Physical Address
Sai Samarpanam, Satya Vihar, Bhubaneswar

ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ ଆଜି ଯଦି ଗୋପବନ୍ଧୁ ଥାଆନ୍ତେ ? ଆଜି ସତ୍ୟସାଧକ ଦେବାତ୍ମା ଗୋପବନ୍ଧୁ ଥିଲେ, ହୁଏତ ଜଣେ ନକ୍ସଲ ଭାବେ ଆମେ ତାଙ୍କୁ ଦେଖୁଥାଆନ୍ତୁ, ଆଜି ସମାଜରେ ଗୋପବନ୍ଧୁ ନିଜର ମାନମହତ ହରେଇଥାଆନ୍ତେ । ଏବେ ଏହା ଆମ ମନରେ ଏକ ପ୍ରଶ୍ନବାଚୀ । ଏହି କ୍ରମରେ ଓଡ଼ିଆଭାଷା…

ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ ମଣିଷ କୁଆଡେ ଦେଖିବାକୁ ଭଗବାନଙ୍କ ପରି, ସେଥିପାଇଁ ତ ତା’ର ଏତେ ଆସ୍ଫର୍ଦ୍ଧା । ସେଥିପାଇଁ ତ ସେ କରିପାରେ ଦେବତାଙ୍କ ବିଭାଗୀକରଣ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ, କର୍ମ ଓ ଧର୍ମର ଦ୍ୱାହିରେ । ଦେବତାଙ୍କୁ ସେ ବାନ୍ଧିପାରେ ଚାରିକାନ୍ଥର ଚଉହଦୀ ଭିତରେ । ତେବେ…

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଓଡ଼ିଆ ଜାତିର ସେ ଘଡିସନ୍ଧି ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା କେତେ କେତେ ଜାଗରଣର କବିତା, ଯାହା ଉତ୍କଳୀୟ ନବଜାଗରଣର ତୂର୍ଯ୍ୟନାଦ ଭଳି ପ୍ରତିଧ୍ୱନିତ ହେଉଛି ଏ ଯାବତ । ସ୍ବଭାଷା, ସାହିତ୍ୟ, କବିତା, ନାଟକ, ଉପନ୍ୟାସର ଆତ୍ମବିକାରେ ଏକ ଜାଗୃତିର ହିଲ୍ଲୋଳ ପ୍ରବାହିତ ହେଲା ଓଡ଼ିଶା ମାଟିରେ । ସେସବୁ…

ସୌରଭିତ ସୃଷ୍ଟି: ବିଛନ୍ଦ ଚରଣ ପଟ୍ଟନାୟକ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବିଶ୍ଵର ବିସ୍ମୟ। ସେ ସୂକ୍ଷ୍ମ ନା ସ୍ଥୂଳ, ସାକାର ନା ନିରାକାର, ସଗୁଣ ନା ନିର୍ଗୁଣ, ବେଦାନ୍ତର୍ଗତ ନା ବେଦ ରହିତ ଏ ସବୁର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଅଲୌକିକ ବିଗ୍ରହ, ଅପରୂପ ପରିପ୍ରକାଶ ପାଖରେ ଯୁଗ ଯୁଗ ଧରି ମୁନିଋଷି, ଭକ୍ତ, ସାଧକ, ଭାବୁକ,…

ଉପସ୍ଥାପନା: ଦେଵ ତ୍ରିପାଠୀ ଗଭୀର ବୈଷ୍ଣବତତ୍ତ୍ଵ ସମ୍ବଳିତ ଗ୍ରନ୍ଥ ଆମରି ଓଡ଼ିଆ ଭାଗବତ । ସମାଜରେ ସଂହତି, ସମନ୍ୱୟ ରକ୍ଷାରେ ଏହାଠାରୁ ବଳି ବଡ଼ ସାଧନ ଅତୀତ କାଳରେ କିଛି ନ ଥିଲା । ବ୍ୟାସଦେବକୃତ ସଂସ୍କୃତ ବ୍ୟତୀତ ପୂର୍ବରୁ ଅର୍ଥାତ୍ ଷୋଡ଼ଶଶତାବ୍ଦୀ ପୂର୍ବରୁ, ଅନ୍ୟଭାଷାରେ ଭାଗବତ ନ ଥିଲା । ସଂସ୍କୃତ ଭାଷାର ଭାଗବତ…

