Category ଆମ ଭାଷା ଓ ସାହିତ୍ୟ

ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ସୂକ୍ତି

ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଶର୍ମାଙ୍କ ଭାଷା ସମ୍ବନ୍ଧୀୟ ଅମର ଯଥାର୍ଥ ଵିଚାର । ନିମ୍ନରେ ପ୍ରଦତ୍ତ ସମସ୍ତ ସୂକ୍ତି ଶ୍ରୀ ନନ୍ଦଶର୍ମାଙ୍କ “ଓଡି଼ଆ ଶବ୍ଦ ସନ୍ଦର୍ଭ” ପ୍ରବନ୍ଧରୁ ଉଦ୍ଧାର କରାଗଲା ।  ୧. ସଂସ୍କୃତରୁ ଵିକୃତିପ୍ରାପ୍ତ ପ୍ରାକୃତ ଶବ୍ଦାଦି ଓଡ଼ିଆରେ ଯେତେ ଵ୍ଯଵହୃତ, ଅନ୍ଯ…

ଗରିବ ପୁଅ

ସୌରଭିତ ସୃଷ୍ଟି: ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଓଡ଼ିଆ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ସେ ଥିଲେ ଅନ୍ୟତମ ବତୀଖୁଣ୍ଟ ସଦୃଶ। ଡଃ ମାୟାଧର ମାନସିଂହଙ୍କ ଭାଷାରେ “ଉପେନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟର ଅନାବାଦୀ ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ…

‘ଆଶା’ ଓ ‘ଆସା’

ଗବେଷଣା: ଶିଶିର ସାହୁ ମନୋଜ “ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ, ଅସ୍ତାଚଳ ପ୍ଳାଵିଦିଏ ଅଜସ୍ର-ଆସାରେ ।।” ସ୍ବଭାଵକଵି ଗଙ୍ଗାଧର ମେହେର ତାଙ୍କ ତପସ୍ଵିନୀ କାଵ୍ଯର (ସୀତା) ପ୍ରଥମ ସର୍ଗରେ ଏହି ପଦ ମଧ୍ୟରେ ଦୁଇଗୋଟି ‘ଆଶାରେ’ ଓ ‘ଆସାରେ’ ଶବ୍ଦ ଵ୍ଯଵହାର କରିଅଛନ୍ତି । ତାହେଲେ କ’ଣ ଆମ ଭାଷାରେ ଦୁଇଗୋଟି ଆଶା ଓ ଆସା…

ଶ୍ରୀ ମଧୁସୂଦନ ଦାସ କେ.ସି.ଆଇ.ଇ

ସୌରଭିତ ସୃଷ୍ଟି: ଜ୍ଞାନସିଦ୍ଧ ବ୍ୟାସକବି ଫକୀରମୋହନ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତି ଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ ! ତେବେ ଏ…

୧୫ ଅଗଷ୍ଟ ୧୯୪୭

~ ୧୫ ଅଗଷ୍ଟ ୧୯୪୭ ~ ସୌରଭିତ ସୃଷ୍ଟି: ପଦ୍ମଶ୍ରୀ ଡ. ସଚ୍ଚି ରାଉତରାୟ ଦୀର୍ଘ ଶତାବ୍ଦୀର ଔପନିବେଶିକ ଶାସନାଧୀନ ରହି ନାନାବିଧ ଘଟଣାଘଟଣରେ ଭାରତୀୟ ସଭ୍ୟତାର ପଟ୍ଟପରିବର୍ତ୍ତନ ହେଇ ସାରିଥାଏ। ପ୍ରଥମେ ଦୁର୍ଦ୍ଧର୍ଷ ଜେନେରାଲ୍ ରବର୍ଟ କ୍ଲାଇଭଙ୍କ ସହ ମିଶି ବିଶ୍ଵାସଘାତକ ସାଜିଥିଲେ ମୀର୍ ଜାଫର୍, ବଙ୍ଗ ନବାବଙ୍କ ସେନାଧ୍ୟକ୍ଷ। ଏହି ବିଶ୍ଵାସଘାତକର ରାଜ୍ୟ-ପିପାସାର…

ଚରମପତ୍ର

~ ଚରମପତ୍ର ~ ସୌରଭିତ ସୃଷ୍ଟି: ବିପ୍ଳବୀ କବି ରବି ସିଂ ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ!              ଆଗାମୀ ଚବିଶ ଘଣ୍ଟା ଭିତରେ             ଆଗାମୀ କାଲିର ଏହି ପ୍ରଭାତରେ ଖାଲିକର ତମେ ଗୋଲୋକ-ସିଂହାସନ              ଘେନ ଭଗବାନ, ଚରମ ପତ୍ର ଘେନ।ଛାଡିଦିଅ ତୁମ ହାତରୁ ବିଶ୍ଵ-ସଂସାର-ଦଣ୍ଡ, ଡୋରି! ନହେଲେ…

ଭାରତ ଗୀତିକା

ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଉତ୍କଳ ସମ୍ମିଳନୀରେ ଗାନ ହେବା ନିମିତ୍ତ ଏହି ଗୀତିକା ରଚନା କରିଥିଲେ କବିବର ରାଧାନାଥ ରାୟ । ୧୯୦୮ ମସିହା ଏପ୍ରିଲ ମାସରେ ପୁରୀ ନଗରୀରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ତିନି ପଦ ଯୁକ୍ତ ହୋଇଥିଲା ଏହି ଭାରତ ଗୀତିକାରେ…

ମା’ ଓଡ଼ିଶା

ସୌରଭିତ ସୃଷ୍ଟି: ଡ଼ଃ ମାୟାଧର ମାନସିଂହ କବିଭୂମି, ଶିଳ୍ପଧାତ୍ରୀ ତୁହିଟି ମା’ ! ବିଶ୍ଵେ ଗରବିଣୀ ! ବୀରମାତା ଉତ୍କଳ ଜନନୀ । ଆଦିମ ତାପସ ଗର୍ଭୁ ଯେବେ ଗୋ ମା’ ବିକାଶ ତୋହରି, ପ୍ରଥମ ଚୂମ୍ବନ – ବ୍ରୀଡା ରବି ଦେଲା ତୋ ଅଙ୍ଗରେ ଭରି, ଆସିଲା ବସନ୍ତ ତହୁଁ କରିବାକୁ ତୋ ବକ୍ଷରେ…

ଆହେ ନୀଳ ଶଇଳ

ସୌରଭିତ ସୃଷ୍ଟି: ଭକ୍ତ ସାଲବେଗ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ  ମୋ ଆରତ ନଳିନୀ ବନକୁ କର ଦଳନ ।।୧।।                                    ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ …

ଉତ୍କଳଭାରତୀଙ୍କ ଉକ୍ତି

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ଗଙ୍ଗାଧରଙ୍କ ଭାଷାପ୍ରେମ ଓ ଜାତିପ୍ରେମର ପଟାନ୍ତର ନାହିଁ । ଏହି ପର୍ଯ୍ୟାୟରେ ତାଙ୍କୁ କାହା ସହିତ ତୁଳନା କରିହୁଏ ନାହିଁ । ସେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ଆଦର୍ଶରେ ଦୀକ୍ଷିତ ବ୍ୟକ୍ତିତ୍ୱ ଥିଲେ । ସେଥିପାଇଁ ଆଲୋଚକମାନେ ତାଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ଯେଭଳି ସାଦୃଶ୍ୟ ଦେଖନ୍ତି,…