ତଅପୋଇ

ଲେଖା: ଅମ୍ବରୀଶ ମଙ୍ଗରାଜ   ~ ସ୍ମୃତିରେ ତଅପୋଇ ~ ସେଦିନ ରବିବାର ଛୁଟି, ତେଣୁ ଜାଣିଶୁଣି ଭାଇ ଓ ମୁଁ…

ହାଣ୍ଡିଧୁଡୁ଼କା

ଲେଖା: ଶିଶିର ମନୋଜ ସାହୁ ~ ହଜିଯାଉଛି ଆମ ପରମ୍ପରା: ହାଣ୍ଡିଧୁଡୁ଼କା~ ଆମ ଅଞ୍ଚଳରେ ଵିଵାହୋତ୍ସଵ ଅଵସରରେ ହାଣ୍ଡିଧୁଡୁ଼କା ବୋଲି ଏକ…

ଵୈରୀଗଞ୍ଜନ ମହାନ୍ତି

ଉପସ୍ଥାପନା: ଶିଶିର ସାହୁ ମନୋଜ ଵୈରୀଗଞ୍ଜନ ମହାନ୍ତି ଘୁମୁସରର ଅଧିଵାସୀ ଥିଲେ । ସେ ଅତ୍ୟନ୍ତ ଚତୁର, ଵିଚକ୍ଷଣ ଓ ଵୀର…

ଚାରି ସୁନ୍ଦରୀ ଓ ମେଣ୍ଢା

ଉପସ୍ଥାପନା: ଦେବାଶିଷ ସେନାପତି ଶୁଆଶାରୀ କଥା ପରି ଆମ ଲୋକ ସାହିତ୍ୟରେ ରହିଛି ଅନେକ କାହାଣୀ, ଯେମିତି ଚାରି ସୁନ୍ଦରୀ ଓ…

ଚିଠିପତ୍ର

ଲେଖା: ଅକ୍ଷୟ ଓଝା ଦୂର ସମ୍ପର୍କକୁ ଚିଠି ମାଧ୍ୟମରେ ନିକଟ କରିବାର ମଣିଷ ସମାଜରେ ଚଳି ଆସୁଥିବା ଚଳନୀ ଆଉ ନାହିଁ…

ତା’ ସାଥେ ମୋର ଭାବ

ଲେଖା: ଶ୍ରୀକାନ୍ତ ସିଂହ ~ ତା’ ସାଥେ ମୋର ଭାବ ~ ଏଇ ସନ ଦୋଳପୂର୍ଣ୍ଣିମାରେ ମୋର ଐତିହ୍ୟଦର୍ଶନ ବୁଲାରେ ମୁଁ…

ରଜ

ଲେଖା: ଅକ୍ଷୟ ଓଝା ପାଚିଲା ପଣସ ବାସ୍ନାରୁ ରଜ ଆସେ । ବାଡ଼ି ଆମ୍ବବଗିଚାର ଶେଷ ଫଳ ବେଳକୁ ରଜ ଆସେ…

ଅଲେଖ ମହିମା

ଲେଖା: ଅକ୍ଷୟ ଓଝା ଉତ୍କଳୀୟ ପରମ୍ପରାରେ ଅଲେଖ ମହିମାଧର୍ମ ଏକ ସବିଶେଷ ଅଙ୍ଗ । ଧର୍ମଧାରଣାରେ ହିନ୍ଦୁ ସମ୍ପ୍ରଦାୟ ଅଲେଖ ଧର୍ମକୁ…

ଗାଁ ମଶାଣି

ଲେଖା: ଅକ୍ଷୟ ଓଝା ଯେଉଁଠି ଏନ୍ତୁଡି, ସେଇଠି ମଶାଣି । ମୋ ଗାଁ ମଶାଣି । ଆମ ଗାଁ ସ୍ଵର୍ଗଦ୍ୱାର ।…

ଗାଁ ଖେଳପଡ଼ିଆ

ଲେଖା: ଅକ୍ଷୟ ଓଝା ଗାଁ ଖେଳପଡ଼ିଆ । ସ୍କୁଲରୁ ଫେରିବା ମାତ୍ରେ ହିଁ କ’ଣ ଦିଟା ଖାଇଦେଇ ସିଧା ପଡ଼ିଆରେ ।…