Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ରବୀନ୍ଦ୍ର କୁମାର ରଣା ଢ଼େଙ୍କାନାଳ ଜିଲ୍ଲା ତାଳଚେର ସହରଠାରୁ ୯ କି.ମି. ଦୂରରେ ଥିବା ସରାଙ୍ଗ ଗ୍ରାମରେ ଅନନ୍ତଶାୟୀ ବିଷ୍ଣୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଅବସ୍ଥିତ । ସରାଙ୍ଗ ଗ୍ରାମ ଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ ଗର୍ଭରେ ଏହି ମୂର୍ତ୍ତି ରହିଛି । ଯେତେବେଳେ ବ୍ରାହ୍ମଣୀ ନଦୀର ଜଳ କମି ଯାଇଥାଏ, ସେତେବେଳେ ଭଗବାନ…
ଲେଖା: ରବୀନ୍ଦ୍ର କୁମାର ରଣା ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ଐତିହାସିକ ଓ ପ୍ରାଚୀନ ଗ୍ରାମ ହେଉଛି ବଜ୍ରକୋଟ । ଏହି ଗ୍ରାମରେ ଅଷ୍ଟମ ଶତାବ୍ଦୀରେ ନିର୍ମିତ ପ୍ରାଚୀନ ଭ୍ରୀଙ୍ଗେଶ୍ୱର ମହାଦେବ ମନ୍ଦିର ସହିତ ଅନେକ ପ୍ରାଚୀନ ଭଗ୍ନାବଶେଷ ଦେଖିବାକୁ ମିଳେ। ଇତିହାସର ତଥ୍ୟ ଅନୁସାରେ ଏହି ଅଞ୍ଚଳ ପ୍ରାଚୀନ ଜୀଣା ରାଜବଂଶର ରାଜଧାନୀ…
ଲେଖା: ରବୀନ୍ଦ୍ର କୁମାର ରଣା ଗଙ୍ଗବଂଶୀ ରାଜାମାନଙ୍କ ଦ୍ଵାରା ୧୩ଶ ଶତାବ୍ଦୀରେ ନିର୍ମିତ ସିରୁଳୀ ମହାବୀର ମନ୍ଦିର ଏକ ସୁନ୍ଦର ଓ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ମନ୍ଦିରର ନିର୍ମାଣ ସମ୍ପର୍କରେ ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ଯ ମନ୍ଦିରର ପୂଜାରୀଙ୍କ ତଥ୍ଯ ଅନୁସାରେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମଦେବ ତ୍ରୟୋଦଶ ଶତାବ୍ଦୀରେ ସିରୁଳୀ ମହାବୀର…
ଲେଖା: ରବୀନ୍ଦ୍ର କୁମାର ରଣା ଟିକରପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଭୀମଝର ଏକ ସୁନ୍ଦର ଜଳପ୍ରପାତ । ଖରାଦିନେ ଏହାର ପାଣି ଶୁଖିଯାଏ । ଜଳପ୍ରପାତଟି ଛୋଟ ହେଲେ ମଧ୍ୟ ଏହାର ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର । ବଣଭୋଜି କରିବା ପାଇଁ ସୁନ୍ଦରସ୍ଥାନଟିଏ । ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ ଏହି ସ୍ଥାନକୁ ଯିବା ପାଇଁ…
ଲେଖା: ରବୀନ୍ଦ୍ର କୁମାର ରଣା ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇଶିପୁର ଗ୍ରାମ ଛକରୁ ୪ କି.ମି. ଡାହାଣକୁ ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁର ଭକ୍ତ ଦାସିଆ ପୀଠ । ରାସ୍ତାର ଦୁଇକଡରେ ଧାଡି଼ ଧାଡ଼ି ନଡ଼ିଆଗଛ। ରତ୍ନଚିରା କେନାଲ ବନ୍ଧ ନିକଟରେ ଅବସ୍ଥିତ ଏହି ପୁଣ୍ୟ ଭକ୍ତ ଦାସିଆ ପୀଠ ହେଉଛି…
