Category ପର୍ଯ୍ୟଟନ ଆକର୍ଷଣ

ଜଳେଶ୍ବର ମନ୍ଦିର

ଲେଖା: ଅମୃତେଶ ଖଟୁଆ  ~ ଜଳେଶ୍ବର ମନ୍ଦିର ~ ସେହି #ସ୍ଵର୍ଣ୍ଣାଦ୍ରି_କ୍ଷେତ୍ର ! ଯାହାକୁ ‘ସାରଳା ମହାଭାରତ’ରେ ବର୍ଣ୍ଣନା କରାଯାଏ ଯେ କୀର୍ତ୍ତି ଓ ବାସଙ୍କ ଦ୍ଵାରା କୁବେରଙ୍କ ସୁବର୍ଣ୍ଣ ଭଣ୍ଡାରକୁ ଏଠାରେ ଠୁଳ କରି ଦେଇଥିଲେ । ଯେଉଁଠି ଦିନେ #ଗନ୍ଧବତୀ ନଦୀ ଧରେ ସ୍ଫୁଟ ସ୍ଥଳପଦ୍ମ ! ଆନତ ଦେଉଳମାନଙ୍କ ବେଢାଙ୍କ ସ୍ମିତହାସ୍ୟ…

ଚଉଷଠି ଯୋଗିନୀ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଚଉଷଠି ଯୋଗିନୀ ମନ୍ଦିର ~ କଟକ ପୁରୀ ଜାତୀୟ ରାଜପଥର ଉତ୍ତରା ଛକରୁ, ବାଳକାଟି ବଜାର ଦେଇ ଆଗକୁ ଗଲେ ମାତ୍ର ଦୁଇ କିଲୋମିଟର ଦୂର, ଭାର୍ଗବୀ ନଦୀ କୂଳରେ ରହିଛି ସହସ୍ର ବର୍ଷ ପ୍ରାଚୀନ ହୀରାପୁର ଗାଁ l ଆଉ ଏହି ଗାଁରେ ରହିଛି ଚଉଷଠି ଯୋଗିନୀ ମନ୍ଦିର…

ଯତନ ନଗର

ଲେଖା: ଗୋକୁଳାନନ୍ଦ ସାହୁ ~ ଯତନ ନଗର ~ ଢେଙ୍କାନାଳ ସହରରୁ ବାଜିଚୌକ୍ ଛକ ଦେଇ ଯୋରନ୍ଦା ଗାଦି ଓ କପିଳାସ ଗଲାବେଳେ ସାମ୍ନାରେ ଦେଖାଯାଏ ଛୋଟ ପାହାଡ ଉପରେ ରାଜତନ୍ତ୍ରର ମୁକସାକ୍ଷୀ, ଧ୍ବସ୍ତ ପ୍ରାୟ “ଯତନ ନଗର”। କେହି କେହି ତାକୁ ଯାତନା ନଗର ବୋଲି କହିଥାନ୍ତି। ସାରା ଦେଶରେ ଢେଙ୍କାନାଳ ରାଜ୍ୟର ରାଜପରିବାରର…

ମସ୍ତରାମ ମଠ

ଲେଖା: ଶ୍ରୀକାନ୍ତ ସିଂହ ~ ମସ୍ତରାମ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି । ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବା ପାଇଁ ଆମର ମଠଗୁଡ଼ିକ ସର୍ବଦା ତତ୍ପର। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ଓ ସମ୍ପ୍ରଦାୟ ତତ୍ଜାତୀୟ ମଠଗୁଡ଼ିକରେ…

ଉତ୍ତରେଶ୍ୱର ମହାଦେବ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ୱର ମହାଦେବ ମନ୍ଦିର ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ,…

ତୃତୀୟଦେବ ଜଗନ୍ନାଥ ମନ୍ଦିର

ଲେଖା: ତ୍ରିଲୋଚନ ସ୍ୱାଇଁ ~ ତୃତୀୟଦେବ ଜଗନ୍ନାଥ ମନ୍ଦିର ~ ଓଡ଼ିଶାର ଗୌରବୋଜ୍ବଳ ଇତିହାସକୁ ଦୃଷ୍ଟି ଦେଲେ, ତଥା ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ, ଓଡ଼ିଶାରେ ଗଙ୍ଗବଂଶୀ ଶାସକଙ୍କ ଶାସନ କାଳକୁ “ସୁବର୍ଣ୍ଣଯୁଗ” କହିଲେ ଅତ୍ୟୁକ୍ତି ହେବ ନାହିଁ l ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ ସମୟରେ ହିଁ ଓଡ଼ିଶାରେ ଅନେକ ଗୁଡ଼ିଏ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିରମାନ…

