Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେବୀ ପ୍ରସାଦ ଦାସ ଶହୀଦ ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା…

ଲେଖା: ଡ. ସତ୍ୟପ୍ରିୟ ସାହୁ ଆମ ଭାଷା ଓ ସାହିତ୍ୟ ଜଗତର ଜଣେ ଅମଳିନ ସାଧକ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ । ୧୮୭୭ ସାଲ ଡିସେମ୍ବର ମାସ ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭିକାରୀ ଚରଣ ପଟ୍ଟନାୟକ, କେନ୍ଦ୍ରାପଡ଼ା ଜିଲ୍ଲାର ଅସୁରେଶ୍ଵର ଅଞ୍ଚଳର ହୁରାସାହି ଗ୍ରାମରେ । ପାଠ ପଢ଼ିଲେ, ବିଦିତ ହେଲେ ଓଡ଼ିଶାର…

~ ତୁଳସୀ ମୁଣ୍ଡା ~ ଲେଖା: ଅମୃତେଶ ଖଟୁଆ ଭାରତବର୍ଷରେ ସାମାଜିକ ବିକାଶର ଧାରାରେ ଓଡ଼ିଆ ମାଟିର ତୁଳସୀ ମୁଣ୍ଡା ! ଆଜିର ସମ୍ଭ୍ରାନ୍ତ ବିଶ୍ଵରେ ସମସ୍ତେ ଯେତେବେଳେ ପ୍ରଗତିଶୀଳତାର ବ୍ୟାଖ୍ୟା କରନ୍ତି, ସେତେବେଳେ ତାଙ୍କ ଚାକ୍ଷୁସ ହୁଏ କେବଳ ଆର୍ଥିକ ମେରୁଦଣ୍ଡର ସିଧାସଳଖ ଚିତ୍ର ତ କେତେବେଳେ ଉଚ୍ଚାଟିତ ନଭଶ୍ଚୁମ୍ଭୀ ଅଟ୍ଟାଳିକାମାନ। ଏଥିରେ ଦେଖନ୍ତି ସେମାନେ…

~ ମୁକ୍ତ୍ଯାର ରାମଚନ୍ଦ୍ର ଦାସ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ମାଟିରେ ଯେଉଁ ମହାପୁରୁଷଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ କୀର୍ତ୍ତିପୂତ ଜୀବନୀ ଆମ ପାଇଁ ସଦା ପାଥେୟ। ତେବେ ସେହିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ଅନ୍ୟତମ ଆଦର୍ଶ ତଥା ଦିଗଦ୍ରଷ୍ଟା ମୁକ୍ତ୍ଯାର ରାମଚନ୍ଦ୍ର ଦାସ। “ଈପ୍ସିତଂ ତଦବଜ୍ଞାନାଦ୍ଵିଦ୍ଧି ସାର୍ଗଳମାତ୍ମନଃ। ପ୍ରତିବଦ୍ଧ୍ନାତି ହି…

ଲେଖା: ନିରଞ୍ଜନ ସାହୁ ଗାନ୍ଧୀବାଦୀ ନେତା, ପରୋପକାରୀ, ଦେଶପ୍ରେମୀ, ଓଡ଼ିଶାର ଉନ୍ନତି ପାଇଁ ସତତ ଚେଷ୍ଟିତ ନେତା, ଓଜସ୍ଵିନୀ ଜ୍ୱାଳାମୁଖୀ ବକ୍ତା, ଦୁସ୍ଥ ଆର୍ତ୍ତଜନତାର ସେବକ, ସାହସୀ, ଖାଣ୍ଟି ଓଡ଼ିଆ, ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀ ରାଜକୃଷ୍ଣ ବୋଷ । ୧୯୨୧ ମସିହା ଜାନୁଆରୀ ମାସ ୨୪ ତାରିଖ। କଟକର କାଠଯୋଡ଼ି ବାଲିରେ ସ୍ଵାଧୀନତା ପାଇଁ…

~ ଭକ୍ତକବି ମଧୁସୂଦନ ~ ଲେଖା: ଅମୃତେଶ ଖଟୁଆ ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ଭକ୍ତକବି ମଧୁସୂଦନ । ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡ଼ିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ। ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ । “ଅଖିଳ…

