Physical Address
Sai Samarpanam, Satya Vihar, Bhubaneswar
ଲେଖା: ବନ୍ଧନ ଦଳେଇ ରୁତୁରାଜ ବସନ୍ତର ଆଗମନରେ ଧରା ଧରିତ୍ରୀ ଧରଣୀରାଣୀ ନବମଲ୍ଲୀ, ଆମ୍ବବଉଳ, ରଜନୀଗନ୍ଧାର, ପ୍ରସ୍ପୁଟତାରେ ତା’ର ଅପୂର୍ବ ଭୁରୁ ଭୁରୁ ସୁଗନ୍ଧରେ ମହକିଉଠେ ପ୍ରକୃତି। ମଳୟ ପବନର ଶିହରଣ ସୃଷ୍ଟି କରେ ଏକ ରୋମାନ୍ଚ ! ସକାଳ ସୃଷ୍ଟି ହୁଏ ଏକ ନୂତନ ସୁନେଲି ଉଦ୍ଭାସିତ ସୂର୍ଯ୍ୟଦେବଙ୍କ ପହିଲି କିରଣରେ ଯିଏ ପଳାସ…
ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ପ୍ରଥମାଷ୍ଟମୀ ପାଳନ ଏକ ସାଂସ୍କୃତିକ ତଥା ସାମାଜିକ ପରମ୍ପରା । ଏହା ପରିବାର, ସମାଜ, ସାମୁହିକ ଭାବରେ ପାଳିତ ହୋଇଥାଏ । ଧନୀଗରିବ ନିର୍ବିଶେଷରେ ସମସ୍ତେ ଏହି ପର୍ବ ପାଳନ କରିଥାନ୍ତି । ଗାଁ ଉତ୍ସବ ମୁଖର ହୁଏ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖସମୃଦ୍ଧି ଓ ଦୀର୍ଘଜୀବନ…
ଲେଖା: ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ। କଥାରେ ଅଛି ୧୨ ମାସରେ ୧୩ ପର୍ବ। ଦୀପାବଳି ପରେ ବର୍ତ୍ତମାନ ଛଠ ପୂଜା ପାଳନ କରାଯାଉଛି। ଛଠ ପୂଜା ପରେ ଅଁଳା ନବମୀ ପାଳନ କରାଯିବ। ଅଁଳା ନବମୀ ପରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କରାଯିବ। ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ…
ଲେଖା: ବିଷ୍ଣୁ ମୋହନ ଅଧିକାରୀ ମାଲକାନଗିରି ତଥା ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବୀ ହେଉଛନ୍ତି ମା’ ମୁକ୍ତାହାରମୟୀ। ଲୋକମୁଖରେ ସେ ମୁତ୍ୟାଲୁ ମା’ ନାମରେ ପରିଚିତ। ଅଭିଭକ୍ତ କୋରାପୁଟ, ଛତିଶଗଡ଼ ଓ ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ସ୍ଥାନେ ସ୍ଥାନେ ମା’ ମୁତ୍ୟାଲୁଙ୍କ ମନ୍ଦିର ଦେଖାଯାଏ । ତେବେ ମାଲ୍ୟବନ୍ତଗିରି ହେଉଛି ମା’ ମୁତ୍ୟାଲୁଙ୍କ…
ଲେଖା: ଦେଵ ତ୍ରିପାଠୀ କଳା, ଭାସ୍କର୍ଯ୍ୟ, ସଂସ୍କୃତିରେ ଉର୍ବରା ଆମ ଓଡ଼ିଶାର ମାଟି । ନିପଟ ପଲ୍ଲୀର ନିରୀହ, ନିରନ୍ନ, ନିରକ୍ଷର ମଣିଷ ନିଜର ଅଭାବୀ ଦୁନିଆକୁ ଅଣଦେଖା କରି ଜୀବନ୍ୟାସ ଦିଏ ନିର୍ଜୀବ ପଥର, ନିର୍ବାକ ତାଳପତ୍ର, ପିଣ୍ଡୁଳାଏ ମାଟି, କମନୀୟ ରୂପାରେ ନିଜ କଳ୍ପନାର ସ୍ବପ୍ନମୟ ଦୃଶ୍ୟ ପଟ । କାଇଁ କେଉଁ…
ଲେଖା: ନିରଞ୍ଜନ ସାହୁ ପାଲା ! ଓଡ଼ିଶାର ନିଜସ୍ଵ ଲୋକସଂସ୍କୃତି ! ସଂସ୍କୃତି ଏକ ବେଗଗାମୀ ସ୍ରୋତସ୍ଵିନୀ । ଏହା ଚିର ପ୍ରବହମାନ । ଉନ୍ନତ ଚିନ୍ତା, ମାର୍ଜିତ ରୁଚି, ଶାଳୀନତା ଯୁକ୍ତ ପରମ୍ପରା – ଏ ସବୁକୁ ନେଇ ପ୍ରକାଶିତ ହୁଏ ସଂସ୍କୃତି । ପର୍ବତ କନ୍ଦରରୁ କଳକଳ ନାଦ କରି ବହି ଆସୁଥିବା…
ଲେଖା: ଅମ୍ବରୀଶ ମଙ୍ଗରାଜ ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ପୋଡ଼ି ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ ବାଟରେ ଦେଖା ହେଇ ବରାଦ ଦେଲା ନାହାକ ଘର ତୋଟାରୁ ଆମ୍ବ ଆଣିବୁ, ଆଜି ପଖାଳ ଟେ ହବ…
ଲେଖା: ନିରଞ୍ଜନ ସାହୁ ସେଦିନ ଥିଲା ଦୋଳପୂର୍ଣ୍ଣିମା ପରଦିନ । ଗଣକବି ବୈଷ୍ଣବ ପାଣିଙ୍କ ସାଧନା କ୍ଷେତ୍ର ମାଳିହତା ଠାରେ ଗଣକବିଙ୍କ ଆରାଧ୍ୟା ଦେବୀ କ୍ଷେତ୍ରପାଳିନୀଙ୍କ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥାଏ । ନିମନ୍ତ୍ରଣ କ୍ରମେ ସେଠାରେ ପହଞ୍ଚିବାକୁ ହେଲା । ରାତ୍ର ନଅ ଘଟିକା ବେଳକୁ ପୂର୍ଣ୍ଣାହୁତି ହୋଇ ଶେଷ ହେଲା…
ସଂଗ୍ରାହକ: ମନୋରଞ୍ଜନ ମିଥୁନ ମହାକୁଡ଼ କାଞ୍ଜିଅଁଳା ଓଷା ପାଳନବିଧିକୁ ନେଇ କାଞ୍ଜିଅଁଳା ଓଷା କଥା I ମା’ମାନେ ଏଇ ଗୀତ ପାଠ କରି ଓଷା ପୂଜା କରିଥାନ୍ତି I ~ କାଞ୍ଜିଅଁଳା ଓଷା କଥା ~ ଶୁଣ ସୁଜନେ କାଞ୍ଜିଅଁଳା ଓଷା କଥା। ପୂଜିଲେ ମନରୁ ଛାଡ଼ଇ ବ୍ୟଥା।। ସେ ଯେ ସାଧବ ଘର ସାନବୋହୂ।…
ଲେଖା: ମନୋରଞ୍ଜନ ମିଥୁନ ମହାକୁଡ଼ କାଞ୍ଜିଅଁଳା ଓଷା ମାର୍ଗଶିର ମାସ କୃଷ୍ଣ ନବମୀ ଦିନ ପାଳନ କରାଯାଏ । ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି…