Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅକ୍ଷୟ ଓଝା ଆମେ ସ୍କୁଲ ଫେରିଲା ବେଳେ ରାସ୍ତାରେ ପୁଳାଏ ତାଳଗଛ ଦେଖିବାକୁ ମିଳିଥାଏ । ଅନେକ ବାଇଚଢ଼େଇ ବସା ତାଳଗଛରେ। ତାଳଗଛ ପତ୍ରକୁ ଲଟକି ଲଟକି ପବନର ଦୋହଲୁ ଥାଆନ୍ତି। ଚଢ଼େଇଙ୍କ ଖିଚିରିମିଚିରି ସ୍ଵରରେ କୋଳାହଳ ହେଇ ଉଠେ ସେ ନିର୍ଜନ ବଣୁଆ ସ୍ଥାନଟି । କେତେବେଳେ ଚଢ଼େଇ…
ଲେଖା: ଅକ୍ଷୟ ଓଝା ଗୁରୁଶିଷ୍ୟ ପରମ୍ପରାର ପବିତ୍ର ଇତିହାସକୁ ଖୋଜିଲେ ଚାଟଶାଳୀ ଶିକ୍ଷା ଏକ ସଠିକ ଉଦାହରଣ । ନିରାଡ଼ମ୍ବର ଶିକ୍ଷାଶୈଳୀ । କେତେ ବେଳେ ଅବଧାନଙ୍କ ଦାଣ୍ଡ ପିଣ୍ଡାରେ କିମ୍ବା ଚାଳିଘରେ କେତେବଳେ ଗଛମୂଳେ ଏହି ଶିକ୍ଷାବ୍ୟବସ୍ଥା ଥିଲା । ଆଉ ଆଜି ଯେଉଁମାନେ ସମାଜରେ ଲକ୍ଷ ଲକ୍ଷ ଶିକ୍ଷିତ ସମାଜ ବହୁମୁଖୀ ଧାରାରେ…
ଲେଖା: ଅକ୍ଷୟ ଓଝା ମାଟିହାଣ୍ଡି, ମାଟି ମାଠିଆ, ମାଟି ପଲମ ଇତ୍ୟାଦିର ପ୍ରଚଳନ ପ୍ରାୟ ସମାପ୍ତ ହେଇଗଲାଣି । ସମୟ ଥିଲା ଗ୍ରାମ୍ୟ ଜୀବନରେ ଏହାର ପ୍ରଭାବ ଓ ପ୍ରଚଳନ ବାଧ୍ୟତାମୂଳକ ଥିଲା । ଚାଳଘର ଭିତରେ ଏକ ହାଣ୍ଡିଶାଳ ଥିଲା । ସେଇ ରୋଷେଇ ଘର ଆଗ ଭାଗରେ ଚୁଲି ଥିଲା । ତିନି…
ଲେଖା: ଅକ୍ଷୟ ଓଝା ବିଜୁଳିର ଆବିଷ୍କାର ହେଲା ପରେ ବି କେଇ ବର୍ଷ ପର୍ଯ୍ୟନ୍ତ ଗାଁ ଗହଳି ପୁରପଲ୍ଲୀରେ ଏହା ପହଞ୍ଚି ପାରି ନଥିଲା । ସଂଜ ନଇଁଲେ ପ୍ରକୃତି କୋଳରେ ବସି ଥିବା ଗାଆଁ ଗଣ୍ଡା ଅନ୍ଧାରରେ ଡୁବି ଯାଉଥିଲା । ସେ ସମୟରେ ଘରେ ଡିବି ଓ ବାହାରକୁ ବାହାରିଲେ ଲଣ୍ଠନ ଆଲୁଅର…
ଲେଖା: ଅକ୍ଷୟ ଓଝା ସେ ସମୟର କଥା । ଘରେ ପୁଅ କିମ୍ବା ଝିଅ ଟିଏ ହେଲେ ଛ’ ଦିନରେ ଷଷ୍ଠୀ ଦେବୀ ପୂଜା ଓ ଏକୋଇଶି ଦିନରେ ସତ୍ୟନାରାୟଣ ପୁଜା କରି ନବାଗତ ସନ୍ତାନର ଜନ୍ମ ମହୋତ୍ସବ ପାଳନ କରାଯାଉ ଥିଲା । ମାମୁଁଘରୁ ଭିନ୍ନ ଭିନ୍ନ ପ୍ରକାର ପୁଜା ଉପକରଣ, ନୂଆ କପଡ଼ା,…
ଉପସ୍ଥାପନା: ଶିଶିର ସାହୁ ମନୋଜ ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ । ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ…
ଲେଖା: ଶିଶିର ସାହୁ ମନୋଜ ଢେଙ୍କାନାଳ ମଣ୍ଡଳ(ଖଣ୍ଡ, ଜିଲ୍ଲା) ଅନ୍ତର୍ଗତ କାମାକ୍ଷାନଗର ଉପଖଣ୍ଡ(ବ୍ଲକ)ର ଏକ ଜଣାଶୁଣା ଗ୍ରାମ ହେଉଛି କନ୍ତିଓ । ଏ ଗାଆଁର ବିଶିଷ୍ଟତା ଓ ଲୋକପ୍ରିୟତା କୌଣସି ମହାନ ଵ୍ୟକ୍ତି ଯୋଗୁଁ ନୁହେଁ, ବରଂ କେତେକ ଐତିହାସିକ ଘଟଣା ପାଇଁ ହୋଇଅଛି । ଏକଦା ଭୀମନଗରୀ ଦଣ୍ଡପାଟ ନାମରେ ପ୍ରସିଦ୍ଧ ଥିବା ଢେଙ୍କାନାଳର…
ଅକ୍ଷୟ ଓଝା ଆମ ଗାଆଁ ମୁଣ୍ଡରେ ପରିତ୍ୟକ୍ତ ଘରଟିଏ । ଭାଙ୍ଗି ଆସୁଥିବା ମାଟି କାନ୍ଥ । ମାଟି ଖୁପୁରୀରେ ଛାଆ ହେଇଥିବା ଛପର ଜରାଜୀର୍ଣ୍ଣ ଘର ଟିଏ । ଭଗ୍ନ ସ୍ତୁପ ପରି ଛଡା ହେଇଛି କେଉଁ କାଳରୁ । ଅଲରା ବଲରା ସରୀସୃପଙ୍କ ଆଡ୍ଡା । ପାଖରେ ଖୁବ ଡର ଲାଗେ ।…
ଲେଖା: ଅକ୍ଷୟ ଓଝା ଚାଳଘର । ପିଲାଦିନେ ଆଠ ଖୁଣ୍ଟିଆ ଚାଳ ଛପର ଘର ଆମର ଥିଲା । ପିଢ଼ାରେ ବର୍ଷସାରା କିଛି ନା କିଛି ପରିବା ଫସଲ ଲତା ଟିଏ ମାଡ଼ି ଥାଏ ଆମ ଚାଳ ଉପରେ । ଲାଉ, କଖାରୁ, ପୋଇ, ଶିମ ଇତ୍ୟାଦି ଇତ୍ୟାଦି । ବର୍ଷା ଋତୁରେ ବର୍ଷା…
ଲେଖା: ହରେକୃଷ୍ଣ ସାହୁ ଏଇଠି ଠିଆ ହୋଇ ଚାହିଁଲେ ଘଞ୍ଚ ଗଛଲତାର ମଥାନ ଉପରେ ଫର ଫର ହୋଇ ଉଡ଼ୁଥିବ ନାଲିଆ ପତାକାଟିଏ। ସେଇଟି ହେଲା ଆମ ଗାଁ ଇଷ୍ଟଦେବତା ରଘୁନାଥ ମନ୍ଦିରର ନେତ। ସେହି ଗଛର ଗହଳି ଭିତରେ ଲୁଚିଛି ଆମ ଗାଁ। ମୋର ଭାରି ପ୍ରିୟ। ମୋ ଗାଁ ମୁଗପାଳ। ଓଡ଼ିଶାର ସବୁ…