Physical Address
Sai Samarpanam, Satya Vihar, Bhubaneswar

ଲେଖା: ଅମ୍ବରୀଶ ମଙ୍ଗରାଜ ~ ସାରସ୍ୱତ ସ୍ରଷ୍ଟା #ବିଛନ୍ଦଚରଣ_ପଟ୍ଟନାୟକ ~ କୁଳବୃଦ୍ଧ, ଦେଶପ୍ରାଣ, ଜାତୀୟ ଗୌରବ ମଧୁସୂଦନ ଦାସ ଏକଦା ଜଣେ ଉଦୀୟମାନ ଯୁବକଙ୍କୁ କହିଥିଲେ ତୁମେ ହିଁ ମୋର ଯୋଗ୍ୟ ଉତ୍ତରାଧିକାରୀ ହୋଇ ପାରିବ | ସେ ଯୁବକ ଆଉ କେହି ନୁହନ୍ତି ସେ ଥିଲେ ପ୍ରଜ୍ଞାପ୍ରାଣ #ପ୍ରାଚୀ ସମ ପବିତ୍ର ବିଛନ୍ଦଚରଣ ପଟ୍ଟନାୟକ…

ଲେଖା: ସୁଦର୍ଶନ ଆଚାର୍ଯ୍ୟ ~ ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ~ ପାରଳାଖେମୁଣ୍ଡିର ଅଦ୍ଭୁତକର୍ମା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ରଚନାବଳୀ ସଂଗ୍ରହ ଅବସରରେ ଦିନେ କୌତୂହଳବଶତଃ କଟକ ଫେରିବା ରାସ୍ତାରେ ବାଣପୁରର ସ୍ୱନାମଧନ୍ୟ ସ୍ୱର୍ଗତ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଘରେ ଯାଇ ପହଞ୍ଚିଲି । ସେ ଥିଲେ ପଣ୍ଡିତ ନନ୍ଦଶର୍ମାଙ୍କ ପ୍ରିୟ ଛାତ୍ର ।…

ଲେଖା: ଦେଵ ତ୍ରିପାଠୀ ~ କର୍ମଯୋଗୀ ଦୈତାରୀ ନାଏକ ~ ଜୀବନ ସାୟାହ୍ନର ପାଣିଚିଆ ଖରାରେ ସତେଜ ହେବା ଚେଷ୍ଟା ରେ ସେ ଥିଲେ ନିୟୋଜିତ । କଙ୍କାଳସାର ଶରୀର, ମସ୍ତକରେ ଶୁଭ୍ରକେଶ, ଭଙ୍ଗା ବୟସର ପେଜୁଆ ଆଖିରେ ନିଷ୍ପ୍ରଭ ଚାହାଣି, ଭଗ୍ନସ୍ବାସ୍ଥ୍ୟ-ସମ୍ପନ୍ନ ଅଶୀତିପର ବୃଦ୍ଧଜଣଙ୍କୁ ଦେଖି କେହି କ’ଣ ବିଶ୍ୱାସ କରିପାରିବ ଯେ ସେଇ…

ଲେଖା: ଅମ୍ବିକା ପଟ୍ଟନାୟକ ~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~ ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?” “ମୁଁ ରାସ୍ତା ଜାଣିନି ବାବୁ l” “ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?” “ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “…

ଲେଖା: ଜଗଦୀଶ ପାଣିଗ୍ରାହୀ ~ ଉମାକାନ୍ତ ମିଶ୍ର ~ “ଘୁମୁସରର ଗୈାରବ” ଖ୍ୟାତନାମା ଅଭିନେତା (ଚଳଚ୍ଚିତ୍ର ନାୟକ) ତଥା ବରିଷ୍ଠ ଓକିଲ ଉମାକାନ୍ତ ମିଶ୍ର । ଚଳଚ୍ଚିତ୍ର ଜଗତରେ ଘୁମୁସରର ପ୍ରଥମ ହିରୋ, ବିଶିଷ୍ଟ ଓକିଲ, ବିଧାୟକ, ସାହିତ୍ୟିକ, ଶିକ୍ଷାପ୍ରେମୀ, ସମାଜସେବୀ, ନାଟ୍ୟକାର, ନିର୍ଦ୍ଦେଶକ ଡ୍ରାମା ତଥା ଚଳଚ୍ଚିତ୍ର ଅଭିନେତା । ଭଞ୍ଜନଗର ନିକଟସ୍ଥ ସାନକୋଦଣ୍ଡା…

