Category ଭାଷା ଓ ସାହିତ୍ୟ

କୁଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କୁଆ ଓ ତତ୍ ସମ୍ବନ୍ଧୀୟ ଅନ୍ୟ ଓଡ଼ିଆ ଶବ୍ଦ ~ କାକ ଵା କାଉର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ କୁଆ । ପୁଣି ଲକ୍ଷଣାର୍ଥ କୁଆ ପରି ଗୋଳମାଳ ଗଣ୍ଡଗୋଳ ହୋହଲ୍ଲା କରିଵା ଵ୍ୟକ୍ତିକୁ ମଧ୍ୟ କୁଆ କୁହାଯାଏ । ଯେଉଁମାନେ ଅଇଁଠା ଓ ଅମେଧ୍ଯ…

ଦୀପାଵଳି

ଲେଖା: ଶିଶିର ମନୋଜ ସାହୁ ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ’ଣ ! ୧. ଦୀପାବଳୀ ୨. ଦୀପାବଳି ୩. ଦିପାବଳୀ ୪. ଦିପାବଳି ୫. ଦୀପାୱଳୀ ୬. ଦୀପାୱଳି ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍…

ଆମ ଲୋକସାହିତ୍ୟ

ଉପସ୍ଥାପନା : ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ “ଜହ୍ନିଫୁଲ ଠୋ ଠା, କାକୁଡିଫୁଲ ଠୋ ଠା, ଗୁଣ୍ଡୁଚିମୂଷା କହିଯାଇଛି, ଚାଉଳ ମୁଠେ ରଖିଥା” ।। #କୁଆଁର_ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀଝିଅଙ୍କ ମନ !…

ଆମ ଲୋକସାହିତ୍ୟ

ଉପସ୍ଥାପନା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ:  ~ ଇଏ କୋଉ ଅସିଆ କାଳର ମସିଆ କଥା ! ଆମ ଓଡ଼ିଆ ଘରର ଝିଅ ବାହାଘର ! ଝିଅ ବିଦା ହବ ! ଏ ଯାଏଁ ବଢ଼ିଆସିଥିବା ଗୋଟେ ଆପଣାର ପରିବେଶ, ଅନ୍ତରଙ୍ଗ ଆସରକୁ ପରକରି ଚାଲିଯିବ ଝିଅ ! ସବୁ ଅଳିଅର୍ଦ୍ଦଳି, ଅଭିଯୋଗ ଶୁଣୁଥିବା,…

ମାଣ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଆ ଭାଷାର ମାଣ ଶବ୍ଦ ; ଏକ ଆଲୋଚନା ~ ଓଡ଼ିଶାରେ ଲୋକେ ଵିଶ୍ଵାସ କରନ୍ତି ଯେ #ମାଣ ଶବ୍ଦଟି ସିଂହଭୂମି ଅଞ୍ଚଳର ଶବ୍ଦ ମାଣକି (କୋହ୍ଲ ସମ୍ପ୍ରଦାୟର ଗ୍ରାମମୁଖ୍ୟ ବା ମୁଣ୍ଡା ସର୍ଦ୍ଦାରଙ୍କୁ ମାଣକି କହନ୍ତି) ରୁ ସୃଷ୍ଟି ହୋଇଅଛି । ଅର୍ଥାତ୍ ମାଣକି…

ଶୂନ୍ୟ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ “ଶୂନ୍ୟ ‘୦’ ସଂଖ୍ୟା” ~ ଆଜଟେକ୍ସ, ଇନକା ଓ ଇଜିପ୍ଟର ପ୍ରାଚୀନ ମାନଵ ସଭ୍ୟତାରେ ମଧ୍ୟ ଶୂନ୍ୟ ଆକାରର ଵିଭିନ୍ନ ଚିହ୍ନ ଆଵିଷ୍କାର ହୋଇଥିଲା । ପ୍ରାଚୀନ ଇଜିପ୍ଟରେ nfr (?) ବୋଲି ଏକ ଚିହ୍ନ ଵ୍ୟଵହାର ହେଉଥିଲା । ପ୍ରାଚୀନ ଇଜିପ୍ଟରେ ଏହାକୁ Nefertiti,…

ବାଘ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଶା, ଓଡ଼ିଆ ଓ ବାଘ ~  ପରଜା ଉପନ୍ୟାସରେ ଗୋପୀନାଥ ମହାନ୍ତି ‘ବାଘଡୁମ୍ମା’ ବୋଲି ଏକ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି, ❛❛ଦି ପହରେ ବାଘଡୁମ୍ମା ବୁଲେ । ଯେତେ ଲୋକଙ୍କୁ ବାଘ ଖାଇଥାଏ, ତାଙ୍କରି ପ୍ରେତ ସେ । ପିଲାପରି ଚେହେରା, ମାଈ ଅଣ୍ଡିରା…

ଦିନବନ୍ଧୁ ଓ ଦୀନବନ୍ଧୁ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଦିନବନ୍ଧୁ ଓ ଦୀନବନ୍ଧୁ ~ ଓଡ଼ିଆ ସାହିତ୍ୟାକାଶରେ ବିଜୁଳି ଓ ଇନ୍ଦ୍ରଧନୁ କଳିର ସୁତ୍ରପାତ ହୋଇଯାଇଥାଏ । ଗୋଟିଏ ପଟେ ଇନ୍ଦ୍ରଧନୁରେ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମର୍ଥନରେ ଲେଖା ବାହାରୁଥିଵା ବେଳେ ବିଜୁଳୀ ପକ୍ଷରୁ ଆଧୁନିକ ସାହିତ୍ୟିକ କଵିଵର ରାଧାନାଥ ରାୟଙ୍କ ସମର୍ଥନରେ ଲେଖା ପ୍ରକାଶିତ…

ଆମ ଲୋକସାହିତ୍ୟ

ଲେଖା: ଶୁଭ ରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ “ଆ ଜହ୍ନ ମାମୁଁ ଶରଦଶଶୀ ମୋ କୁନା ହାତରେ ପଡ଼ ତୁ ଖସି . . “, ମା’ର ପିଲାକୁ କୋଳରେ ଝୁଲେଇ ଜହ୍ନ ଦେଖେଇ ଖୋଇଦେବାର ଦୃଶ୍ୟ ! ଆହା ! ଏଥିରେ ମା’ର ମମତା ଯେତିକି ପରିଦୃଶ୍ୟ, ଜହ୍ନକୁ ନେଇ ତାର…

ଆମ ଲୋକସାହିତ୍ୟ

ଲେଖା: ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ (ଭାଗ ୩) “ନଣନ୍ଦ ଗୋରୀ, ଚଉ ପାହାରୀ ବସିଥାଏ ପାଆ ଭାଗେ, ଟିକିନିଖି କରି ଫୋଡ଼ି ଦେଉଥାଏ ଭାଇ ଘଇତାର ଆଗେ !” ଇସ ! କି ଅବାଗିଆ କଥାଗୁଡ଼ା ! ! ସାଧାରଣତଃ ଏଇଭଳି ଘୃଣାଭରା ମନ୍ତବ୍ୟ ମିଳେ ଆମ ଶିକ୍ଷିତ ଓଡ଼ିଆଙ୍କ ଠାରୁ…