ଲେଖା: ରବୀନ୍ଦ୍ର କୁମାର ରଣା ଢ଼େଙ୍କାନାଳ ସହର ଠାରୁ ୨୫ କି.ମି. ଦୂର ବ୍ରାହ୍ମଣୀ ନଦୀ କୂଳରେ ନାଗନା ଗ୍ରାମରେ ଶ୍ରୀ ଶ୍ରୀ ନାଗନଥେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ। କେଶରୀ ବଂଶୀୟ ରାଜାମାନଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ନାଗନାଥେଶ୍ଵର ମନ୍ଦିର ଅତୀବ ସୁନ୍ଦର ପରିବେଶରେ ଅବସ୍ଥିତ । ବର୍ତ୍ତମାନର ମନ୍ଦିରଟି ଗଙ୍ଗବଂଶୀ ରାଜା ଅନଙ୍ଗଭୀମ…
ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ସାରସ୍ବତ ସାଧକ ହେଉଛନ୍ତି ଦାଶରଥୀ ପଟ୍ଟନାୟକ ବା ଦାସିଆ ଅଜା। ସେ ଥିଲେ ‘ଦଶ ପଇସାର ରଜା’ ବା ‘ଖୁଣ୍ଟାତଡ଼ା ରଜା’ କିନ୍ତୁ ‘ଦାସିଆ ଅଜା’ ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ପରିଚିତ ଥିଲେ । ମାତ୍ର…
ଲେଖା: ରବୀନ୍ଦ୍ର କୁମାର ରଣା ବୈଦେହୀ ମା’ ସୀତା ଓ ଇଶ୍ୱର ପ୍ରଭୁ ରାମଙ୍କ ପବିତ୍ର ନାମକୁ ଧାରଣ କରୁଥିବା ପୁରାଣ ବର୍ଣ୍ଣିତ ତ୍ରିକୂଟ ଧାମ ହେଉଛି ବୈଦେହୀ-ଶ୍ୱର ବା ବୈଦେଶ୍ୱର ଗ୍ରାମ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଏଇ ତ୍ରିକୂଟ ଧାମ । ବୈଦେଶ୍ୱର ଗ୍ରାମରେ ସପ୍ତମ ଶତାବ୍ଦୀରେ…
ଲେଖା: ରବୀନ୍ଦ୍ର କୁମାର ରଣା କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ରଗଡ଼ି ଗ୍ରାମର ମହିମାମଣି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ। ଇତିହାସର ତଥ୍ୟ ଅନୁସାରେ ବାଙ୍କୀରେ ଧଳବଂଶୀୟ ରାଜାମାନେ ଓ ଶ୍ରୀଚନ୍ଦନ ବଂଶୀୟ ରାଜାମାନେ ଶାସନ କରୁଥିଲେ। ବଲଭଦ୍ର ଧଳଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ଶ୍ରୀଚନ୍ଦନଙ୍କ ପର୍ଯ୍ୟନ୍ତ ବାଙ୍କୀର…
ଲେଖା: ରବୀନ୍ଦ୍ର କୁମାର ରଣା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଗଡ଼ମାଣତିର ଗ୍ରାମରେ ଅବସ୍ଥିତ ମା’ ରାମଚଣ୍ଡୀ ପୀଠ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ ଓ ବଣଭୋଜି ସ୍ଥଳୀ । ଖୋର୍ଦ୍ଧାରୁ ୨୫କିମି ଏବଂ ବେଗୁନିଆରୁ ୧୨ କିମି ଦୂରରେ ଅବସ୍ଥିତ ଏହି ସ୍ଥାନ। ବର୍ଷ ତମାମ ଏଠାରେ କିଛି ନା କିଛି ଯାନିଯାତ୍ରା, ବିବାହବ୍ରତ,…