Physical Address
Sai Samarpanam, Satya Vihar, Bhubaneswar

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି। ବେଳେବେଳେ ତାଙ୍କୁ ବିଷ୍ଣୁଙ୍କ ପତ୍ନୀ ଆଖ୍ୟା ଦିଆଯାଇଥିବାରୁ ତାଙ୍କୁ ବିଷ୍ଣୁପ୍ରିୟା ବା ବିଷ୍ଣୁଙ୍କ ପ୍ରେୟସୀ ବୋଲି ମଧ୍ୟ କୁହାଯାଏ। ହିନ୍ଦୁ ପୁରାଣ ଅନୁସାରେ ତୁଳସୀ ବୃକ୍ଷ ପୂର୍ବ ସମୟରେ ବୃନ୍ଦାବତୀ ବା ବୃନ୍ଦା (ତୁଳସୀର…

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ। ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ପଖାଳ ବିଷୟରେ କବିତାଟିଏ . . ବଡଘର ବଡ ଗୁମର କଥା ବଡ ପଣେ ସେ ତ ବଡଦେବତା, କୋଟି ଓଡ଼ିଆର ମଉଡମଣି, କେ ନ ଜାଣେ ତାର ସେ…

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ କଞ୍ଚା ହଳଦୀ । ପୂଜାରୁ ରୋଷେଇ ଯାଏ ଲାଗି ହେଉଥିବା ଶୁଦ୍ଧ ହଳଦୀ। ଟିକେ ସୁବିଧା ପାଇଁ ଅଧିକ ଅର୍ଥ ଦେଇ ସମସ୍ତେ କିଣୁଛେ ହଳଦୀଗୁଣ୍ଡ। ଶୁଣାଯାଏ କେତେ ପ୍ରକାରର ଭେଜାଲ ମିଶା ଯାଉଛି…

~ ଦୀପାବଳୀରେ ଖେଳଣା ମିଠା: ହାତୀଘୋଡ଼ା ମିଠେଇ ~ ଲେଖା: ଅମୃତେଶ ଖଟୁଆ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା ! ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ମୋଟେ ରୁଚିବନି ବୋଲି ଜାଣ !…

~ ମୁଆଁ ~ ଲେଖା: ଅମୃତେଶ ଖଟୁଆ ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ…
ଉପସ୍ଥାପନା: ନିରଞ୍ଜନ ସାହୁ ~ ଢିଙ୍କି ~ ଆଗେ ଏମିତି ଗୋଟିଏ ଗାଁ ନଥିବ ଯେଉଁଠି ସାତ ଆଠଟା ଢିଙ୍କି ଦେଖିବାକୁ ମିଳିବ ନାହିଁ ! ତିନି ଚାରି କୁଟୁମ୍ବର ମଝିରେ ମଝିରେ ଗୋଟିଏ ଢିଙ୍କି ଥିବା ଥୟ, ନହେଲେ ଚାଉଳ ଠୁଁ ଆରମ୍ଭ କରି ଚୂନା ପର୍ଯ୍ୟନ୍ତ ପାଇବେ କିମିତି ? ସଂସାର ଚଳିବ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସାବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର ଧାମ । ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ବାଛିଥିଲେ ଭୋଜନ ପାଇଁ । ଆମ କଳାସାଆନ୍ତ ପରା ଭୋଜନ କରନ୍ତି ସୁନା ଥାଳିରେ । ତେଣୁ ଏଇ କଥାରୁ ଜଣାଯାଏ ଆମ ପରମ୍ପରା ସଂସ୍କୃତି ଚଳଣି…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡ଼ିଆ ଘରର ପରମ୍ପରା । ସକାଳର ପୂଜା, ତୁଳସୀ ମୂଳେ ଜଳଦାନ, ଦୀପ ଭୋଗ ନୈବେଦ୍ୟ ଅର୍ପଣ ପ୍ରତିଦିନର ଆଦ୍ୟ ପୂଜା ମାଆ ତୁଳସୀଙ୍କ ପାଖରେ ହୁଏ । ତୁଳସୀ ପତ୍ର ନାରାୟଣଙ୍କୁ ଅର୍ପଣ କରାଯାଏ । ଶ୍ରୀଜଗନ୍ନାଥଙ୍କର ଅତି…

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି ପଢୁ ପଢୁ ଆପଣ ଅନୁମାନ କରିସାରିବେଣି ଆଜି ଆମର କେଉଁ ଏକ ପ୍ରଧାନ ପାରମ୍ପରିକ ପିଠା ଉପରେ ଲେଖା ହେବ । ମଣ୍ଡା ପିଠା ଏକ ଓଡ଼ିଆ ପାରମ୍ପରିକ ପିଠା । ଏହା ପ୍ରତ୍ୟେକ…

ଲେଖା: ଡ. ଜୟଶ୍ରୀ ନନ୍ଦ ~ କୋଳଥ ଡାଲି ~ କଥାରେ କହନ୍ତି “ବିରି ମାଡ ଦେଖି କୋଳଥ ଚେପା”। ଉପରୋକ୍ତ ଲୋକକଥାଟିରୁ ତ ଆପଣ ଠଉରାଇ ସାରିବେଣି ଆଜି କାହା ଉପରେ ଏ ଲେଖା । ଆମ ଓଡ଼ିଆ ଘର ଖାଦ୍ୟ ଖୁବ୍ ସନ୍ତୁଳିତ ଖାଦ୍ୟ । ଓଡ଼ିଶା ଯେଣୁ କୃଷିଭିତ୍ତିକ ରାଜ୍ୟ ସମସ୍ତେ ପ୍ରାୟ…