Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆମ ଭାଷାରେ Unmarried/Young girlsଙ୍କ ପାଇଁ ଅନେକ ଶବ୍ଦ ଅଛି, ଯେମିତିକି ଯୁବତୀ, ତରୁଣୀ, ନବୀନା, ନବଯୌବନା ଆଦି । କିନ୍ତୁ ଏସବୁ ଶବ୍ଦ ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ଚଳୁଅଛି । ତେବେ ଓଡ଼ିଆରେ ଗୋଟିଏ ଶବ୍ଦ ଅଛି ଡିଣ୍ଡା ବା ଦିଣ୍ଡା, ଯାହା…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଦ୍ରୋଣ ଶବ୍ଦକୁ ବୁଝିବାକୁ ହେଲେ ତାହାର ନିରୁକ୍ତୀ ବିଜ୍ଞାନକୁ ବୁଝିବାକୁ ହେବ । ଏ ଶବ୍ଦଟି ‛ଦ୍ରୁ ଧାତୁ’ ସହ ‛ଣ’ ଯୁକ୍ତ ହୋଇ ଗଠିତ ହୋଇଛି । ‘ଦ୍ରୁ’ ଧାତୁର ଅନେକ ଅର୍ଥ ମଧ୍ୟରେ ଦୁଇଟି ମୁଖ୍ୟ ଅର୍ଥ ହେଉଛି ୧. ଗମନ କରିବା ୨.…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କିଛି ଲୋକ ସାରଳା ଦାସଙ୍କୁ ଓଡ଼ିଆ ଭାଷାର ଜନକ କହି ବୁଲୁଛନ୍ତି ! ମାତ୍ର ଏହା ଠିକ୍ ନୁହେଁ ! ପ୍ରାକୃତିକ ଭାଷାକୁ ପ୍ରାକୃତ କୁହାଯାଏ ସେଥିପାଇଁ ଜଗନ୍ନାଥ ଦାସ ଆଦି ଅନେକ କବି ଓଡ଼ିଆ ଭାଷାକୁ ପ୍ରାକୃତ ବିବେଚିତ କରିଛନ୍ତି ! କୃତ୍ରିମ ଭାଷାଗୁଡ଼ିକୁ ଜଣେ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ଆଲୋ ମୁକୁତି ! ଗୁରୁଵାର ଦିନ ହବୁ ପୋଖତି ପୁଅ ନାଆଁ ଦବୁ ଚକରଧର ମୁତି ପକେଇଵ ଚର୍ ଚର୍ ।” ଏ ଢଗର ଅର୍ଥ କ’ଣ ହେଇପାରେ ? ମୋତେ ତାହା ଜଣା ପଡିନାହିଁ ତେଵେ ଅନୁମାନ କରାଯାଉ ଏ ଢଗର କ’ଣ ସମ୍ଭାଵିତ ଅର୍ଥ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମନରେ ବେଳେବେଳେ ପ୍ରଶ୍ନ ଆସେ ଯେ ଭାରତଵର୍ଷରେ ଵିଶେଷତଃ ଆମ କଳିଙ୍ଗଦେଶରେ ନାଆଁ ଓ ସାଙ୍ଗିଆ ମଝିରେ କୁମାର କାହିଁକି ଲଗାଯାଇଥାଏ । ଉଦାହରଣ ସ୍ୱରୂପ: *ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ *ପଵନ କୁମାର ପାତ୍ର ଇତ୍ୟାଦି ଇତ୍ୟାଦି… ସାରା ଭାରତରେ ଏଭଳି ନାମକରଣ ପ୍ରକ୍ରିୟା ସବୁଠାରୁ ଅଧିକ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ବାଳୁଙ୍ଗା ତ ବାଳୁଙ୍ଗା ଏ ଦଣ୍ଡା ବାଳୁଙ୍ଗା ପୁଣି କିସ ?” ଏହାର ଉତ୍ତର ଜାଣିଵାକୁ ହେଲେ ପ୍ରଥମେ ଆମ ଭାଷାର ଏହି ଦୁଇଗୋଟି ଶବ୍ଦ ଦଣ୍ଡା ଓ ବାଳୁଙ୍ଗାର ଅନୁଶୀଳନ କରିଵାକୁ ହେଵ । ଆମ ଭାଷାରେ ନୀଵାର ଧାନକୁ ବାଳୁଙ୍ଗା କୁହାଯାଏ ତେବେ ଏ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପୁରାଣରେ ସୁରାକୁ ଦେବତାଙ୍କର ଏବଂ ମଦୀରାକୁ ରାକ୍ଷସଙ୍କର ନିଶାପାନୀୟ ଦ୍ରବ୍ୟ କୁହାଯାଇଛି । ତେବେ ଏ ଉଭୟ ପ୍ରକାରର ମଦ୍ୟ ଭାରତୀୟ ପ୍ରଜା ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । କିଛି ଆତ୍ମମୁଗ୍ଧ ବ୍ୟକ୍ତିବିଶେଷ ମଦ୍ୟ ବିଷୟରେ କିଛି ନଜାଣି ତାହାକୁ ବୈଦେଶିକଙ୍କ ଦ୍ବାରା ଭାରତ ଆଣି…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଶାର ସବୁ ଅଞ୍ଚଳରେ କିଛି ନା କିଛି ସ୍ବତନ୍ତ୍ର ଢ଼ଗ ଚଳୁଅଛି ଯାହା ସେହି ଅଞ୍ଚଳ ମଧ୍ଯରେ ସୀମିତ ରହିଯାଇଥାଏ ! ଆମ ଗ୍ରାମ ପଞ୍ଚାୟତ କନ୍ତିଓ ପୁଟସାହିରେ ମଧ୍ଯ ସେହିପରି ଏକ ଢ଼ଗ ଚଳୁଅଛି, ଯେପରି କି, “ଭଲ ନା ଭାଲିଆତଇଳା” । ଯେତେବେଳେ ବ୍ଯକ୍ତିବିଶେଷ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଅବଶୋଷ, ଅବଶୋଶ ନା ଅବସୋସ ! ଏଠାରେ କେଉଁ ଶବ୍ଦଟି ଠିକ ନିର୍ଣ୍ଣୟ କରିବା ସହଜ ନୁହେଁ । ହିନ୍ଦୀରେ ଅଫସୋସ୍ ଲେଖାଯାଏ, ଯାହାକି ପାର୍ସୀ ଭାଷାରୁ ଆନୀତ ହୋଇଥିବା ଅନେକ ଉତ୍ତର ଭାରତୀୟ ଭାଷାଵିଦ ମତ ଦିଅନ୍ତି । ପ୍ରଥମେ ଦେଖିବାକୁ ହେବ ଯେ କ’ଣ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଜାତୀୟ ଭାଷା ଓଡ଼ିଆ ! ନିଶ୍ଚିତ ଭାବେ, ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ”କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ…