Category ଓଡ଼ିଶାର ବରପୁତ୍ର

ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ

ସୌରଭିତ ସୃଷ୍ଟି: ଗଙ୍ଗାଧର ମେହେର (ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଭାରତୀୟ ସାହିତ୍ୟରେ ମଧ୍ୟ ସେ ଜଣେ ଯଶସ୍ଵୀ କବି ଭାବେ ପରିଚିତ। ତାଙ୍କର ଜୀବନୀ ସେ ଅତି ସଂକ୍ଷିପ୍ତ ଭାବରେ ରଚନା କରିଛନ୍ତି । ଉତ୍କଳ ଖଣ୍ଡର ସେହି ମହାନ କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଉପସ୍ଥାପନା କରି…

ରାମକୃଷ୍ଣ ନନ୍ଦ

ଲେଖା: ଅମୃତେଶ ଖଟୁଆ ଓ ଦେଵ ତ୍ରିପାଠୀ ଆହେ ଦୟାମୟ ବିଶ୍ଵବିହାରୀ । ଘେନ ଦୟାବହି ମୋ’ର ଗୁହାରି। ଜଳ, ସ୍ଥଳ, ବନ, ଗିରି, ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ। ଇଏ କେବଳ ଭକ୍ତିକବିତାଟିଏ ତ ନ ଥିଲା, ଥିଲା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଭାବପ୍ରବଣତା, ଶିଶୁକିଶୋରଙ୍କ ପାଇଁ ଏକ ଉଛ୍ୱସିତ ସ୍ପନ୍ଦିତ…

କବିମଞ୍ଜୁଳ

ଲେଖା: ଦେଵ ତ୍ରିପାଠୀ   କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ହରେକୃଷ୍ଣ ମହତାବ

ଲେଖା: ନିରଞ୍ଜନ ସାହୁ ୧୮୯୯ ମସିହା ନଭେମ୍ବର ମାସ ଏକୋଇଶି ତାରିଖରେ ବାଲେଶ୍ଵର ଜିଲ୍ଲା ଅଗରପଡ଼ା ରାଜବାଟୀ ଉତ୍ସବ ମୁଖର ଓ ଚଳଚଂଚଳ ହୋଇଉଠିଲା । ଜନ୍ମ ନେଲେ ରାଜଗାଦୀ ପାଇଁ ଭବିଷ୍ୟତର ବଂଶଧର । କିନ୍ତୁ ରାଜ-ଐଶ୍ୱର୍ଯ୍ୟକୁ ପାଦରେ ଆଡ଼େଇ ଦେଇ ସେହି ଶିଶୁଟି ଯେ, ଦେଶ ପାଇଁ ନିଜକୁ ସମର୍ପଣ କରିଦେବ, ଏ…

ପଣ୍ଡିତ ହରିହର ମିଶ୍ର

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ବଡ଼କୋଠା

ଲେଖା: ନିରଞ୍ଜନ ସାହୁ ଆଜିକୁ ୧୯୫ ବର୍ଷ ତଳର ଏକ କୋଠାର କାହାଣୀ। ଏହି କୋଠା ଆଜି ପର୍ଯ୍ୟନ୍ତ ବଡ଼କୋଠା ଭାବେ ପରିଚିତ ସମଗ୍ର ଓଡ଼ିଶାରେ । ସ୍ମୃତିରେ ଏବେ ରହିଥାଇପାରେ, ହେଲେ ସମଗ୍ର ଦେଶର ଏହା ଥିଲା ସେ ସମୟର ଏକ ପବିତ୍ର ତୀର୍ଥ । ଏହାର ଇତିହାସ ହୁଏତ ଏବେ ଆମ ଭଳି…

ବୈକୁଣ୍ଠନାଥ ପଟ୍ଟନାୟକ

ଲେଖା: ଦେଵ ତ୍ରିପାଠୀ “ମାନସ ହଂସ ମୁଁ, ମାନସେ ଯିବି ଉଡ଼ି, ଭରମେ ଅବିରତ, ମୋ ଦୋଷେ ପଥ ହୁଡ଼ି ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି ଲଂଘି ହିମଗିରି ଯିବିଗୋ ବେଳ ଥାଉଁ l ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ…

ଚାଖି ଖୁଣ୍ଟିଆ

ଲେଖା: ନିରଞ୍ଜନ ସାହୁ “ଚକା ନୟନକୁ ପତିତ କେହି, ଡକାଇ ଖର ନିଶ୍ଵାସ ପକାଇ ଡକା ପକାଇ ଗରୁଡ଼ ପଛରେ, ବକାରି ! ମୋ ଆର୍ତ୍ତ ଶୁଣ ସତ୍ଵରେ ହେ ଡକ୍କା ବାଜୁଛି ମହିମା ହେ, ଠକାରି କରି କର୍ଣ୍ଣେ ଗିର ନ ଶୁଣ, କାହିଁକି ବିଚିତ୍ରକର୍ମା ହେ” । ସର୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭ…

ବାଙ୍କବିହାରୀ ଦାସ

ଲେଖା: ଦେଵ ତ୍ରିପାଠୀ ୧୯୪୨ ମସିହା ଅଗଷ୍ଟ ୧୫ ତାରିଖ । ରେଭେନ୍ସା ମହାବିଦ୍ୟାଳୟ, କଟକ । କଂଗ୍ରେସ ଅଧିବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହେଲା ଏବଂ ଗାନ୍ଧିଜୀ ବ୍ରିଟିଶମାନଙ୍କୁ ଭାରତ ଛାଡ଼ିବା ପାଇଁ ଡାକରା ଦେଇଥା’ନ୍ତି । ଦେଶକୁ ସ୍ବାଧୀନ କରିବା ପାଇଁ ‘କର ବା ମର’ ଆହ୍ୱାନରେ ପ୍ରମାଦ ଗଣିଲେ, ଦେଶର ବଡ଼…

ଚକରା ବିଷୋୟୀ

ଲେଖା: ସନ୍ତୋଷ ପଟ୍ଟନାୟକ ୧୮୩୬ ମସିହାରେ ଘୁମୁସରର (ଗଞ୍ଜାମ) ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ। ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଗଲା, ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା…