Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ପଣ୍ଡିତ ଗୋବିନ୍ଦ ରଥ ଏକାଧାରରେ ଜଣେ ହାସ୍ଯାମୋଦୀ, ନିର୍ଭୀକ, ସ୍ପଷ୍ଟବାଦୀ, ନିରପେକ୍ଷ ତଥା ପ୍ରଚଣ୍ଡ ସ୍ଵାଭିମାନୀ ରୂପେ ସେ ଥିଲେ ଜନମନରେ ପ୍ରଖ୍ୟାତ । ଓଡ଼ିଆ #ଭାଷାରେ ସର୍ବପ୍ରଥମେ ଯେଉଁ ପାଠ୍ୟ ପୁସ୍ତକର ପ୍ରଣୟନ ହୋଇଥିଲା, ତାହାର ଆଦ୍ୟଲଗ୍ନରୁ ହିଁ #ପଣ୍ଡିତ #ଗୋବିନ୍ଦ #ରଥ ଙ୍କ ଜନପ୍ରିୟତା ଥିଲା ବହୁଗୁଣ ଗୁଣିତ ।…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପୁରୀ ଜିଲ୍ଲାର ଆଞ୍ଚଳିକ ଶବ୍ଦ ! ଓଡ଼ିଶାର ସବୁ ଜିଲ୍ଲାର ଶବ୍ଦ ଓ ଶୈଳୀରେ ରହିଛି ନିଆରାପଣ । ସବୁ ଜିଲ୍ଲାର ଶୈଳୀରେ ଏହି ବୈଶିଷ୍ଟ୍ୟ ଯୋଗୁଁ ଓଡ଼ିଆ ଭାଷା ହୋଇଛି ସମୃଦ୍ଧ । ଏଠାରେ ପୁରୀ ଜିଲ୍ଲାର ସେଇଭଳି କିଛି ନିଆରା ଆଞ୍ଚଳିକ ଶବ୍ଦର ସୂଚୀ…
ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ବିଶ୍ବ ଦେଖ ମଧୁମୟ ରେ ଜୀବନ’ । ବିଶ୍ବ ଦେଖ ମଧୁମୟ ରେ ଜୀବନ ବିଶ୍ବ ଦେଖ ମଧୁମୟ ମଧୁର ଝରଣ କରିବ ହରଣ ତୋ ପାପ ମରଣ ଭୟରେ ଜୀବନ (ଘୋଷା) ଜନନୀର ସ୍ନେହ ଜାୟାର ପ୍ରଣୟ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଓଡ଼ିଆ ଭାଷାର ନିଆରା ଶବ୍ଦ ବାଇନ~ ଓଡ଼ିଆ ଭାଷାରେ ବାଇନ ବୋଲି ଶବ୍ଦଟିଏ ଅଛି କିନ୍ତୁ ଏ ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇନାହିଁ କି ପୁରାତନ ସାହିତ୍ୟରେ ମଧ୍ୟ ବାଇନ ଶବ୍ଦ ଵ୍ୟଵହାର ହୋଇଥିଵା ଜଣାଯାଏ ନାହିଁ । ସମ୍ଭଵତଃ ପ୍ରାୟ ଶହେ ଵର୍ଷ…
ଉପସ୍ଥାପନା: ଶିଶିର ସାହୁ ମନୋଜ ~ କ୍ତ ଓ ତ୍କ; ଦ୍ଵନ୍ଦ୍ଵ ଓ ଭେଦ ~ ‘କ୍ତ ଓ ତ୍କ’କୁ ନେଇ ଓଡ଼ିଆ ଲୋକଙ୍କ ମନରେ ଅନେକ ସମୟରେ ଦ୍ଵନ୍ଦ୍ଵ ଜାତ ହୁଏ । ଵିଶେଷତଃ ଓଡ଼ିଆ ଭାଷା ଓ ଲିପିଠାରୁ ଦୂରେଇ ଯାଇଥିଵା ଏଵଂ ହିନ୍ଦୀ ଇଂରାଜୀର