Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଓଡ଼ିଆ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବତୀଖୁଣ୍ଟ ସଦୃଶ। ଡଃ ମାୟାଧର ମାନସିଂହଙ୍କ ଭାଷାରେ “ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଅନାବାଦୀ ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ…
ସୌରଭିତ ସୃଷ୍ଟି: ଜ୍ଞାନସିଦ୍ଧ ବ୍ୟାସକବି ଫକୀରମୋହନ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତି ଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ ! ତେବେ ଏ…
~ ୧୫ ଅଗଷ୍ଟ ୧୯୪୭ ~ ସୌରଭିତ ସୃଷ୍ଟି: ପଦ୍ମଶ୍ରୀ ଡ. ସଚ୍ଚି ରାଉତରାୟ ଦୀର୍ଘ ଶତାବ୍ଦୀର ଔପନିବେଶିକ ଶାସନାଧୀନ ରହି ନାନାବିଧ ଘଟଣାଘଟଣରେ ଭାରତୀୟ ସଭ୍ୟତାର ପଟ୍ଟପରିବର୍ତ୍ତନ ହେଇ ସାରିଥାଏ। ପ୍ରଥମେ ଦୁର୍ଦ୍ଧର୍ଷ ଜେନେରାଲ୍ ରବର୍ଟ କ୍ଲାଇଭଙ୍କ ସହ ମିଶି ବିଶ୍ଵାସଘାତକ ସାଜିଥିଲେ ମୀର୍ ଜାଫର୍, ବଙ୍ଗ ନବାବଙ୍କ ସେନାଧ୍ୟକ୍ଷ। ଏହି ବିଶ୍ଵାସଘାତକର ରାଜ୍ୟ-ପିପାସାର…
~ ଚରମପତ୍ର ~ ସୌରଭିତ ସୃଷ୍ଟି: ବିପ୍ଳବୀ କବି ରବି ସିଂ ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ! ଆଗାମୀ ଚବିଶ ଘଣ୍ଟା ଭିତରେ ଆଗାମୀ କାଲିର ଏହି ପ୍ରଭାତରେ ଖାଲିକର ତମେ ଗୋଲୋକ-ସିଂହାସନ ଘେନ ଭଗବାନ, ଚରମ ପତ୍ର ଘେନ।ଛାଡିଦିଅ ତୁମ ହାତରୁ ବିଶ୍ଵ-ସଂସାର-ଦଣ୍ଡ, ଡୋରି! ନହେଲେ…
ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଉତ୍କଳ ସମ୍ମିଳନୀରେ ଗାନ ହେବା ନିମିତ୍ତ ଏହି ଗୀତିକା ରଚନା କରିଥିଲେ କବିବର ରାଧାନାଥ ରାୟ । ୧୯୦୮ ମସିହା ଏପ୍ରିଲ ମାସରେ ପୁରୀ ନଗରୀରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ତିନି ପଦ ଯୁକ୍ତ ହୋଇଥିଲା ଏହି ଭାରତ ଗୀତିକାରେ…
ସୌରଭିତ ସୃଷ୍ଟି: ଡ଼ଃ ମାୟାଧର ମାନସିଂହ କବିଭୂମି, ଶିଳ୍ପଧାତ୍ରୀ ତୁହିଟି ମା’ ! ବିଶ୍ଵେ ଗରବିଣୀ ! ବୀରମାତା ଉତ୍କଳ ଜନନୀ । ଆଦିମ ତାପସ ଗର୍ଭୁ ଯେବେ ଗୋ ମା’ ବିକାଶ ତୋହରି, ପ୍ରଥମ ଚୂମ୍ବନ – ବ୍ରୀଡା ରବି ଦେଲା ତୋ ଅଙ୍ଗରେ ଭରି, ଆସିଲା ବସନ୍ତ ତହୁଁ କରିବାକୁ ତୋ ବକ୍ଷରେ…
ସୌରଭିତ ସୃଷ୍ଟି: ଭକ୍ତ ସାଲବେଗ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନକୁ କର ଦଳନ ।।୧।। ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ …
ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ଗଙ୍ଗାଧରଙ୍କ ଭାଷାପ୍ରେମ ଓ ଜାତିପ୍ରେମର ପଟାନ୍ତର ନାହିଁ । ଏହି ପର୍ଯ୍ୟାୟରେ ତାଙ୍କୁ କାହା ସହିତ ତୁଳନା କରିହୁଏ ନାହିଁ । ସେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ଆଦର୍ଶରେ ଦୀକ୍ଷିତ ବ୍ୟକ୍ତିତ୍ୱ ଥିଲେ । ସେଥିପାଇଁ ଆଲୋଚକମାନେ ତାଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ଯେଭଳି ସାଦୃଶ୍ୟ ଦେଖନ୍ତି,…
ସୌରଭିତ ସୃଷ୍ଟି: ସୁରଙ୍ଗିଗଡ଼ ରାଜା ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେବ (Chandrachudamani Raja Harichandana Jagaddeba of Surangi Gada) କରି ତୋତେ ଭରସା କାହିଁକି ଏ ଦୁର୍ଦ୍ଦଶା କରାଉଅଛି ଲୋକହସା, କରିଅରିବାହିନୀ କିଞ୍ଚିତେ ଚିତ୍ତେଘେନି କୃପାମ୍ବୁ ମୋ ପରେ ବରଷା, ଗୋ କ୍ରୁରାଶିନୀ ।।କରୁଣାମୟୀ ତ ବୋଲାଉ କାର୍ପଣ୍ୟଜନ ଠାରେ ଆଉ। କଲେ ଅଣ ଆଦର,…
ସୌରଭିତ ସୃଷ୍ଟି: ନିତ୍ୟାନନ୍ଦ ମହାପାତ୍ର ସିପାହୀବିଦ୍ରୋହର ପୁନଃ ଅଭିନୟ, ଇତିହାସର ପୁନଃ ପାରାୟଣ, ସେଦିନ ବମ୍ବେର ବୁକୁ ଉପରେ ଉନ୍ମାଦନା ସୃଷ୍ଟିକଲା । “ୟୈ କାଲା ହିନ୍ଦୁସ୍ଥାନୀ, ଏଇ କଳା ଭାରତୀୟମାନେ କେବଳ ମରିଜାଣନ୍ତି ଭୋକର ତାଡ଼ନାରେ, କେବଳ ଗୋଲାମୀ କରିଜାଣନ୍ତି ସ୍ବାଚ୍ଛନ୍ଦ୍ୟର ମୋହରେ . . ଶ୍ଵେତାଙ୍ଗର ଆଜ୍ଞାବହ ହୋଇପାରନ୍ତି ଆପଣା ବୀରତ୍ୱର ମୂଲ୍ୟରେ…