ଲେଖା: ଶିଶିର ସାହୁ ମନୋଜ ଆମ ଲୋକସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମ ଢଗଢମାଳି । “ଚାନ୍ଦରେ କଳଙ୍କ ସୂରୁଜ ଖୁଣଲୋ ଦରିଆ ପାଣିତ ଲୁଣିଆ କିଏ ଅକଳଙ୍କୀ ରହିଛି ଏଡେଲୋ ହୋଇକି ଅନ୍ଧାରକଣିଆ ।” ଚନ୍ଦ୍ର ଶୀତଳତା ପ୍ରଦାନ କରେ, କିନ୍ତୁ ତା’ ଦେହରେ ଦାଗ। ସୂର୍ଯ୍ୟ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ।…

ଲେଖା: ଶିଶିର ସାହୁ ମନୋଜ ଶ୍ରୀଵିଷ୍ଣୁଙ୍କର ଅଷ୍ଟମ ଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା କରାଗଲା । ୧. ଶ୍ରୀକୃଷ୍ଣଙ୍କ ଶରୀରର ଵର୍ଣ୍ଣ କଳା ଥିଲା । ଅନେକଙ୍କ ମତରେ କୃଷ୍ଣ ଶ୍ଯାମଳଵର୍ଣ୍ଣ ଥିଲେ ତେଣୁ ସେ…

ଉପସ୍ଥାପନା: ସୁକାନ୍ତି ସାହୁ ସନ୍ଥକବି ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ ଓଡ଼ିଆ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ଈଶ୍ୱର ବିଶ୍ବାସୀ, ଶୂନ୍ୟ ସିଦ୍ଧାନ୍ତ ତଥା ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା ଭୀମଭୋଇଙ୍କ ଭକ୍ତିରସାତ୍ମକ ଭଜନ, ଜଣାଣ ଗୁଡ଼ିକ ଯେତିକି ଭାବପୂର୍ଣ୍ଣ ସେତିକି ଦାର୍ଶନିକ ଚିନ୍ତା ଓ ଚେତନାର ପରିପ୍ରକାଶ। ଈଶ୍ବରଙ୍କ ପାଦପଦ୍ମରେ ନିଜକୁ ସମର୍ପିତ କରି ସେ ଉଦ୍ଦାମ…

ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ ନିଜର ବାଲ୍ୟଜୀବନରେ ବହୁ ଘାତପ୍ରତିଘାତ ମଧ୍ୟରେ ଜୀବନ ଜିଇଁଥିଲେ ଗଙ୍ଗାଧର ମେହେର। ନିଜେ ଲେଖିଛନ୍ତି “ମୁଁ ସ୍କୁଲରେ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ ସାମାନ୍ୟ କୁରୁତା ଖଣ୍ଡେ କରି ପାରିନଥିଲି। ଖଣ୍ଡେ ଶାନ୍ତିପୁରୀ ଚାଦର ଅତ୍ୟନ୍ତ ମ୍ଳାନ ହେବା ପର୍ଯ୍ୟନ୍ତ ବ୍ୟବହାର କରିବାକୁ ପଡ଼ୁଥିଲା। ହାକିମ ଆସିବା ଦିନ ସମସ୍ତେ କୁରୁତା…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ଶବ୍ଦର ବ୍ୟାଖ୍ୟା: କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ ଏ ଶବ୍ଦର ସଂସ୍କୃତ ବିଶେଷ୍ୟ ହିସାବରେ ଯେଉଁ ଅର୍ଥ ସବୁ ଭାଷାକୋଷରେ ଅଛି ତାହା ଏଠାରେ ଦିଆଗଲା …. ୧●ସାନୁ; ପର୍ବତର ମଧ୍ୟଦେଶ★ ୨● ବଳୟ; ହାତଖଡ଼ୁ ୩●ଗୋଡ଼ଖଡ଼ୁ ୪●ଚକ୍ର ★ ୫● ନଗର; ରାଜଧାନୀ★ ୬●ସୈନ୍ୟ★ ୭●…