~ ଔପନ୍ୟାସିକ ଗୋପୀନାଥ ମହାନ୍ତି ~ ଲେଖା: ଅମୃତେଶ ଖଟୁଆ ଔପନ୍ୟାସିକ ଗୋପୀନାଥ ମହାନ୍ତି ! ଓଡ଼ିଆ ସାହିତ୍ଯର ଜଣେ ଦିଗ୍ଗଜ ସ୍ରଷ୍ଟା। ମାଟିର ଅବାରିତ ବାସ୍ନାକୁ ସୁରଭିତ କରିଛନ୍ତି ନିଜ ଉପନ୍ୟାସ ମାଧ୍ୟମରେ। “କେବଳ ଭାଗ୍ୟବାଦୀ ନଗଣ୍ୟ ମଣିଷ, ମୂଷା ପରି ମଣିଷ, ବିଲୁଆ ପରି ମଣିଷ। ସେ ଆଶାର ଲଙ୍ଗର ଉଠେଇ ନେଇ…

~ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ ଉତ୍କଳୀୟ ମାଟିର ଜଣେ ଉଦଯୋଗଶୀଳ ନିରାସକ୍ତ ଜାତୀୟ ଜୀବନରେ ଜଣେ ଅଗ୍ରଗାମୀ କର୍ମୀପୁରୁଷ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ପୁତ୍ର ଥିଲେ ଆବାଲ୍ଯ ବୀରସୁଲଭ ଦୁଃସାହସିକ ଏବଂ ନିର୍ଭୀକ ଜନନେତୃକାର। ପୁଲିସ୍ ଲାଠି ଖାଇଥିଲେ, ଉଡାଜାହାଜ ଉଡାଇବା ପାଇଁ ପଣ କରିଥିଲେ। ପିତାଙ୍କ ସ୍ପର୍ଶରେ ସେ ପାଇଥିଲେ…

~ ଜଳନ୍ଧର ଦେବ ~ ଲେଖା: ଅମୃତେଶ ଖଟୁଆ ଅକୁତୋଭୟ ସାରସ୍ଵତ ଚର୍ଚ୍ଚା, ସଂସ୍କାରଚେତନା, ବୈଜ୍ଞାନିକ ପୁରୋଦୃଷ୍ଟି ସମ୍ମିଳିତ ନିଜର ପ୍ରଜ୍ଞାଦୀପ୍ତ ଜୀବନର ଏକ ସ୍ଵତଃପ୍ରବୃତ୍ତ ଅନୁଷ୍ଠାନ ଜଳନ୍ଧର ଦେବ ସମଗ୍ର ଓଡିଆ ଜାତି ପାଇଁ ଚିରସ୍ମରଣୀୟ । ବାମଣ୍ଡା ଓଡିଆ ସାରସ୍ଵତ କ୍ଷେତ୍ରରେ ଏକ ପ୍ରୀତିପଦ ଉଚ୍ଚାରଣ। #ବୁଧ_ହଂସ_କେଳି_ସର ବାମଣ୍ଡା ଆଧୁନିକ ଓଡିଆ ସାହିତ୍ଯ…

ଲେଖା: ନିରଞ୍ଜନ ସାହୁ ଭାରତ ଇତିହାସରେ ଏକ ଘଟଣାବହୁଳ ଓ ଅଭିଶପ୍ତ ଅଧ୍ୟାୟ ରଚିତ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ । ସେହି ସମୟରେ ସାମ୍ରାଜ୍ୟବାଦୀ ଇଂରେଜମାନେ ରବର୍ଟ କ୍ଲାଇବଙ୍କ ନେତୃତ୍ୱରେ ଭାରତରେ ଇଂରେଜ ଶାସନର ମୂଳଭିତ୍ତି ସ୍ଥାପନ କଲେ । ଦେଶ ପାଇଁ କ୍ରମେ କ୍ରମେ ପରାଧୀନତାର ଅମା ଅନ୍ଧାର ମାଡ଼ି ଆସିଲା ।…