Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ ଦଣ୍ଡବତ ପ୍ରଣାମର ବହୁ ଉର୍ଦ୍ଧ୍ଵରେ ! ସଂଗ୍ରାମୀ ଅଭିବାଦନ ଜଣାଉଛି। ଏ ଅଭିବାଦନ କେବଳ ମୋ’ର ନୁହେଁ, ସମଗ୍ର ଭାରତବର୍ଷର ! ତମେ ଯେ ଏ ଦେଶର ସର୍ବକନିଷ୍ଠ ଶହୀଦ ! ବାଜି, ତମକୁ…

ଲେଖା: ନିରଞ୍ଜନ ସାହୁ (ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସ୍ଵରୋତ୍ତଳନ କରୁଥିବା ଜଣେ ଯୁବକକୁ ପ୍ରଲୋଭନ ଦେଖାଇ ସେଦିନର ଇଂରେଜ ସରକାର ଡେପୁଟି ମାଜିଷ୍ଟ୍ରେଟ ଚାକିରୀ ପାଇଁ ମନୋନୀତ କରିଥିଲେ । ସେହି ଯୁବକର ଉତ୍ତର ଥିଲା, “ମୋତେ ଯଦି ବଡ଼ଲାଟ୍ କରାଯାଏ, ତାକୁ ମଧ୍ୟ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।” ଏହା ଥିଲା…

~ ବିଦ୍ୟୁତପ୍ରଭା ଦେବୀ ~ ଲେଖା: ଅମୃତେଶ ଖଟୁଆ “ତୁମେ – ଆସିଲେ ଅଚିରାତେ, ଉଗ୍ର ପଦାଘାତେ ବହ୍ନିଶିଖା ଜାଳି ଘୋଟଇ ଘୋର ତ୍ରାସ- ତୁମରି ପ୍ରତାପରେ, ବିଶ୍ଵ ଥରହରେ, ନାଚଇ ବାଲୁ-ବୁକେ କୁହୁକ ଜଳାଭାସ। ଯେଦିନ ପୁଣି ଆସ, ଖେଲାଇ ଘନ ରାସ ଧରଣୀ-କାନେ ପଡେ ବରଷା ଗୀତ…

ଲେଖା: ନିରଞ୍ଜନ ସାହୁ “ମୁଁ ସଚି ରାଉତରାୟ (ନୁହେଁ ଟାଗୋର ଅବା ଶେଲୀ) ମୁଁ ଏ ମାଟିର ଧାରା ଆଉ ଆକାଶର କବି। କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି। ପେଶାଦାର ଗାୟକ ମୁଁ ନୁହଁ ତୁମେ ମୋର ଛପା ବହି ଯେତେବେଳେ ଛୁଅଁ ଛୁଅଁ ନୂଆ ମଣିଷର ଛାତି । ତା’ର…

ଲେଖା: ଶିବାଶିଷ ମହାପାତ୍ର “ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠି ଘର । ଜଳିବ ପୁଣି ସେଇଠି ଶେଷେ, ମୋହରି ଚିତା ନିଆଁଟି, ଛୋଟ ମୋର ଗାଁଟି ।” ମା’, ମାଟି ଏବଂ ମମତାକୁ ନେଇ ଚିର ଅମର ତାଙ୍କ କାବ୍ୟ କବିତା । ଆଜି ମଧ୍ୟ ଭୁଲି ପାରିନାହାନ୍ତି ତାଙ୍କ…

~ ଶ୍ୟାମସୁନ୍ଦର ରାଜଗୁରୁ ~ ଲେଖା: ଅମୃତେଶ ଖଟୁଆ “ବିଚକ୍ଷଣ ରାଜଗୁରୁ ହେ ଶ୍ୟାମସୁନ୍ଦର, ଆଦ୍ୟ ଗ୍ରାଜୁଏଟ ତୁମ୍ଭେ ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବାସୀଏ ଏଣୁ ଥିଲେ ଆଶା କରି, ସର୍ବକାର୍ଯ୍ୟେ ହେବ ତୁମ୍ଭେ ଅଗ୍ରଣୀ ଏପରି। ସେଥିରୁ ଚିହ୍ନ ସ୍ଵରୂପ ବୋଲା ଯାଇପାରେ, ସଭାପତି ହେଲ ଆଦ୍ୟ ଗଞ୍ଜାମ ସଭାରେ। × × …

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ…

ଲେଖା: ନିରଞ୍ଜନ ସାହୁ “ଚରମ ପତ୍ର ଦେଲି ଭଗବାନ ଚରମ ପତ୍ର ଘେନ ! ଆଗାମୀ ଚବିଶ ଘଣ୍ଟା ଭିତରେ , ଆଗାମୀ କାଲିର ଏଇ ପ୍ରଭାତରେ ଖାଲି କର ତମେ ଗୋଲକ ସିଂହାସନ ଘେନ ଭଗବାନ, ଚରମ ପତ୍ର ଘେନ । ସୂର୍ଯ୍ୟର ମେରୁଦଣ୍ଡ ଉପାଡ଼ି ଈଶ୍ୱର ଶିରେ ପିଟି ଉଠିବି ସେଦିନ ସୌର…

ଲେଖା: ନିରଞ୍ଜନ ସାହୁ ସେ କବି ! ମଧୁମୟ ସୁର-ଜାହ୍ନବୀ-ଧାରା କେତେବେଳେ ଅନ୍ତରରୁ ନିଃସୃତ ହୋଇ ବିଶ୍ଵକୁ ଦିବ୍ୟ ରସରେ ପରିପୂର୍ଣ୍ଣ କରିଦିଏ ତ କେତେବେଳେ ଆକାଶରୁ ଉତ୍ତପ୍ତ ତାରାପୁଞ୍ଜକୁ ତୋଳି ଆଣି ଈଶ୍ଵରଙ୍କ ଗଳାରେ ଲମ୍ବାଇ ଦେଇ ପାରେ ! ସେ କବି ! କବିତାର କୂହୁକ ବଳରେ ରବି ତଳେ ପ୍ରଳୟ ରଚନା…

ଲେଖା: ନିହାର ଶତପଥୀ ବଡ ରହସ୍ଯଘନ ସେ ସମୟ . . .ଯୌବନର . . ! ଦରବାରୀ ସାହିତ୍ଯର ପୁରୁଣା ଖୋଳପାରୁ ବାହାରି ଆସି ଓଡ଼ିଆ ସାହିତ୍ଯରେ ରାଜ୍ କରୁଥିଲେ . . . ଉସମାନତାରାର ଚିରନ୍ତନ ପ୍ରେମିକ ! ଆଗାମେନନ୍’ର ବିରାଟ କାନଭାସ ତଳେ ବିତର୍କରେ ବିବ୍ରତ ପାର୍ବତୀ . . .…