୍ରୋହ

ଲେଖା: ଶିଶିର ସାହୁ ମନୋଜ ସେ ଓଡ଼ିଶାର ଏମିତି ଜଣେ ଯୋଦ୍ଧା ଯିଏ ତିନି ଦିନ ପାଇଁ ବାଣପୁରକୁ ଇଂରେଜ କବଳରୁ ସ୍ବାଧୀନ କରିଦେଇଥିଲେ ! ଏ ଘଟଣାକୁ ବାଣପୁର ବିଦ୍ରୋହ ତଥା ପଞ୍ଚୁଆ ଫତୁରି କୁହାଯାଏ । ୰ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ତାଙ୍କର “ଓଡ଼ିଶାର ସ୍ଵାଧୀନତା ସଂଗ୍ରାମର ଇତିହାସ” ପୁସ୍ତକରେ ବାଣପୁର ବିଦ୍ରୋହ ବା…

ମାନଵଵାଦୀ ଉତ୍କଳମଣି

ଉପସ୍ଥାପନା: ଗଣେଶ ଚନ୍ଦ୍ର ସିଂହ ଓ ଶିଶିର ସାହୁ ମନୋଜ ଅଵକାଶ ଚିନ୍ତା ଓଡ଼ିଆ ଭାଷାର ସାହିତ୍ୟ ସମ୍ଭାରରେ ଏକ ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାରେ ନାନାଦି କାଵ୍ଯ କଵିତା ସଂଗ୍ରହ ସଂକଳନ ରହିଛି କିନ୍ତୁ ତନ୍ମଧ୍ୟରେ ମାନଵଵାଦୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ରଚିତ ଏହି କଵିତା ପୁସ୍ତକଟି ସତରେ ନିଆରା କହିଲେ…

ଭାରତମଣିଙ୍କ ସୂକ୍ତିମାଳା

ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତମଣିଙ୍କ ସୂକ୍ତିମାଳା ଉପସ୍ଥାପନାଟି, ଉତ୍କଳ ସମ୍ମିଳନୀର ଏକ ଅଭିଭାଷଣରେ ଭାରତମଣିଙ୍କ ଦ୍ଵାରା କଥିତ ମୁଖ୍ୟ ମୁଖ୍ୟ ମତରୁ ଆନୀତ । ୧. ଯେଉଁମାନେ ଉତ୍କଳ ଵା ଓଡ଼ିଶାରେ ସମାନ ଆଶା ଆକାଙ୍କ୍ଷା ଧରି ଜନ୍ମ ମରଣରେ ସମ୍ମାନ ଶ୍ରେୟଃ ସ୍ଵାର୍ଥରେ  ଵିଜଡି଼ତ, ସେମାନେ ସମସ୍ତେ ଓଡ଼ିଆ ଜାତି । ୨.…

କୃଷ୍ଣଭଞ୍ଜ

ଲେଖା: ଶିଶିର ସାହୁ ମନୋଜ ଯେତେବେଳେ ସର୍ଵଭାରତୀୟ ସ୍ଥରରେ ସ୍ଵତନ୍ତ୍ରତା ସଂଗ୍ରାମ କ’ଣ ବୋଲି ସାଧାରଣ ଲୋକ ଜାଣିନଥିଲେ ସେତେବେଳେ ସେ ଓଡ଼ିଶାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ଶଂଖନାଦ କରିଥିଲେ । ଯିଏ ଏହି ଶଙ୍ଖନାଦର ଆଦ୍ଯ ଉଦ୍ଘୋଷକ ସେହି ମହାପୁରୁଷଙ୍କ ଜନ୍ମ ଅଵିଭକ୍ତ ଗଞ୍ଜାମର ଘୁମୁସର ରାଜବଂଶରେ ୧୭୧୯ ମସିହାରେ ହୋଇଥିଲା । ତାଙ୍କୁ…

ରାଜା ଆର୍ତ୍ତତ୍ରାଣ ଦେବ

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶା ଇତିହାସର ଯୁଗାନ୍ତକାରୀ ବ୍ୟକ୍ତିତ୍ଵ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଦେବ । ଲୋକେ କୁହନ୍ତି ଗଡ଼ଜାତ ରାଜାମାନେ ଥିଲେ ନିର୍ଦ୍ଦୟ, କରୁଥିଲେ ଅକଥନୀୟ ଅତ୍ୟାଚାର, ତେବେ ଏକଥା କଣ ଠିକ୍ ?? ଇତିହାସର ପୃଷ୍ଠା ଖୋଲିଲେ ଜଣାପଡ଼େ କେବଳ ଦିଲ୍ଲୀ, ଜୟପୁରର ରାଜ୍ୟ ତଥା ରାଜାମାନେ ନଥିଲେ ସମୃଦ୍ଧ, ସାହିତ୍ୟିକ, କଳାପ୍ରେମୀ…

ତୁଳସୀ ଅପା

ଲେଖା: ଶିବାଶିଷ ମହାପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ଆଜିର ଦିନରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ବଣଜଙ୍ଗଲ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କାଇଁଶିରେ ଭାରତ ସ୍ବାଧୀନ ହେବାର ଗୋଟିଏ ମାସ ପୁର୍ବରୁ ଜନ୍ମ ଗ୍ରହଣ କରିଥିଲେ ସେହି ତୁଳସୀ, ଯାହାଙ୍କୁ ସମସ୍ତେ ଜାଣନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା…