Category କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ l ଅଞ୍ଚଳ ଭିତ୍ତିରେ ଉକ୍ତ ପର୍ବପର୍ବାଣୀ ସ୍ଥାନୀୟ ଲୋକାଚାର ପରମ୍ପରାକୁ ନେଇ ସମୃଦ୍ଧ l ସେପରି ଏକ ଅନନ୍ୟ ପରମ୍ପରା ହେଉଛି ଭାଦ୍ରବ ମାସ ଖୁଦୁରୁକୁଣୀ ସମୟରେ…

ଚିତ୍ରକଳା

~ ଓଡ଼ିଶାର ଚିତ୍ରକଳା ~ ଲେଖା: ଅମୃତେଶ ଖଟୁଆ ସମଗ୍ର ସୃଷ୍ଟି ହିଁ ଗୋଟିଏ #ଚିତ୍ର । #ସୂର୍ଯ୍ୟୋଦୟ, #ସୂର୍ଯ୍ୟାସ୍ତ, #ଉତ୍ତାଳ #ସମୁଦ୍ର, #ବେଗବାନ #ପବନ, #ସ୍ରୋତସ୍ବିନୀ ନଦୀଠୁ ଆରମ୍ଭ କରି ଫୁଲ ଓ ଫଳ ଯାଏଁ ଆଦୂର୍ବାଦ୍ରୁମ ଶ୍ୟାମାୟିତ ସବୁଜ ପୃଥିବୀ । ସବୁ କିଛି ହିଁ ସୃଷ୍ଟି-ନିହିତ ଅଭିବ୍ୟକ୍ତି ଶକ୍ତିର ଏକ ଏକ…

ଅଲାଗିପାଳି

~ ‘ଅଲାଗିପାଳି’ ଓ ମାଣବସା ଗୁରୁବାରର ‘ଧାନମାଣିକା’ ମାହାତ୍ମ୍ୟ ~ ଲେଖା: ଅମୃତେଶ ଖଟୁଆ ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ ମାର୍ଗଶିର ମାସର ହେମନ୍ତ ଆକାଶ ସୁସଜ୍ଜିତ ହୋଇ ରହିଥାଏ ନବଶସ୍ୟର ଅମଳ ନିମନ୍ତେ । ରବି ଶସ୍ୟର ସବୁଜିମା କ୍ଷେତଗୁଡ଼ିକୁ ନିଆରା ରଙ୍ଗ ତୂଳୀରେ ବର୍ଣ୍ଣିଳ କରିସାରିଛି । ଏଥିରେ ଲକ୍ଷ୍ମୀ ଦେବୀଙ୍କର ସ୍ବର୍ଗୀୟ…

ଧାନମାଣିକା ଓଷା

~ ଧାନମାଣିକା ଓଷା, ମାଣବସା ଗୁରୁବାର (ପ୍ରାଚୀନ ପରମ୍ପରାର ବିହଙ୍ଗଦୃଷ୍ଟି) ~ ଲେଖା: ଅମୃତେଶ ଖଟୁଆ ପ୍ରଶାନ୍ତ ବନରାଜିନୀଳାର ଶ୍ୟାମଳ ପ୍ରକୃତିକୁ ଆଶ୍ରୟ କରି ଆର୍ଯ୍ୟେତର ବନବାସୀ ସମାଜର ଉପକ୍ରମ ସଙ୍ଗେ ପ୍ରାଚୀନ ଆରଣ୍ୟକ ଜନବସତିଠାରୁ ପୁନଶ୍ଚ ପୃଥକ୍ ହୋଇ କ୍ରମେ ଦ୍ରାବିଡ଼ାଦି ଗଣଙ୍କ ଆଗମନରୁ ସାମୂହିକ ଜନସମାଜ ମଧ୍ୟରେ ଅରଣ୍ୟଜୀବୀ ଓ ଆର୍ଯ୍ୟ ପ୍ରଭୃତି…

ଲକ୍ଷ୍ମୀ ପୁରାଣ

~ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ର ସାଂସ୍କୃତିକ ଭୂମିକା ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରନ୍ତି, ଯାହା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ…

ଚିତୋଉ ପିଠା

~ ଚିତୋଉ ପିଠା ~ ଲେଖା: ଅମୃତେଶ ଖଟୁଆ ସିନ୍ଦୂରା ଫାଟିବା ସହିତ ଫୁଟି ଉଠିବ ଶୂନ୍ୟ ତରା । ନବ ଊଷସୀର ଦେଦୀପ୍ୟ ଆଲୁଅ ପସରା ଦିଗବିଦିଗ ବିଛୁରି ଯିବ । ସତେ ଅବା ସେ ବିପୁଳ ରଶ୍ମିରାଶିରେ ନୁଆଁଣିଆ ଆକାଶରେ କେତେ ପୁଲକ, କେତେ ଉତ୍ସାହ । ସେହି ଆଲୁଅରେ ଆଲୋକିତ ଆଜି…

ତୁଳସୀ

ଲେଖା: ଡ. ଜୟଶ୍ରୀ ନନ୍ଦ  ~ ତୁଳସୀ~ “କହନ୍ତି ପ୍ରଭୁ ଲକ୍ଷ୍ମୀପତି ଏମନ୍ତ ତିନି ବନସ୍ପତି ଅଏଁଳା ତୁଳସୀ ମାଳତୀ ଏ ତିନି ମୋହ ପ୍ରିୟବତୀ ସେ ବୃନ୍ଦାବତୀ ତିନିଗୁଣେ ତ୍ରିପୁରା ଆଜ୍ଞା ପରିମାଣେ। ବିଶେଷ ତୁଳସୀ ପ୍ରଧାନ ସଂସାରେ ମୋହରି ସମାନ । କହନ୍ତି ପ୍ରଭୁ ନାରାୟଣ ମୋ ଠାରୁ ଶ୍ରେଷ୍ଠ ବୋଲି ଜାଣ।…

କୁମାରୀ ବିବାହ

ଲେଖା: ସୋନାଲି ସୁଚିସ୍ମିତା ପରିଡା ~ କୁମାରୀ ବିବାହ ଓ କୁମାର ପୂର୍ଣ୍ଣିମା ~ ଭାଗବତ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାର ପୂର୍ଣ୍ଣିମା ଯାଏଁ କୁମାରୀ ଝିଅ ମାନଙ୍କର ଜହ୍ନି ଓଷା ସହ ଖେଳ ଓ ମଉଜ ଚାଲେ। ଓଡ଼ିଶାର କିଛି ଅଞ୍ଚଳରେ କୁମାରୀ ବିବାହ ପରମ୍ପରା ରହି ଆସିଛି, ଯାହା କେବଳ…

ଉତ୍କଳୀୟ ଶାକ୍ତମୂର୍ତ୍ତି

ଲେଖା: ତେଜସ୍ୱ ତ୍ରିପାଠୀ ~ ଉତ୍କଳୀୟ ଶାକ୍ତମୂର୍ତ୍ତି ~ ଭୂମା ରେ ଛିଣ୍ଡା ଛିଣ୍ଡା କଳାମେଘର ମେଲଣ ! ଆଉ ଭୂମିରେ ଶୁଭ୍ର କାଶତଣ୍ଡିର ଦୋଳନ ! ଶାକ୍ତ ପୀଠରୁ ସ୍ୱତ୍ରୀୟ ବ୍ରାହ୍ମଣଙ୍କ ସପ୍ତସତୀର ସଚ୍ଛନ୍ଦ ଉଚ୍ଚାରଣ ଶରୀରରେ ସୃଷ୍ଟି କରୁଛି ଅପୂର୍ଵ ସିହରଣ ! ସବୁଆଡେ ଶରତର ସୁନ୍ଦର ପରିବେଶ ! ସବତ୍ର ସବୁଜିମା…