Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶିଶିର ସାହୁ ମନୋଜ ଗୋଲାପ ଫୁଲ ଭଳି ଦେଖାଯାଉଥିଵା ଏକ ଜାତୀୟ ବାସହୀନ ପାଦପକୁ ଓଡ଼ିଶାରେ “ଟେବୁଲୁ ଗୋଲାପ” ଫୁଲଗଛ କୁହାଯାଏ । ଏହାର ଵୈଜ୍ଞାନିକ ନାମ Portulaca grandiflora ଅଟେ । Portulacaceae ପାଦପ ପରିବାରର ଏହି ଟେବୁଲୁ ଗୋଲାପ ପୁଷ୍ପଗଛଟି ମୂଳତଃ ଦକ୍ଷିଣ ଆମେରକୀୟ ଗଛ । ପରେ ଏହା ସର୍ଵତ୍ର…
ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେରସ୍ଵଭାଵକଵି ଗଙ୍ଗାଧର ମେହେର ତାଙ୍କର ଏହି “ଵର୍ଷାଋତୁ ପ୍ରତି” କଵିତାରେ କୃପଣ ଜନଙ୍କର ଦୋଷ ବଖାଣି ଅଛନ୍ତି । ସାଗର ଭଳି ଅମାପ ଜଳରାଶି ଥାଇ କି ଲାଭ ଯଦି ତାହା ଲୋକଙ୍କ ତୃଷ୍ଣା ନୀଵାରଣ କରିପାରୁନି । ଯେଡେ଼ବଡ଼ ପ୍ରତିଭାଵାନ ହୋଇଥାଉ ଯଦି ତାହାର ପ୍ରତିଭା ସମାଜର ହିତସାଧନ…
ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ, ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ ଅବା ଜାହାଜିଆ ଶବ୍ଦ, ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ରହିଛି ସ୍ଵତନ୍ତ୍ର ଦିକ୍ଵାଚକ ନାମ । ନିମ୍ନରେ ସେହି ଦିକ୍ଵାଚକ ଶବ୍ଦଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା . . ଗାହି…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାଵରେ ‘ଶ୍ରୀଜୀଉ’ ସମ୍ଭୋଧନ କରାଯାଏ । ଏ ଶବ୍ଦ ସମ୍ବନ୍ଧରେ କେତେକ ଗଵେଷକ ମତଦିଅନ୍ତି ଯେ ମଧ୍ଯଯୁଗରେ ରାମାନନ୍ଦୀ ନିମ୍ବାର୍କ ଆଦି ଵୈଷ୍ଣଵମତ ପ୍ରଚାରକମାନଙ୍କ ପ୍ରଭାବରେ ତାଙ୍କର ବିଷ୍ଣୁଙ୍କୁ “ଶ୍ରୀଜୀ” ସମ୍ବୋଧନଟି ବୋଧହୁଏ ପୂର୍ଵଭାରତରେ “ଶ୍ରୀଜୀଉ” ହୋଇଯାଇଛି । ତେଵେ କେତେ ଶତାବ୍ଦୀ ପୂର୍ଵରୁ ଉତ୍ତରଭାରତରେ ଏହି…
ଲେଖା: ଶିଶିର ସାହୁ ମନୋଜ ସମା ଓ ଶମା ! ଏ ଉଭୟ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ରହିଛି ତେଣୁ ଉଭୟ ଶବ୍ଦର ଅର୍ଥ ଆଧାରରେ ଏ ଶବ୍ଦର ଵ୍ଯଵହାର ହେଵା ଉଚିତ । ସମା ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୁଏ । ?୧. ସମ୍ବତ୍ସର ଵା ଵର୍ଷ: ଏହାର ପ୍ରାକ୍…
ଲେଖା: ଶିଶିର ସାହୁ ମନୋଜ ଆମ ଭାଷାରେ ଇଂରାଜୀର Doctor ଶବ୍ଦଟି ଡାକ୍ତର ହୋଇ ଚଳୁଅଛି । କ’ଣ ଓଡ଼ିଆ ଭାଷାରେ କୌଣସି ଶବ୍ଦ ନାହିଁ ଯେ ଏହି ଵୈଦେଶିକ ଶବ୍ଦଟି ଚଳୁଅଛି ? ନା ! ଆମ ପାଖରେ Doctorର ଭାରତୀୟ ପ୍ରତିଶବ୍ଦ ବହୁତ ଅଛି, ଯଥା: ✓ଅଗଦଂକାର—ଅଗଦଂ ଵା ମନୁଷ୍ଯକୁ ଯେ ନୀରୋଗ…
ଲେଖା: ଶିଶିର ସାହୁ ମନୋଜ ମହରଡା଼କୁ ଢେଙ୍କାନାଳରେ ତାଇ କୁହାଯାଏ ଓ ଏ ଶବ୍ଦ ଦେଓଗଡ଼ ଇତ୍ୟାଦି ଅନ୍ୟ ଗଡ଼ଜାତିଆ ଅଞ୍ଚଳରେ ମଧ୍ୟ ଊଣା ଅଧିକେ ଚଳୁଅଛି । ମହରଡା଼ ଶବ୍ଦର ଅର୍ଥ ଓ ଏହାର ମୂଳ ହଠାତ ଜଣା ପଡୁନଥିଲେ ହେଁ ତାଇ ଶବ୍ଦ ଯେ ଏକ ଓଡ଼ିଆ ଶବ୍ଦ ତାହା ସ୍ପଷ୍ଟ ଉଲ୍ଲେଖ…
ଲେଖା: ଶିଶିର ସାହୁ ମନୋଜ ଓଡ଼ିଆରେ Marriage Engagement କୁ ନିର୍ଵନ୍ଧ କୁହନ୍ତି କିନ୍ତୁ ଏହି ଶବ୍ଦର କେବଳ ଗୋଟିଏ ନୁହେଁ ଅନେକ ଅର୍ଥ ଅଛି । ଚାଲନ୍ତୁ ନିର୍ଵନ୍ଧ ଶବ୍ଦର ସମସ୍ତ ଅର୍ଥ ଆଧାରରେ Marriage Engagement ଅର୍ଥକୁ ପ୍ରକୃଷ୍ଟ ଭାବେ ଏ ଶବ୍ଦ କେମିତି ପ୍ରକାଶ କରିଥାଏ ତାହା ଜାଣିଵା । ନିର୍ଵନ୍ଧ…
ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏକ ପୁସ୍ତକରୁ ସଂଗୃହୀତ ଜାତୀୟତାଵାଦୀ କଵି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି ଜାତୀୟ କଵିତା ! ମାତ୍ର ଏହି ଜାତୀୟ କଵିତାର ନାମୋଲ୍ଲେଖ କେଉଁଠାରେ ହୋଇନାହିଁ ! ~ ଜାତୀୟ କଵିତା ଉଦବୋଧନୀ ~ ଉଡାଇ ନିଶାଣ ବଜାଇ ଭେରୀ ଜଗାଇ ଵିପୁଳ―ପୁଲକ―କମ୍ପ ମନ୍ତ୍ର―ପୂତ―ଅନଳ ଭେଦି ଏ…
ଉପସ୍ଥାପନା: ଶିଶିର ସାହୁ ମନୋଜ ଇୟେ ଆମ ଢଗଢମାଳି କଥା । ■ଯାହାକୁ ନ ଖାଏ ଝିଅ ତାକୁ ଜୋଇଁ ପତରରେ ଦିଅ ।■ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଖୁବ୍ ଚର୍ଚ୍ଚା କରାଯାଇଥାଏ । ତାଙ୍କ ଖାଇଵା ପିଇଵାରେ ଯେମିତି କିଛି ଊଣା ରହି ନ ଯାଏ ସେ ନେଇ ଵିଶେଷ ଦୃଷ୍ଟି ଦିଅାଯାଇଥାଏ। ତେଵେ…