ବହୁଳ ଵ୍ୟଵହାର କରୁଥିଵା ଓଡ଼ିଆ ଵଂଶୋଦ୍ଭଵମାନେ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଅଵିଭକ୍ତ କୋରାପୁଟରେ ନଦୀକୁ ଗାଡ଼ କୁହାଯାଏ ସେହିପରି ଯେଉଁଠାରେ ଗଭୀର ଜଳ ଥାଏ ଵା ଗଭୀର ଜଳ ଧାରଣ କରୁଥିଵା ଗର୍ତ୍ତକୁ ମଧ୍ୟ ଏଠାକାର ଲୋକେ ଗାଡ଼ କହିଥାନ୍ତି । ନାରାୟଣପାଟଣା ଅଞ୍ଚଳରେ ଝଞ୍ଜାଵତୀ ଓ ଚମ୍ପାଵତୀ ନାମକ ଦୁଇଟି ନଦୀର ମିଳନ ସ୍ଥଳର ନାମକୁ ‘ଗୋରିଆ ଗାଡ଼’…
ଉପସ୍ଥାପନା: ଶିଶିର ସାହୁ ମନୋଜ ଉଡ଼ିଗଲା ଗେଣ୍ଡାଳିଆ ଓଡ଼ିଶାର ପ୍ରସିଦ୍ଧ ଲୋକଗୀତ । ଵିଭିନ୍ନ ଅଞ୍ଚଳରେ ଏହାର ଭିନ୍ନ ଭିନ୍ନ ରୂପ ପ୍ରଚଳିତ ତେବେ ଓଡ଼ିଆ ଗ୍ରାମ୍ୟଗୀତି ପୁସ୍ତକରେ ବଡ଼ମ୍ବା ଅଞ୍ଚଳରେ ପ୍ରଚଳିତ ଏହା ଏହିପରି ରହିଛି । ~ ଉଡି଼ଗଲା ଗେଣ୍ଡାଳିଆ ~ ଉଡ଼ିଗଲା ଗେଣ୍ଡାଳିଆ ଝାଡି଼ଦେଲା ପକ୍ଷୀ ରଜାଝିଅ କାନ୍ଦୁଛନ୍ତି ହୋଇ ନିରିମାଖି…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମାଇପ: ଓଡ଼ିଆ ଭାଷାର ଏକ ନିଆରା ଶବ୍ଦ । ତିନି ଅକ୍ଷରେ ଯେ ଅଟଇ ସ୍ତ୍ରୀଙ୍କର ନାମ ପ୍ରଥମ ଅକ୍ଷରେ ମାଆ ପଦ ବ୍ରହ୍ମ ଦୁଇ ଅକ୍ଷରେ ଆଇ ତିଜ ଅକ୍ଷରେ ପୁଅ, ଏ ଵିଧିରେ ସ୍ତିରୀଙ୍କି ଗୋ ଲାଗିଲା ବଡ଼ ସ୍ନେହ ।। (ଵନପର୍ଵ, ମହାଭାରତ)…
ସୌରଭିତ ସୃଷ୍ଟି: ଵ୍ୟାସକଵି ଫକୀରମୋହନ ଵ୍ୟାସକଵି ଫକୀରମୋହନ ସେନାପତିଙ୍କ “ଉତ୍ଥାନ ସଙ୍ଗୀତ” ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ । ~ ଉତ୍ଥାନ ସଙ୍ଗୀତ ~ (ନଟଵାଣୀ ଵୃତ୍ତ) ଉଠ…
ଲେଖା: ଶୁଭ ରଞ୍ଜନ ପୃଷ୍ଟି ପୌଷ ଶୁକ୍ଳ ଦଶମୀ ସାଧାରଣତଃ ଓଡ଼ିଶାରେ ସମ୍ବର ଦଶମୀ ବା ଶାମ୍ବଦଶମୀ ହିସାବରେ ପାଳନ କରା ହୁଏ l ଏଇ ଅବସରରେ ଯୁବକବି ଶୁଭ ରଞ୍ଜନ ପୃଷ୍ଟିଙ୍କ ରଚିତ କବିତା ‘ଶାମ୍ବ ଦଶମୀ‘ I ଓଡ଼ିଶାର ଇଏ ନିଜସ୍ୱ ପରଵ ଶାମ୍ବ ଦଶମୀ ୟା ନାଆ ପଉଷ ମାସର ଶୁକୁଳ…