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ଲେଖା: ନିରଞ୍ଜନ ସାହୁ ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀୟ ସାହିତ୍ୟ କ୍ଷେତ୍ରରେ ସୁପରିଚିତ ସମ୍ଭ୍ରାନ୍ତଶିଳ୍ପୀ ଶ୍ରୀ ମନୋଜ ଦାସ । ମହୋଦୟେଷୁ, ଆଧୁନିକ ଓଡ଼ିଆ, ଭାରତୀୟ ତଥା ଆନ୍ତର୍ଜାତୀକ ସ୍ତରରେ ଆପଣ ଏକ ସୁପରିଚିତ ତଥା ସମ୍ଭ୍ରାନ୍ତ ଶିଳ୍ପୀ। ଯୋଗଜନ୍ମା କଥାଶିଳ୍ପୀ ଫକୀରମୋହନଙ୍କର ଉତ୍ତରଣ ପର୍ବର ଜଣେ ସାର୍ଥକ ଉତ୍ତର ପୁରୁଷ। ମହାନ ଭାରତୀୟ ପରମ୍ପରା, ପୁରୋଦୃଷ୍ଟି…

ଲେଖା: ପ୍ରଳୟ ନାୟକ “ମନୋଜ ଦାସ” ବୋଇଲେ କଣ . . ? ? ଭାରତୀୟ ଉପମହାଦେଶ’ର ଶେଷ ଏକ ସୀମାନ୍ତ’ର ଶଙ୍ଖାରୀ ବୋଲି ଅଖ୍ୟାତ ପଲ୍ଲୀ ରେ ଜନ୍ମହୋଇ ସ୍ଵୀୟ ଧୀ ଓ ଆଧ୍ୟାତ୍ମିକ ଉପଲବ୍ଧି ସହଯୋଗେ ଅନନ୍ୟ ବାଣୀବିଳାସ’ର ସୁମହାନ ରୂପକାର . . ! ! ! ନିଜ ଶବ୍ଦର ଯାଦୁରେ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଜଣେ ଅନିଛୁକ ରାଜନୀତିଜ୍ଞ : ଡ. ମନ୍ମଥ ନାଥ ଦାସ ~ “ଇତିହାସର ଶିଳାନ୍ୟାସ ଉପରେ ଉପନ୍ୟାସର ମାଧୁର୍ଯ୍ୟ ଭରି ଦେଇ ଇତିହାସକୁ ଜୀବନ୍ୟାସ ଦେବାରେ ସିଦ୍ଧହସ୍ତ, ଇତିହାସକୁ ଜୀବନ୍ତ, ମୂର୍ତ୍ତିମନ୍ତ ଓ ସୌନ୍ଦର୍ଯ୍ୟରେ ରୁଦ୍ଧିମନ୍ତ କରିବାର କୁଶଳୀ ଶିଳ୍ପୀ, ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କୁ ପ୍ରଜ୍ଞା ଓ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଗୋପାଳ ଚନ୍ଦ୍ର ପ୍ରହରାଜ ~ ୧. ନେତାମାନେ ଓଡିଶା ମାତାକୁ କେତେବେଳେ ପାଟପତନୀ, କେତେବେଳେ ପିଚାପାଡ଼ିଆ ଶାଢ଼ୀ, କେତେ ବେଳେ କେଳୁଣୀ କଛା, କେତେବେଳେ ଗାଉନ, କେତେ ବେଳେ ବାହୁ ଖଡ଼ୁ, କେତେବେଳେ ବ୍ରାସଲେଟ ଏବଂ କେତେ ବେଳେ ଯାହା ମନ ତାହା ପିନ୍ଧେଇ ମଞ୍ଚ ଉପରେ ତାମସା କରନ୍ତି…