ପାଣ୍ଡଵବଖରା

ଲେଖା: ଅମ୍ବରୀଶ ମଙ୍ଗରାଜ ~ ପାଣ୍ଡଵବଖରା ~ ପରୀକ୍ଷା ତାରିଖ ଘୁଂଚି ଘୁଂଚି ଯାଉଥାଏ, କେବଳ ମୋରି କାରଣରୁ ଆମର ଅଲ ବିରୁନି,ମାକ୍ରୋ ପୋଲୋ ସବୁ କୁଆଡେ ଯାଇ ପାରୁନଥିଲେ | ଯେହେତୁ ଅଳ୍ପ ସମୟ ହାତରେ ଥିଲା ମୁଁ ରାଜି ହେଲି ଯିବା ପାଇଁ କିନ୍ତୁ ସର୍ତ ଅଳ୍ପ ଦୂରତା ଭିତରେ ଆମର ଏ…

ରାଜଗିରି

ଲେଖା: ଶ୍ରୀକାନ୍ତ ସିଂହ ~ ରାଜଗିରି ଜଳପ୍ରପାତ ~ ଅପରୂପା ପ୍ରକୃତି କୋଳରେ କିଛି ସମୟ ଅତିବାହିତ କଲେ, ମଣିଷକୁ ଯେଉଁ ସୁଖ, ଶାନ୍ତି ଓ ଖୁସି ମିଳେ ତାହା ଅବର୍ଣ୍ଣନୀୟ, ଅକଳ୍ପନୀୟ l ଆଉ ସେଇସବୁ ସୁଖ ଚୀରଦିନ ପାଇଁ ହୋଇ ଉଠେ ସ୍ମରଣୀୟ l ଯାତ୍ରାକାଳୀନ ସ୍ୱଳ୍ପ ଅବଧିର ସୁଖଦ ମୁହୂର୍ତ୍ତସବୁ ଆମ…

ପଞ୍ଚୁପାଣ୍ଡବ ମନ୍ଦିର

ଲେଖା: ଅଶୋକା ନାୟକ ~ ଧର୍ମରାଜ ଯୁଧିଷ୍ଠିର ପଞ୍ଚୁପାଣ୍ଡବ ମନ୍ଦିର ~ ଲୋକକଥା ଅନୁଯାୟୀ ମହାଭାରତର ପଞ୍ଚୁପାଣ୍ଡବ ଏହି ପଞ୍ଚୁପାଣ୍ଡବ ମନ୍ଦିର ଠାରେ ପଞ୍ଚ ମହାଦେବ ରୂପରେ ପୂଜା ପାଉଛନ୍ତି।  ଧର୍ମରାଜ ଯୁଧିଷ୍ଠିର – ଜୈଷ୍ଠ ପାଣ୍ଡବଙ୍କ ମନ୍ଦିରରେ ପହଞ୍ଚିବା ପାଇଁ ସୁନାମୁହିଁ ପରେ ଗଉଡକେରା ଛକରୁ ବାମ ପଟେ ମାତ୍ର ୫ କିଲୋମିଟର ଯିବାକୁ…

ଋଷିପଡା

ଲେଖା: ବିକାଶ ବେହେରା ~ ଋଷିପଡା ~ ରହସ୍ୟାବୃତହୋଇ ରହିଛି ଋଷିଧର ପାହାଡ଼ ପ୍ରାଚୀନ ଗୁମ୍ଫାର ଷୋଳ ଗମ୍ଭୀରା ! ନିର୍ଜନ ରାତିରେ ଶୁଭେ ଶବ୍ଦ ! ଭୀମକୁଣ୍ଡରେ କେବେ ସୁଖେନି ଜଳ ଅବହେଳିତ ପ୍ରାଚୀନଗୁମ୍ଫା ! କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ପ୍ରାଚୀନ ସିଂହଗଡ଼ ବା ଋଷିପଡା ଗଡ଼ରେ ରହସ୍ୟାବୃତ ଭାବେ ରହିଛି ଷୋଳ ଗମ୍ଭୀରା ପ୍ରାଚୀନ ଐତିହାସିକ…