Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ କେତେକ ପାଶ୍ଚାତ୍ୟ ଐତିହାସିକମାନଙ୍କ ମତରେ Johann Zahn ସର୍ଵପ୍ରଥମେ ୧୬୮୫ରେ କ୍ଯାମେରା ଯନ୍ତ୍ରର ଡିଜାଇନ୍ ପ୍ରସ୍ତୁତ କରିଥିଲେ କିନ୍ତୁ ପ୍ରଥମ ଚିତ୍ରୋତ୍ତଳନ Joseph Nicephore Niepceଙ୍କ ଦ୍ଵାରା ୧୮୧୪ ମସିହାରେ ହୋଇଥିଲା (ଏଇ ଵର୍ଷ ଭାରତରେ ପ୍ରଥମକରି ରେଳ ଚଳିଥିଲା ଆଉ ଏପଟେ ଓଡ଼ିଶାରେ ବଙ୍ଗାଳି ଜମିଦାରମାନେ ସୂର୍ଯ୍ୟାସ୍ତ ଆଇନ୍…

ଉପସ୍ଥାପନା: ଶିଶିର ସାହୁ ମନୋଜ ଏ ମିଠାକୁ ପଶ୍ଚିମ ଓଡ଼ିଶାରେ ଗୁଜିହା ଓ କାନମୁଡା଼ କୁହନ୍ତି । ଗୁଜିହା ଶବ୍ଦର ମୂଳ ଅସ୍ପଷ୍ଟ ପୁଣି ଉତ୍ତର ପ୍ରଦେଶରେ ମଧ୍ୟ ଗୋଜିହା ଶବ୍ଦଟିଏ ଏ ମିଠାର ନାମାର୍ଥେ ଚଳୁଥିଵାର ଜଣାଯାଏ । ଏ ମିଠାର ଅନ୍ଯତମ ନାମ କାନମୁଡା଼ ଅଟେ । ବହୁତ ସମ୍ଭଵ ମିଠାଟି କାନମୁଣ୍ଡା…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶା ତଥା ଏହାର ଵିଚ୍ଛିନ୍ନାଞ୍ଚଳରେ ପିଜୁଳି ଫଳର ସହସ୍ରାଧିକ ନାମ ଚଳୁଅଛି । ପ୍ରତ୍ୟେକ ଜିଲ୍ଲାରେ ପିଜୁଳି ପାଇଁ ଅନ୍ତତଃ ଦୁଇଗୋଟି ନାଆଁ ନିଶ୍ଚୟ ମିଳିଯାଏ । ଧରନ୍ତୁ ଆପଣ ସାରା ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ତେଵେ ପ୍ରତ୍ୟେକ ଅଞ୍ଚଳର ଲୋକେ ଆପଣଙ୍କୁ ପିଜୁଳିକୁ ଭିନ୍ନ ଭିନ୍ନ ନାଆଁରେ ଜାଣିଥିଵାର…

ଲେଖା: ଶିଶିର ସାହୁ ମନୋଜ ଦୂରଵର୍ତ୍ତୀ ଵାତ୍ଯାର କ୍ଷୀଣ ପ୍ରକୋପକୁ ଗଞ୍ଜାମ ଜିଲ୍ଲାର ଉପକୂଳଵର୍ତ୍ତୀ ଅଞ୍ଚଳରେ ଝଜ କୁହନ୍ତି । ସମ୍ଭଵତଃ ଏ ଶବ୍ଦଟି ଝଞ୍ଜା ଶବ୍ଦ ସହିତ ସମଦ୍ଧୃତ । ଝଜ ଏକ ଵିଶେଷ୍ଯ ଶବ୍ଦ ଭାଵେ ଵ୍ଯଵହୃତ ହୋଇଥାଏ ଠିକ୍ ସେଇଭଳି ଝଞ୍ଜା ଶବ୍ଦ ବି ଏକ ଵିଶେଷ୍ଯ ଶବ୍ଦ ଅଟଇ ।…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ ଓଡ଼ିଶାରେ ଵିଭିନ୍ନ ପ୍ରକାରର ଗୁପ୍ତଭାଷା ରହିଛି । ସାଧାରଣ ଭାଷା ଠାରୁ ଏଗୁଡ଼ିକ ସାମାନ୍ୟ ଦୁର୍ଵୋଧ ଫଳରେ କୋୖଣସି ଗୁପ୍ତ ଵିଷୟ ପରସ୍ପରରେ କଥୋପକଥନ ସମୟରେ ତୃତୀୟ ଵ୍ୟକ୍ତି ହଟାତ୍ ବୁଝିପାରେ ନାହିଁ । ଇଂରାଜୀରେ ଏଭଳି ଭାଷାକୁ Cypher Language…

