Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଦେଵ ତ୍ରିପାଠୀ “ଉଠ, ଉଠ, ଉଠ ! ପରିହରି ମୋହ ନିଦ୍ରା ଆସ କରି ରଣ ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।” ଏ ଥିଲା ଏକ ବଜ୍ରନିର୍ଘୋଷ ଜଣେ ୧୯- ବର୍ଷୀୟ ତରୁଣର ! ଅନ୍ୟାୟ ବିରୁଦ୍ଧରେ! ଅସତ୍ୟ ବିରୁଦ୍ଧରେ ! ଅତ୍ୟାଚାରୀ ବ୍ରିଟିଶ ସରକାର ବିରୁଦ୍ଧରେ ! ଭ୍ରଷ୍ଟାଚାରୀ…
ଲେଖା: ଅର୍ଜୁନ ପୃଷ୍ଟି କାଏମାର ଗୋଗଳ ପାହାଡ଼ରେ ଗୋଟିଏ ପଥର ନିର୍ମିତ ହାତୀମୂର୍ତି, ପ୍ରାୟ ଦୁଇହଜାର ବର୍ଷ ତଳର ଏକ ବୌଦ୍ଧସ୍ଥାପତ୍ୟ । ଲୋକ ବିଶ୍ବାସରେ ହାତୀଆଶୁଣି ଠାକୁରାଣୀ ଭାବେ ପୂଜା ପାଉଥିଲେ ସେ। ସମଗ୍ର ଭାରତରେ ବିରଳତମ ଏଭଳି ସ୍ଥାପତ୍ୟ କେବଳ ଡେରାଡୁନ୍’ର କାଲସି ଠାରେ ଉପଲବ୍ଧ । ହାତୀମୂର୍ତିର ନିକଟରେ ପାଲି ଭାଷାର…
ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ପ୍ରକାଶନର ଇତିହାସ ଦେଢଶହ ବର୍ଷରୁ ଅଧିକ ହେଲେ ମଧ୍ୟ ଦୁଇଶହ ବର୍ଷରୁ କମ୍ । ଓଡ଼ିଶାର #ସାଂସ୍କୃତିକ_ପ୍ରାଣକେନ୍ଦ୍ର_କଟକ ହିଁ ଏହି ନବ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ଓ ଦିଗଦ୍ରଷ୍ଟା । ଶିକ୍ଷାବିକାଶ ଆନ୍ଦୋଳନରେ ଅଢ଼େଇ ହଜାର ବର୍ଷରୁ ଅଧିକ କାଳ ଧରି ଗଢ଼ିଉଠିଥିବା ଏଇ ସହରର ଭୂମିକା ନିଶ୍ଚିତ ଭାବେ…
ଲେଖା: ଦେଵ ତ୍ରିପାଠୀ ପର୍ତ୍ତୁଗୀଜ ମୁଦ୍ରାରେ ବଡଦେଉଳ ! ଗର୍ବ ଓ ଗୌରବର କଥା ! ସ୍ଵର୍ଣ୍ଣପ୍ରସୁ ଓଡ଼ିଶାକୁ ବ୍ରିଟିଶ ଓ ଅନ୍ୟ ୟୁରୋପୀୟମାନଙ୍କ ଆଗମନର ବହୁ ପୂର୍ବରୁ (ପ୍ରାୟତଃ ୧୫୧୪ ଖ୍ରୀଷ୍ଟାବ୍ଦ) ପର୍ତ୍ତୁଗୀଜମାନେ ପ୍ରବେଶ କରି ସାରିଥିଲେ । ତେବେ ତତ୍କାଳୀନ ନବାବ ମୁତାକଦ ଖାଁଙ୍କ ଠାରୁ ଅନୁମତି ପାଇ ବିଧିବଦ୍ଧ ଭାବରେ ୧୬୩୬ ସାଲରେ…
ଲେଖା: ଦେଵ ତ୍ରିପାଠୀ ୧୯୯୫ ମସିହା । ଦେଶର ବିଶିଷ୍ଟ ଅଣୁବିଜ୍ଞାନୀ ଡ. #ଅବଦୁଲ୍_କଲାମ୍ ମହୋଦୟ ଆସି ପହଞ୍ଚିଛନ୍ତି ମହୋଦଧି ମଧ୍ୟସ୍ଥ ଏକ ଦ୍ବୀପପୁଞ୍ଜରେ । ଭାରତୀୟ ପ୍ରତିରକ୍ଷା ବିଭାଗର ମଧ୍ୟବର୍ତ୍ତୀକାଳୀନ ପରୀକ୍ଷାଗାର ପ୍ରତିଷ୍ଠା ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଶେଷ କରି ବୈଜ୍ଞାନିକ ବାହାରି ଗଲେ ଦ୍ଵୀପଟିର ଶୋଭା ଅବଲୋକନ ଉଦ୍ଦେଶ୍ୟରେ । ନୈସର୍ଗିକ…
ଲେଖା: ଅମୃତେଶ ଖଟୁଆ ସତ୍ୟାସତ୍ଯର ସପ୍ରମାଣ ଉଦ୍ଘାଟନ ସହ ଏକାଧିକ ବିଚାରର ଚର୍ଚ୍ଚା ଓ ପ୍ରତିଷ୍ଠା ପାଇଁ ଆଜୀବନ ଅବ୍ଯାହତ ରଖି ଲୋକସାହିତ୍ଯର ହୃଦୟଗ୍ରାହୀ ଉପଜୀବ୍ଯକୁ ମାଧ୍ୟମ କରି ସମ୍ଵାଦ ପରିବେଷଣ ଓ ଉପସ୍ଥାପନାରେ ଅନ୍ୟତମ ଥିଲା – ‘ବାଲେଶ୍ଵର ସମ୍ଵାଦବାହିକା‘। “ଅବନି ମଦନି ପାଳାଃ ପାନ୍ତୁ ବୃଷ୍ଟିଂ ବିଧତ୍ତା ଜଗତୀ ଜଳଧାରାଳୀ ଶସ୍ଯ ପୂର୍ଣ୍ଣାସ୍ତୁ…
ଲେଖା: ଅରବିନ୍ଦ ମହାନ୍ତି #ଅର୍ଦ୍ଧନାରୀଶ୍ୱର #କିଏ_ଇଏ?? ଅର୍ଦ୍ଧ ଅଙ୍ଗରେ ନାରୀଙ୍କୁ ଧାରଣ କରିଥିବା ଇଶ୍ୱର ହେଉଛନ୍ତି ଅର୍ଦ୍ଧନାରୀଶ୍ୱର। ସେ ନାରୀ ପୁଣି କିଏ? ସେ କେବଳ ନାରୀ ତ ନୁହଁନ୍ତି ସେ ସକଳ ଶକ୍ତିର ଆଧାର ଆଦ୍ୟାଶକ୍ତି। ସଦାଶିବ ନିଜ ଅର୍ଦ୍ଧେକ ଅଙ୍ଗରେ ଶକ୍ତିଙ୍କୁ ଧାରଣ କରି ଅର୍ଦ୍ଧନାରୀ ହୋଇଛନ୍ତି। ସୃଷ୍ଟିର ମୂଳ ହେଉଛନ୍ତି ସେହି ପ୍ରକୃତି…
ଲେଖା: କୁମୁଦ ଚନ୍ଦ୍ର ଶତପଥୀ ଆମ ଦେବଗଡରେ କଙ୍କୀକୁ ପାଟବଣିଆ, ପାଟପଣିଆ, ପାଟକଣିଆ କିମ୍ବା ପାଟକୁଣୀ କୁହାଯାଏ। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହା ପାଟପଣିଆ ବୋଲି ଉଲ୍ଲେଖ ରହିଛି। ବଡ ଆନନ୍ଦର କଥା ଏହି #ପାଟବଣିଆ ଏକ ଖାଣ୍ଟି ଦେବଗଡିଆ ଶବ୍ଦ। ଆମେ ଯେଉଁମାନେ 30 ବର୍ଷ ବୟସରୁ ଅଧିକ ବୟସ୍କ, ଆମେ ଏହାକୁ…
ଲେଖା: ଦେଵ ତ୍ରିପାଠୀ ୧୮୩୭ ସନ୍ । କଟକ । ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରସାର ଏବଂ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ ଦିଗରେ ବ୍ରିଟିଶ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ନିଶ୍ଚିତଭାବେ ଥିଲା ପ୍ରଶଂସନୀୟ । ସେତେବେଳେ ଓଡ଼ିଶାରେ ଛାପାଖାନା ନ ଥିଲା ! ଓଡ଼ିଆ ପୁସ୍ତକର ଅଭାବ ଥିଲା, ଓଡ଼ିଆ ପିଲାଏ ବିଦ୍ୟାଳୟରେ ବଙ୍ଗାଳୀ ପୁସ୍ତକମାନ…
ଲେଖା: ଦେଵ ତ୍ରିପାଠୀ ୧୯୮୨ ମସିହା । ଆମ ରାଜ୍ୟରେ ଥିଲେ ଏକ ଦୂରଦୃଷ୍ଟିସମ୍ପନ୍ନ ସରକାର । ହିମାଳୟର ପାର୍ବତ୍ୟାଞ୍ଚଳରେ ଯେପରି ଚା’ ଚାଷ ହେଇପାରୁଛି, ଓଡ଼ିଶାର ପାର୍ବତ୍ୟ ବନାଞ୍ଚଳରେ କ’ଣ ସେପରି ହୋଇପାରନ୍ତା ନାହିଁ ? ଓଡ଼ିଶାରେ ଚା’ ଚାଷ ! ହାସ୍ୟାସ୍ପଦ ବିଚାର ଥିଲା କିଛି ସରକାରୀ କର୍ମକର୍ତ୍ତା ତଥା ବୁଦ୍ଧିଜୀବିଙ୍କ ପାଇଁ…