ଉପସ୍ଥାପନା: ଶିଶିର ସାହୁ ମନୋଜ ଗୋଣ୍ଡି ପୁନେମ ଦର୍ଶନ ଅନୁସାରେ ଗୋଣ୍ଡି ଭାଷାର କିପରି ଉତ୍ପତ୍ତି ହୋଇଛି ତାହାର ପରିଚୟ ମିଳିଥାଏ । ଏଥିରେ ଉଲ୍ଲେଖ ରହିଛି ଯେ ଶମ୍ଭୁଶେକଙ୍କର ଡମ୍ଵରୁରୁ ଗୋଣ୍ଡି ଭାଷା ଉତ୍ପନ୍ନ ହୋଇଛି । ଏହି ଶମ୍ଭୁଶେକ ବହୁତ ସମ୍ଭଵ ଶିଵଶଙ୍କର ଭଗବାନଙ୍କ ଵ୍ଯତୀତ ଆଉ କେହି ନୁହନ୍ତି । କୁହାଯାଏ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଆମଭାଷାରେ ଗୋଟିକିଆ ଅକ୍ଷରଯୁକ୍ତ ଶବ୍ଦରେ ମାତ୍ରା ବଦଳିଗଲେ ଅର୍ଥ ମଧ୍ୟ ବଦଳିଯାଏ । ନିମ୍ନରେ ଵର୍ଗ୍ଯ ‛ବ’ ରେ ଏହି ପ୍ରକ୍ରିୟାର ଉଦାହରଣ ପ୍ରଦାନ କରାଗଲା । ବ ― ୧. ବଅ ଵା ବସ; ବସ କ୍ରିୟା ଶବ୍ଦର ଏକ ରୂପ ୨. ପାନଗଛର ଚେର…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ବ୍ରାହ୍ମୀଲିପି ଵର୍ଣ୍ଣମାଳା ସମୂହ ଓ ସ୍ଵରଵର୍ଣ୍ଣର ପ୍ରଥମ ଅକ୍ଷର ହେଉଛି ‘ଅ’ ! ଏହା ବ୍ରାହ୍ମୀଲିପିରୁ ଜାତ ଅଧିକାଂଶ ଆଧୁନିକ ଲିପିରେ ଚଳୁଅଛି । ଯଥା: ■ବ୍ରାହ୍ମୀ ― ? ■ଓଡ଼ିଆ ― ଅ ■ଦେଵନାଗରୀ ― अ ■ଗୁଜୁରାଟୀ ― અ ■ତାମିଲ୍ ―…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ସାର୍ଟ ଅର୍ଥରେ ଵ୍ୟଵହୃତ ଏହି ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦଟି ଓଡ଼ିଶାର ଏକ ବହୁପ୍ରଚଳିତ ଦେଶଜ ଶବ୍ଦ ଏଵଂ ଏହାର ସଂସ୍କୃତ ସମଧୃତ ପ୍ରତିଶବ୍ଦ ହେଲା ‛ଅଙ୍ଗିକା’ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‛ଅଙ୍ଗା’ ଵା ‛ଅଙ୍ଗି’ ଶବ୍ଦର ନିମ୍ନଲିଖିତ ଅର୍ଥ ପ୍ରଦାନ କରାଯାଇଛି । ◆ ଅଙ୍ଗରଖା;…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାରେ ମାନକ ଵା ସଂସ୍କୃତ ଶବ୍ଦ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ଆଵଶ୍ୟକତା ଦେଶଜ ଶବ୍ଦର ମଧ୍ୟ ରହିଛି । ଗୋଟିଏ ଭାଷାରେ କୌଣସି ମାନକ ଶବ୍ଦର ଅନେକ ଦେଶଜ ପ୍ରତିରୂପ ଥାଇପାରେ । ଏମିତିରେ କେଵଳ ମାନକ ଶବ୍ଦଟିକୁ ଠିକ୍ କହି ଵାକି ଆଞ୍ଚଳିକ ଶବ୍ଦ…